Browsing Category

ରାଜ୍ୟ

ଓ.ଟି.ଇ.ଟି. ଜାଲିଆତି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କେବେ ?

ବୌଦ୍ଧ,୨୧/୧୨ - ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୮୯ ଜଣ ଗଣ ଶିକ୍ଷକ ନିୟମିତ ହେବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରିଥିବା ଦାବୀକରି ଆବେଦନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରାଯାଇଛି ଓ ସେଥି ମଧ୍ୟରୁ ୪୯ ଜଣଙ୍କ ଓ.ଟି.ଇ.ଟି. ପାସ୍‌
Read More...

ବୌଦ୍ଧ : ପୁଣି ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୦/୧୨ - ଗତ ଦୁଇ ଦିନ ଧରି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୬୧
Read More...

ଖଳାରେ ନିଆଁଲାଗି ବହୁ ପରିମାଣର ଧାନ ଶସ୍ୟ ଭସ୍ମୀଭୂତ

ବୌଦ୍ଧ,୨୦/୧୨ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଗୋଟିଏ ସାମୁହିକ ଖଳାରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ ଜଣ ଚାଷୀଙ୍କ ଛୋଟ ବଡ ପ୍ରାୟ ୧୪ ଗୋଟି ଧାନ ଖରୀ ପୋଡି ଯାଇଥିବା ଜଣାପଡିଛି । ଗାଆଁ ଠାରୁ ପ୍ରାୟ
Read More...

ହରଭଙ୍ଗା : ପୁଣି ଲେଉଟିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ହରଭଙ୍ଗା: କିଛି ଦିନ ବ୍ୟବଧାନ ପରେ ପୂର୍ବ ଆକଳନ ଅନୁଯାୟୀ ଗତକାଲିଠାରୁ ସମଗ୍ର ହରଭଙ୍ଗା ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ହଠାତ୍ ଗତକାଲିଠାରୁ ଶୀତ ବଢିବା ସହ ଘନ କୁହୁଡି ର ଆସ୍ତରଣ ଯୁଆଡେ ଦେଖିଲେ କୁହୁଡି ହିଁ କୁହୁଡି । ଭୋଟ ୪ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି
Read More...

ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟଲାଗଡ,୧୯/୧୨- ଆଜି ଟିଟଲାଗଡ ବିଧାୟିକା ତଥା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଉପ-ଜିଲ୍ଲାପାଳଙ୍କ ସହ ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ତଥା ନିର୍ମାଣଧୀନ ଫ୍ଲାଏଓଭର ବ୍ରିଜ, ମହାରାଜା ସାଗର ଏବଂ ଦେଓବନ୍ଧର
Read More...

ନବମ ସାହେବ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ/ଜନ୍ହାପଙ୍କ,୧୯/୧୨: ବୌଦ୍ଧ ବ୍ଳକ ତେଲିବନ୍ଧ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପଡ଼ିଆରେ ମା ନାରାୟଣୀ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ନବମ ସାହେବ ମେମୋରିଆଲ ଭଳିବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି।ଏହାକୁ ତେଲିବନ୍ଧ ସରପଞ୍ଚ ପ୍ରତିନିଧି ସୁଜିତ ପ୍ରଧାନ ମୁଖ୍ୟ ଅତିଥି ଭାବେ
Read More...

ଆମ୍ବଝରୀ ମଣ୍ଡିରେ ଧାନ କ୍ରୟର ହେଲା ଶୁଭାରମ୍ଭ

ବୌଦ୍ଧ,୧୯/୧୨ - ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତି ତରଫରୁ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଛି | ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକ ଅଶୋକ ବସ୍ତିଆଙ୍କ ସମେତ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ଚାଷୀ ମାନଙ୍କ ଉପସ୍ଥିତିରେ
Read More...

ମୁଣ୍ଡି ପଦର ଲକ୍ଷ୍ମୀ ପୂଜାର ଅନନ୍ୟ ପରମ୍ପରା

ବୌଦ୍ଧ,୧୯/୧୨ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମରେ ପ୍ରତିବର୍ଷ ମାର୍ଗଶିର ମାସରେ ଅନୁଷ୍ଠିତ ହୋଇଥାଏ ଲକ୍ଷ୍ମୀ ପୂଜା l ଏକ ଅନନ୍ୟ ଶୈଳୀରେ ଗ୍ରାମବାସୀ କରିଥାଆନ୍ତି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା l ଆଜକୁ 50 ବର୍ଷ ଧରି ଚାଲିଥିବା ଏ ପୂଜା ଗ୍ରାମକୁ ଦେଇଛି ନୂତନ ପରିଚୟ lଗ୍ରାମରେ
Read More...

ଗୁମ୍ମା ତହସିଲରେ ପଟ୍ଟା ବଣ୍ଟନ ମେଳା

ପାରଳାଖେମୁଣ୍ଡି,୧୮/୧୨-ଗଜପତି ଜିଲ୍ଲା ଗୁମ୍ମା ତହସିଲରେ ଆଜି ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସାସଂଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିବାବେଳେ ସମାନୀୟ ଅତିଥି ଭାବେ ବିଧାୟକ କେ ନାରାୟଣ ରାଓ ,ଜିଲାପାଳ ଅନୁପମ ଶାହା,ଉପ
Read More...

ଓଡିଶା ମୋ ପରିବାର ପକ୍ଷରୁ ଗୁମ୍ମା ବ୍ଲକରେ ରକ୍ତଦାନ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି,୧୮/୧୨- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମାସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ ଶିବିରକୁ ଉଦଘାଟନ କରିଥିବା
Read More...