Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଲ୍ଦୁଲି ବାଜା ମାଲିକ ସଂଘର ବୈଠକ
ବୌଦ୍ଧ,୨୧/୧୨ - ଆଜି ବୌଦ୍ଧ ଜିଲ୍ଲା ଦୁଲ୍ଦୁଲି ବାଜା ମାଲିକ ସଂଘ ପକ୍ଷରୁ କଣ୍ଟାମାଳ ବ୍ଲକ ମନମୁଣ୍ଡା ଅସୁରଗଡ଼ ନିକଟରେ ନଦୀ କୁଳରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୯ମାସ ହେବ ଦୁଲଦୁଲି ବାଜା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ଫଳରେ ଏହାକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା!-->…
Read More...
Read More...
ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି,୨୧/୧୨- ସଂଯୁକ୍ତ କୃଷକମୋର୍ଚ୍ଚାର ଆହ୍ୱାନକ୍ରମେ ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିିତି ଶାଖା ତରଫରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା!-->…
Read More...
Read More...
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଦିନିକିଆ ପନିପରିବା ଚାଷ ତାଲିମ ଶିବିର
ପାରଳାଖେମୁଣ୍ଡି,୨୧/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଫେରେନ୍ସ ହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ଦିନିଆ ପନିପରିବା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୩ କରୋନା ପଜିଟିଭ ଚିହ୍ନଟ, ସ୍ୱାବ ନମୂନା ସଂଗ୍ରହ ସଂଖ୍ୟା ୫୦ ହଜାର ଟପିଲା
ବୌଦ୍ଧ,୨୧/୧୨ - ଗତ କାଲି ଜିଲ୍ଲାରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୨୭୬୪ ଜଣ କରୋନା!-->…
Read More...
Read More...
ସ୍କୁଲ ଗେଟ ସଂପୂର୍ଣ୍ଣ ହେବ କେବେ ?
ଜହ୍ନାପଙ୍କ,୨୧/୧୨- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ନୋଡାଲ ଉଚ୍ଚ଼ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି!-->…
Read More...
Read More...
ଶୀତର ଲହରୀ ଜାରି, ଜଣେ ମୃତ୍ୟୁ ଅଭିଯୋଗ
ହରଭଙ୍ଗା: ଅଚାନକ ଖସିଲା ପାରଦ । ଜାଡ ମାଡରେ ଅସ୍ତବ୍ୟସ୍ତ ହରଭଙ୍ଗା ବ୍ଲକ । ସବୁଠି ହାଡଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଶିହରି ହୋଇଯାଉଛି । ୩ଦିନ ଧରି ହରଭଙ୍ଗା ଅଞ୍ଚଳରେ ଶୀତ ଲହରୀ ଜାରି ରହୁଥିବା ଫଳରେ ଜନସରଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଜି ସକାଳ ୭ଟା ବେଳେ ହରଭଙ୍ଗା!-->…
Read More...
Read More...
ସିମନବାଡ଼ିରେ ସିକଲିଂ ରୋଗ ସମ୍ବନ୍ଧିତ କର୍ମଶାଳା ଓ ଲ୍ୟାବ୍ ଉଦଘାଟନ
ବାଲିଗୁଡ଼ା,୨୧/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସିକିଲିଂ ରୋଗ ସମ୍ବନ୍ଧିତ ଜାତୀୟ ଟାସ୍କ ଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନୂଆ ଦିଲ୍ଲୀ(ଆଇସିଏମଆର) ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ!-->…
Read More...
Read More...
ବନ୍ଧାପଥର ପି.ପି.ସି.ରେ ଧାନକ୍ରୟର ଶୁଭାରମ୍ଭ
ବୌଦ୍ଧ,୨୧/୧୨ - ହରଭଙ୍ଗା ବ୍ଲକ ବନ୍ଧାପଥର ଠାରେ ଖରିଫ ଧାନ କ୍ରୟ ପାଇଁ ଆଜି ମଣ୍ଡିର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ବନ୍ଧାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ରମାକାନ୍ତ ପ୍ରଧାନ ପୂଜାର୍ଚ୍ଚନା ପରେ ମଣ୍ଡିକୁ ଉଦଘାଟନ କରିଥିଲେ । ଏ ଅବସରରେ ସରସରା ସେବା ସମବାୟ ସମିତିର ସମ୍ପାଦକ ପ୍ରିୟ!-->…
Read More...
Read More...
ସ୍ୱେଚ୍ଛାସେବୀ ମାନଙ୍କ ଦ୍ବାରା ସ୍ୱଚ୍ଛ ଭାରତ ଅଭିଯାନ
ବୌଦ୍ଧ,୨୧/୧୨ - କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ହରିଜନ ପଡାର ରାସ୍ତା ଘାଟ ଓ ନଳକୂପ ଆଦିକୁ ସ୍ୱେଚ୍ଛାସେବୀ ମାନେ ସଫା ସୁତରା କରିବା ସହ ସ୍ବଚ୍ଛ ଭାରତର ବାର୍ତ୍ତା ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗ୍ରାମର ଜୟ ବଜରଙ୍ଗବାଲି କ୍ଲବର ସ୍ୱେଚ୍ଛାସେବୀ ମାନେ ସଭାପତି!-->…
Read More...
Read More...
ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ
ବାଲିଗୁଡ଼ା,୨୧/୧୨: ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଚଳିତବର୍ଷ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ଥିବା ଜଣାପଡ଼ିଛି । ଧିରେଧିରେ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ!-->…
Read More...
Read More...