Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଉଁଶୁଣୀ ଛକ ଅଞ୍ଚଳରୁ ବାରମ୍ବାର ଚୋରୀ
ବୌଦ୍ଧ/ବାଉଁଶୁଣୀ,୩୦/୧୨- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଛକ ଜିଲ୍ଲାର ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ l ଗତ କିଛି ମାସ ହେଲା ବାଉଁଶୁଣୀ ଥାନା ପୋଲିସର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଥିବା କୁହାଯାଉଥିଲେ ମଧ୍ୟ ବାଉଁଶୁଣୀ ଛକ ଅଞ୍ଚଳରୁ ନିୟମିତ ବ୍ୟବଧାନରେ ଚୋରୀ ହେଉଥିବା ଦେଖିବାକୁ ମିଳୁଛି!-->…
Read More...
Read More...
ଶ୍ରୀରାମ ମନ୍ଦିରର ଅଧିଷ୍ଠାତା ବାବା ଭାରତୀଙ୍କ ଜନ୍ମବାର୍ଷିକୀ ପାଳିତ
କଣ୍ଟାବାଞ୍ଜି ,୩୦/୧୨-କଣ୍ଟାବାଞ୍ଜି ଶ୍ରୀରାମ ମନ୍ଦିର ପରିସର ମଧ୍ୟରେ ବାବା ଭାରତୀଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଛି । ମନ୍ଦିର ର ଅଧିଷ୍ଠାତା ବାବା ଭାରତୀଙ୍କ ଜନ୍ମ ଦିବସ ଉପଲକ୍ଷେ ପରିସରକୁ ସ୍ୱଚ୍ଛ କରି ବାବାଙ୍କର ପ୍ରତିମାରେ ଫୁଲମାଳା, ଧୂପ ଦେଇ ସଂସାରର ମଙ୍ଗଳ କାମନା!-->…
Read More...
Read More...
ବାଉଁଶୁଣୀ ଓ ଡମ୍ବରଗାଡ଼ ମହାନଦୀ ଘାଟରୁ ବ୍ୟାପକ ବାଲି ଚୋରା ଚାଲାଣ ଅଭିଯୋଗ
ବୌଦ୍ଧ,୩୦/୧୨ - ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ମହାନଦୀର ବାଉଁଶୁଣୀ ଓ ଡମ୍ବରଗାଡ଼ ଘାଟରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ ବାଲି ପ୍ରତିଦିନ ଉତ୍ତୋଳନ ହେଉଥିବା ଅଭିଯୋଗ ହୁଏ | ସରକାରୀ କାଗଜ ପତ୍ରରେ ଉଭୟ ବାଲିଘାଟ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ!-->!-->!-->…
Read More...
Read More...
ନ୍ୟୁ ଓଡିଶାର ଭର୍ଚ୍ୟୁଆଲ୍ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୨୯/୧୨: ଆଜି ବୌଦ୍ଧ ଜଗନ୍ନାଥ ମନ୍ଦିର ସଭାଗୃହରେ ନ୍ୟୁ ଓଡିଶା ପକ୍ଷରୁ ଦ୍ୱିତୀୟ ବାର୍ଷିକ ବୌଦ୍ଧ ସ୍ୱାଭିମାନ ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ନ୍ୟୁ ଓଡିଶାର ସଂପାଦକ ରଂଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚ୍ୟୁଆଲ ସଭାରେ ମୁଖ୍ୟଅତିଥି ଭାବରେ ଓଡିଶା କର୍ମଜୀବୀ!-->…
Read More...
Read More...
କିଶାନ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା
ବୌଦ୍ଧ,୨୯/୧୨- ଆଜି ବୌଦ୍ଧ ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ ତିନିଗୋଟି କୃଷକ ବିରୋଧି କଳା ଆଇନକୁ ପ୍ରତ୍ୟାହାର ଓ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଜିଲ୍ଲା କିଶାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗକଲେ ବିଜେପି କର୍ମୀ
ବୌଦ୍ଧ/ବାଉଁଶୁଣୀ,୨୯/୧୨ - ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ୍ ଓ ଚଞ୍ଚକତା କରି ହିତାଧୀକାରୀଙ୍କ ପରିବାରକୁ ମିଛ କଥା କହି ନବୀନ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ରାଜ୍ୟ ସରକାରଙ୍କ ନିର୍ମିତ ପୋଷ୍ଟର ଲଗାଇବା ସମ୍ପୂର୍ଣ୍ଣ ବେଆଇନ, ଠକାମୀ,ପ୍ରବଞ୍ଚନା, ପ୍ରତାରଣା!-->…
Read More...
Read More...
ବୌଦ୍ଧ : ଆଜି ପୁଣି 5 ଜଣକରୋନା ଆକ୍ରାନ୍ତ ଚିନ୍ହଟ
ବୌଦ୍ଧ,୨୯/୧୨- ଆଜି ପୁଣି ଜିଲ୍ଲାରେ 5 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 5 ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2772 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ ଚିହ୍ନଟ, ୪ ମୃତ
ଭୁବନେଶ୍ୱର ୨୯ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ମହାନଦୀକୁ ଶୌଚ ପାଇଁ ଯାଇ ଜଣେ ବ୍ୟକ୍ତି ନିଖୋଜ
ବୌଦ୍ଧ,୨୮/୧୨ - ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ସାନ ବଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ଆଜି ସକାଳେ ଶୌଚ କର୍ମ ପାଇଁ ମହାନଦୀକୁ ଯାଇ ଆଉ ଘରକୁ ଫେରି ନଥିବା ହେତୁ ନିଖୋଜ ନେଇ ଚର୍ଚ୍ଚା ଧରିଛି । ମିଳିଥିବା ସୂଚନା ଅନୁଯାୟୀ ସାନ ବଙ୍କାପଡା ଗ୍ରାମର ସୁରେଶ କର୍ଣ୍ଣ (୫୭) ଆଜି ସକାଳ ୫!-->…
Read More...
Read More...
କରୋନା ବିପତ୍ତି ବେଳେ ଡ. ଅଚ୍ୟୁତ ସାମନ୍ତଙ୍କ ଉଲ୍ଲେଖନୀୟ କାର୍ଯ୍ୟ
ଖପ୍ରାଖୋଲ,୨୮/୧୨- ବିଶ୍ୱ କରୋନା କଟକଣା ସମୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୃଥିବୀର ପ୍ରଥମ ନିଃଶୁଳ୍କ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତାନନ୍ଦ ସାମନ୍ତ ଉଲ୍ଲେଖନୀୟ!-->…
Read More...
Read More...