Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ନିୟନ୍ତ୍ରଣ ପାଇଁ ଅନଲାଇନ ସ୍ୱ -ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ
ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଏବଂ ଆଇ.କ୍ୟୁ.ଏ଼ ସି (ନାକ୍) ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ର ର ବିଷୟବସ୍ତୁ ଥିଲା ‘ ଆମେ କିପରି ନିଜେ ନିଜର ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କରିପାରିବା” ଏବଂ ସେହି!-->…
Read More...
Read More...
ଫୁଲବାଣୀ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଫୁଲବାଣୀ,୧/୧୧: ରାଷ୍ଟ୍ରୀୟ ଏକତା ଦିବସ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏସ ପି କନ୍ଧମାଳ ଭିନୀତ ଅଗ୍ରୱାଲ ସମସ୍ତ ପୋଲିସ!-->…
Read More...
Read More...
ବୌଦ୍ଧରୁ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୨୫୯୦
ବୈାଦ୍ଧ,୧/୧୧- ବୌଦ୍ଧ ଜିଲ୍ଲାରୁ ଆଜି ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ବଲାସିଙ୍ଗା ଆଇଆରବିରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ବୌଦ୍ଧ ସହରରୁ ୪ଜଣ, କଂଟାମାଳରୁ -୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ!-->…
Read More...
Read More...
ଆଇପିଏଲ ସଟ୍ଟା ଖେଳାଇବା ଠକାମି ର୍ୟାକେଟର ପର୍ଦ୍ଦାଫାଶ: ୫ ଅଭିଯୁକ୍ତ ଗିରଫ
ସମ୍ବଲପୁର : ବର୍ତ୍ତମାନ ଘରେ ବସି ଆଇପିଏଲ କ୍ରିକେଟ ମ୍ୟାଚ ଦେଖିବାରେ ସମସ୍ତେ ବ୍ୟସ୍ତ ଓ ଏଥିପାଇଁ ଯୁବପିଢ଼ି ବିଶେଷ ଉତ୍ସାହିତ । ଏହି ଖେଳର ଆଉ ଏକ ପକ୍ଷ ମଧ୍ୟ ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ଯେ ଏଥିସହିତ ସଟ୍ଟାଖେଳର ବଜାର ଜୋର ଧରିଛି । ଯଦିଓ ଏହା ବେଆଇନ, ତଥାପି ଏହି!-->…
Read More...
Read More...
ବୌଦ୍ଧ ପୂର୍ତ୍ତ ବିଭାଗର ଦୃଷ୍ଟିପଡୁ : ରାସ୍ତାକଡ ଅନାବନା ଗଛ ବଢାଉଛି ଦୁର୍ଘଟଣା
ହରଭଙ୍ଗା: ହରଭଙ୍ଗା ବ୍ଲକର ବୌଦ୍ଧ ପୂର୍ତ୍ତ ବିଭାଗର ରାସ୍ତା ଯଥା-ହରଭଙ୍ଗାଠାରୁ ଛତ୍ରଙ୍ଗା ପୂର୍ତ୍ତ ରାସ୍ତାରେ ପ୍ରତିଦିନ ପ୍ରାୟ ଛୋଟବଡ ଦୁର୍ଘଟଣା ଘଟୁଛି । ଏହାର ମୁଖ୍ୟ କାରଣ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଅନାବନା ଗଛ ସହିତ ବୁଦାବୁଦା ଘାସ ରାସ୍ତା ଉପରକୁ ମାଡି ଯାଇଛି । ଏହି ୭!-->…
Read More...
Read More...
ହରଭଙ୍ଗାରେ ଗଜଲକ୍ଷ୍ମୀ ପୂଜା ପାଳିତ
ହରଭଙ୍ଗା: କରୋନା ପାଇଁ ଚଳିତ ବର୍ଷ ପାର୍ବଣ ଫିକା ପଡିଯାଇଥିବା ବେଳେ ହରଭଙ୍ଗାର କୁଲିସାହିଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । କୁଲିସାହି କ୍ଲବ ପକ୍ଷରୁ ମହାନଦୀରୁ ପୂଜାଅର୍ଚ୍ଚନା କରି କଳସୀରେ ଜଳ ଆଣିଥିଲେ । ଗତକାଲି ସକାଳୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ!-->…
Read More...
Read More...
ପାରଳାରେ ୩୬ ତମ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ
ପାରଳାଖେମୁଣ୍ଡି,୧/୧୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହି ଗାନ୍ଧୀ ଛକଠାରେ ୩୬ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ନିରାଡମ୍ବର ଭାବରେ କୋଭିଡ-୧୯ ନିୟମକୁ ମାନି ପାଳନ କରାଯାଉଛି । ଏହି ପୂଜା ଆସନ୍ତା ୭ ଦିନ ଧରି ଅନୁଷ୍ଠିତ ହେବ!-->…
Read More...
Read More...
୨୨ ଆଇସିୟୁ ସହିତ ଭିମସାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ
ସମ୍ବଲପୁର : ସ୍ଥାନୀୟ ବୁର୍ଲାସ୍ଥିତ ଭିମସାର କୋଭିଡ ହସ୍ପିଟାଲରେ ୨୨ଟି ଆଇସିୟୁ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏଠାରେ ଲୋକଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି, କାରଣ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ଏହା ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ୧୦୦ଟି ସାଧାରଣ ଶଯ୍ୟା ଓ ୨୨ଟି ଆଇସିୟୁ ସହିତ!-->…
Read More...
Read More...
ପୁଣି ବଢିଲା ସଂକ୍ରମଣ : ଆଜି ଚିହ୍ନଟ ହେଲେ ୧୭୦୯ ପଜିଟିଭ, ୧୧ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୭୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୮୨୫ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ବୌଦ୍ଧ : ଗାନ୍ଧୀଛକରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା
ବୌଦ୍ଧ - ଗତକାଲି ସନ୍ଧ୍ୟାରେ ସହରର ଗାନ୍ଧିଛକ ଠାରେ ଶତାଧିକ ଯୁବକ ଏକାଠି ହୋଇ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ (ରାଜା) ଓ କରୋନାରେ ପ୍ରାଣ ହରାଇଥିବା ଶିଶୁ ଡାକ୍ତର ବିଶ୍ବନାଥ ରାଉତଙ୍କ ଆତ୍ମାର ସଦଗତି କାମନା କରି ପ୍ରାର୍ଥନା କରାଯାଇଥିଲା | ଯୁବ ସମାଜ!-->…
Read More...
Read More...