Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ସଂଗୃହିତ ଅର୍ଥକୁ କରୋନା ମୃତକଙ୍କ ପରିବାରକୁ ପ୍ରଦାନ
ବୌଦ୍ଧ - ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବୀରେନ୍ଦ୍ର ସିଂ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି!-->…
Read More...
Read More...
ଭଙ୍ଗା ନଳକୂପ ମରାମତି ପାଇଁ ଦାବୀ
ବୌଦ୍ଧ,୩/୧୧ - କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଚନ୍ଦନିଆ ମୁଣ୍ଡା ଗ୍ରାମରେ ଥିବା ଗୋଟିଏ ନଳକୂପ ଦୀର୍ଘ 6 ମାସ ହେଲା ଅଚଳ ହୋଇ ପଡିଛି l ମରାମତି ପାଇଁ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ତାର ମରାମତି ପାଇଁ ପଂଚାୟତରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସେ ଦିଗରେ ପଦକ୍ଷେପ!-->!-->!-->…
Read More...
Read More...
ପେଟ୍ରୋଲିଂ ସମୟରେ ପୋଲିସ କୁ ଆକ୍ରମଣ ଘଟଣା ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ନେଇ ଵୈଠକ
ଦାରିଙ୍ଗବାଡ଼ି,୦୩/୧୧: ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା କୁ ନେଇ ପୋଲିସ ଓ ଜନତାଙ୍କ ସୁସମ୍ପର୍କ ନେଇ ମେରାମାହା ଗ୍ରାମ ଠାରେ ଦାରିଙ୍ଗବାଡ଼ି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂ ଙ୍କ ତତ୍ୱାବଧାନ କ୍ରମେ ବ୍ରାହ୍ମଣୀଗାଁ ଅଂଚଳ ଅନ୍ତର୍ଗତ ୮ ଗୋଟି ପଂଚାୟତର!-->…
Read More...
Read More...
ମିକ୍ସର ମେସିନ୍ ପଛରୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର
ବୌଦ୍ଧ/ ବାଉଁଶୁଣି,୩/୧୧ - ଗତ ବିଳମ୍ବିତ ରାତିରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ନିକଟରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର!-->…
Read More...
Read More...
ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ବାଲିଗୁଡା,୨/୧୧- ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ!-->…
Read More...
Read More...
କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ/ଜହ୍ନାପଙ୍କ,୨/୧୧ - ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ବଜରଙ୍ଗ ଯୁବକ ସଂଘ ପକ୍ଷରୁ ହେବାକୁ ଥିବା କାଳୀପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ରଞ୍ଜିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଥିଲା।ସମ୍ପାଦକ ପ୍ରକାଶ ବାରିକ ସଭାର ଆଭିମୁଖ୍ୟ!-->…
Read More...
Read More...
ଚାରିଛକ ଠାରେ ଜେ.ଏମ.ଏଫ.ସି. କୋର୍ଟ ବିଲଡିଂ ପାଇଁଁ ଭୂମି ପୂଜନ
ବୌଦ୍ଧ,୨/୧୧ –ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସଦର ମହକୁମା ଚାରିଛକ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେ.ଏମ.ଏଫ.ସି) ର ନୂତନ କୋର୍ଟ ବିଲଡିଂ ନିର୍ମାଣ ପାଇଁ ଆଜି ଚାରିଛକ ନିକଟରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୂମି ପୂଜନ ଉତ୍ସବରେ!-->…
Read More...
Read More...
କୋଇଲା ପରିବହନକୁ ବିରୋଧ : ଗ୍ରାମବାସୀଙ୍କ ସାମୂହିକ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ସମ୍ବଲପୁର : ସ୍ଥାନୀୟ ରେଙ୍ଗାଲୀ ବ୍ଳକ ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତରେ କୋଇଲା ଖଣି ପାଇଁ ଭୂମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ରାଜିନାମା ଅନୁସାରେ ନିଯୁକ୍ତି ମିଳି ନାହିଁ । ଏଥିପାଇଁ ଗତ ଅଗଷ୍ଟ ୧୦ ତାରିଖରୁ ସ୍ଥାନୀୟ କର୍ମଜୀବି ଏକତା ସଂଗଠନ ସ୍ଥାୟୀ ନିଯୁକ୍ତି ଦାବିରେ!-->…
Read More...
Read More...
ବୌଦ୍ଧ: ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୭
ବୌଦ୍ଧ,୨/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ଅନୁସାରେ ଆଜି ବୌଦ୍ଧ ଜିଲ୍ଲାରେ ମାତ୍ର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ ଜଣ!-->…
Read More...
Read More...
ଗଜପତିରେ ପୁଣି ୪ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨/୧୧- ଗଜପତିରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ କାଶୀନଗର ବ୍ଳକରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, ପାରଳା ପୌର ପରିଷଦରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା!-->…
Read More...
Read More...