Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ :ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ…
ଭୁବନେଶ୍ବର,:ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ବୌଦ୍ଧ: ତିନିଦିନର ବିରତି ପରେ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨/୧୨- ଲଗାତାର ତିନିଦିନ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଶୁନ ରହିବାପରେ ଆଜି ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ ପଜିଟିଭକୁ ମିଶାଇଲେ ଆଜି ସୁଦ୍ଧା ୨୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ!-->…
Read More...
Read More...
ପୁଣି ରାଜ୍ୟରେ ୪୮୦ କରୋନା ପଜିଟିଭ ଚିହ୍ନଟ, ୬ମୃତ
ଭୁବନେଶ୍ୱର ୦୨ ।୧୨ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୫୮୩ରେ ପହଞ୍ଚିଛି ।!-->…
Read More...
Read More...
ପଡିଆ ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଦାବି
ବୌଦ୍ଧ,୨/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର୍ ଗ୍ରାମରେ ୨୦୧୮ - ୧୯ ବର୍ଷରେ ଆମ ଗାଆଁ ଆମ ବିକାଶ ଯୋଜନାର ଅନୁଦାନରେ ଖେଳପଡିଆର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏ ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସମ୍ପୂର୍ଣ୍ଣ!-->…
Read More...
Read More...
ସାରଂଗଡ଼ ଥାନା ଗୁଟିଙ୍ଗିଆରେ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ବ୍ରିଜରେ ବାଡ଼େଇ ହୋଇ ଚାଳକଙ୍କ ମୃତ୍ୟୁ
ବାଲିଗୁଡ଼ା,୨/୧୨: କନ୍ଧମାଳ ଜିଲ୍ଲା ସାରଙ୍ଗଧର ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ କାନ୍ଥରେ ବାଡ଼େଇ ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗୁଡ୍ରିପଡ଼ି ଗ୍ରାମରୁ ବାହାରି ଗୁଟିଙ୍ଗିଆ ଅଭିମୁଖେ ମୋଟରସାଇକେଲରେ ତିନି ଜଣ ଆସୁଥିବାବେଳେ!-->…
Read More...
Read More...
ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କାରେ ଜଣେ ଗୁରୁତର
ବୌଦ୍ଧ,୧/୧୨- ଆଜି ସନ୍ଧ୍ୟା ସମୟରେ ଚାରିଛକ -ଛତ୍ରଙ୍ଗ ରାସ୍ତାର କରଞ୍ଜକଟା ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ କରଞ୍ଜକଟା ଗ୍ରାମ ପଞ୍ଚାୟତ ବାହାଲି ଗ୍ରାମର ଶେଖର ମଲିକ (22)!-->!-->!-->…
Read More...
Read More...
ଘାଟୀ ତଳକୁ ଖସିଲା ବାଇକ, ଦୁଇ ଆରୋହୀ ଗୁରୁତର
ବୌଦ୍ଧ,୧/୧୨- ଆଜି ସନ୍ଧ୍ୟା ସମୟରେ ବୌଦ୍ଧ- ହରଭଙ୍ଗା ଶ୍ରୀ ଜଗନ୍ନାଥ ସଡକର ବୁର୍ଲା ଘାଟୀ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ରାମଗଡ଼ ଗ୍ରାମ ପଞ୍ଚାୟତ ଉଆଁଲ ଗ୍ରାମର ସୁନୀଲ!-->…
Read More...
Read More...
ବନକର୍ମଚାରୀଙ୍କ ଦ୍ୱାରା ଧଳା ପେଚା ଉଦ୍ଧାର
ଫୁଲବାଣୀ,୧/୧୨: ଆଜି ଫୁଲବାଣୀ ସହରର ପିଅନପଡ଼ା ନିକଟସ୍ଥ ଗୁଡି ପିଟା ସାହିର ଏକ ଗଛର କୋରଡରେ ଏକ ଧଳା ରଙ୍ଗର ପେଚା ରହିଥିବାର ଖବର ପାଇବା ପରେ ତତ୍କ୍ଷଣାତ ଫୁଲବାଣୀ ରେଞ୍ଜ ଅଫିସର ସଚ୍ଚିଦାନଦ ସେଠି ଙ୍କ ନେତୃତ୍ଵରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ ଉପରେ ଥିବା ପେଚା ଟିକୁ ବେଶ!-->…
Read More...
Read More...
ଶିମିଳି ପଦର ମଣ୍ଡିରେ ଆରମ୍ଭ ହେଲା ଖରିଫ ଧାନ କ୍ରୟ
ବୌଦ୍ଧ ,୧/୧୨- କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତି ତରଫରୁ ଆଜି ଖରିଫ ଧାନ କ୍ରୟ ଆରମ୍ଭ କରାଯାଇଥିବା ଜଣାପଡିଛି l ଟୋକନ ପାଇଥିବା 17 ଜଣ ଚାଷୀଙ୍କ ଠାରୁ ମୋଟ 470.18 କ୍ବିଣ୍ଟାଲ୍ ଧାନ କ୍ରୟ କରାଯାଇଥିବା ଭାରପ୍ରାପ୍ତ ସମ୍ପାଦକ ପ୍ରତାପ ପ୍ରଧାନ ସୂଚନା ଦେଇଛନ୍ତି l ଆଜି!-->…
Read More...
Read More...
ସାଇକଲ ସହ ବାଇକ ଧକ୍କା, ବାଇକ ଆରୋହୀ ଗୁରୁତର
ବୌଦ୍ଧ,୧/୧୨ -ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ସିନ୍ଦୁରପୁର୍ ମେଟାକାନୀ ପୀଠ ନିକଟରେ ଗୋଟିଏ ବାଇକ ଓ ସାଇକେଲ ମଧ୍ୟରେ ଧକ୍କା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନାରାୟଣ ପ୍ରସାଦ ବଡ଼ ଲୁଣ୍ଡୁରୁ!-->!-->!-->…
Read More...
Read More...