Browsing Category

ରାଜ୍ୟ

ଭିଜିଲାନସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ

ବଲାଙ୍ଗୀର,୨୩/୧୧ - ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଠାରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଏକା ସାଙ୍ଗରେ ବରଗଡ, ସୋନପୁର ଆଦି ତାଙ୍କ ଭଡାଘର, କାର୍ଯ୍ୟାଳୟରେ ତଦନ୍ତ
Read More...

ବୌଦ୍ଧ : ଆଜି ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୩/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ 7 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ 7 ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 2725 ରେ ପହଞ୍ଚିଛି l ସେମାନଙ୍କ ମଧ୍ୟରୁ 2674 ଜଣ ସୁସ୍ଥ ହୋଇ
Read More...

କୋଭିଡ୍‌ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ

ବୌଦ୍ଧ,୨୩/୧୧ - ବୌଦ୍ଧସହରସ୍ଥିତ ପୁରୁଣା ଜେଲରେ ଖୋଲା ଯାଇଥିବା କୋଭିଡ୍‌ କେୟାର ସେଣ୍ଟର୍‌ ପରିସରରେ ଆଜି କୋଭିଡ୍‌ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି । ଯେଉଁ କରୋନା ରୋଗୀମାନେ ସୁସ୍ଥ ହୋଇ ସାରିଛନ୍ତି
Read More...

“ହନୁମାନ ଜୟନ୍ତୀ ସମନ୍ୱୟ ସମିତିରେ ଗୋସେବାକୁ ଗୁରୁତ୍ୱ ଉପରେ ଚର୍ଚ୍ଚା

ସମ୍ବଲପୁର:ଏଠାରେ ଗଠିତ"ହନୁମାନ ଜୟନ୍ତୀ ସମନ୍ୱୟ ସମିତି' ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଗୋ ଷ୍ଟମୀ ଅବସରରେ ମାଁ ସମଲେଇ ମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଗୋଶାଳା ରେ ଗୋମାତା ପୂଜନ ସହ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ "ସମିତି' ତରଫରୁ ସମ୍ବଲପୁର
Read More...

ରାଜ୍ୟରେ ପୁଣି ୬୬୮ କରୋନା ପଜିଟିଭ ଚିହ୍ନଟ, ୧୭ମୃତ

ଭୁବନେଶ୍ୱର ୨୩ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୬୨୯ରେ ପହଞ୍ଚିଛି ।
Read More...

୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାଠାରେ ସବ ରେଜିଷ୍ଟର(ଉପ-ନିବନ୍ଧକ) କାର୍ଯ୍ୟାଳୟ ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚା ଫଳରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହଛି । ସବ୍‌ରେଜିଷ୍ଟର ଅଫିସ ସ୍ଥାପନ ଦାବୀରେ ଏହି ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ରୁ
Read More...

ଅଣ-କୃଷି କାର୍ଯ୍ୟରେ ବ୍ୟବହାର ହେଉଛି କୃଷି ବିଭାଗର ଗୋଷ୍ଠୀ ଖଳା!

ବୌଦ୍ଧ,୨୩/୧୧ - କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ତରଫରୁ ବିଭିନ୍ନ ଗ୍ରାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଗୋଷ୍ଠୀଖଳା । ମାତ୍ର ବିଡମ୍ବନାର ବିଷୟ ହେଲା ଉକ୍ତ ଖଳାରେ ଧାନ ଅମଳ ପରିବର୍ତ୍ତେ ଲୋକେ ଅନ୍ୟାନ୍ୟ ଅଣ କୃଷି ସାମଗ୍ରୀ ରଖି ଅବରୋଧ କରୁଛନ୍ତି ବୋଲି ଅଭିଯୋଗ
Read More...

ପ୍ରାଣୀ ଚିକିତ୍ସକ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗଦେଲେ

ଦାରିଙ୍ଗବାଡି,୨୩/୧୧: ରାଜ୍ୟରେ ପ୍ରାଣୀ ଚିକିତ୍ସକ ସେବା ସଂଘ ଓ ଭେଟେରୀନାରୀ ସର୍ଭିସ ଆସୋସିଏସନ ଆନୁକୂଲ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଏକାଧିକ ଦାବୀ ତଥା କନିଷ୍ଟ ପ୍ରବେଶିକା କରିବା , ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରିବା, ଚିକିତ୍ସା କେନ୍ଦ୍ରରେ ଚିକିତ୍ସକଙ୍କୁ
Read More...

ବୋଲେରୋ – ପିକ୍ ଅପ୍ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ,୨୨/୧୧ - ଆଜି ଅପରାହ୍ନ ପ୍ରାୟ ଘ 3. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ଛକ ନିକଟରେ ଗୋଟିଏ ବଲେରୋ ଓ ପିକ୍ ଅପ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ବରଗଡ ଅଭିମୁଖେ ଯାଉଥିବା ଗୋଟିଏ ବୋଲେରୋ ପିକ୍ ଅପ୍
Read More...

ବୌଦ୍ଧ : ଆଜି ପୁଣି 4 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ, ୨୨/୧୧- ଆଜି ପୁଣି ଜିଲ୍ଲାରେ 4 ଜଣ ନୂତନ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା 4 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା 2718 ରେ ପହଞ୍ଚିଛି l ଜିଲ୍ଲାରୁ ସଂଗୃହିତ
Read More...