ବୌଦ୍ଧ : ଗାନ୍ଧୀଛକରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

0 1,507

ବୌଦ୍ଧ – ଗତକାଲି ସନ୍ଧ୍ୟାରେ ସହରର ଗାନ୍ଧିଛକ ଠାରେ ଶତାଧିକ ଯୁବକ ଏକାଠି ହୋଇ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ (ରାଜା) ଓ କରୋନାରେ ପ୍ରାଣ ହରାଇଥିବା ଶିଶୁ ଡାକ୍ତର ବିଶ୍ବନାଥ ରାଉତଙ୍କ ଆତ୍ମାର ସଦଗତି କାମନା କରି ପ୍ରାର୍ଥନା କରାଯାଇଥିଲା | ଯୁବ ସମାଜ ବ୍ୟାନରରେ ଶୋଭାଯାତ୍ରା ରେ ଆସି ଶତାଧିକ ଯୁବକ ଏକାଠି ହୋଇ ଉଭୟଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ରାଜାଙ୍କ ହତ୍ୟାକାରୀ ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

four + 14 =