Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବର

ଭୁବନେଶ୍ୱର :ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବର ଜିଲ୍ଲା ବିଜେଡ଼ି ଉପସଭାପତି ତଥା ପୂର୍ବତନ କର୍ପୋରେଟର ଶ୍ରୀ ସଞ୍ଜୟ ବଳିୟାର ସିଂଙ୍କ ନେତୃତ୍ୱରେ ରସୁଲଗଡ଼ ଛକସ୍ଥିତ ବିଜୁ ପଟ୍ଟନାୟକ ୟୁଥ୍
Read More...

ମହାବୀର ପୂଜା କମିଟିର ଚଳିତ ବର୍ଷ ପୂଜା ପାଇଁ ମାଟି ଅନୁକୂଳ

ଭୁବନେଶ୍ୱର :ଚଳିତ ବର୍ଷ ଶ୍ରୀ ଶ୍ରୀ ମହବୀରଙ୍କ ପୂଜା ପାଇଁ ଆଜି ମହାବୀର ପୂଜା କମିଟି ତରଫରୁ କୁଆଖାଇ ନଦୀ ପଠାରୁ ମାଟି ଅନୁକୂଳ କରାଯାଇଥିଲା । ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିୟମକୁ ସମ୍ମାନ ଜଣାଇ ଅଳ୍ପ ସଂଖ୍ୟକ ମଧ୍ୟରେ ସଦସ୍ୟ ଉପସ୍ଥିତ ହୋଇ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ନଦୀ
Read More...

ସ୍ଵର୍ଗତ ବ୍ରଜମୋହନ ବେହେରା ଙ୍କ ଏକାଦଶାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ,୧୮/୧୦- ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜମୋହନ ବେହେରାଙ୍କ ଏକାଦଶାହ ଅବସରରେ ହାଇସ୍କୁଲ ପଡ଼ିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଚେତାରାମ ପଟ୍ଟନାୟକ ଙ୍କ ନେତୃତ୍ୱରେ ସଂଗ୍ରାମପୁର ଗ୍ରାମ ର ଲୋକମାନେ ଏକତ୍ରିତ ହୋଇ ବୃକ୍ଷ ରୋପଣ
Read More...

ବାଉଁଶୁଣୀ ହାଇସ୍କୁଲ ପଡ଼ିଆରେ ରାତିରେ ଚାଲୁଛି ମଦୁଆ ଙ୍କ ରାଜ। ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ…

ବୌଦ୍ଧ,୧୮/୧୦- ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତ ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡାସ୍ଥଳି । ପ୍ରତ୍ୟେକ ଦିନ ରାତିରେ ମଦୁଆ ମାନେ ଏକତ୍ରିତ ହୋଇ ପଡ଼ିଆର ଚତୁପାର୍ଶ୍ବରେ ବସି ମଦ ପିଇ ସେଠାରେ ବୋତଲ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ବାଉଁଶୁଣୀ ଥାନା ପକ୍ଷରୁ
Read More...

ଘାଟିରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୮/୧୦: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରୁ ସନ୍ଦେହ ଜନକ ଅବସ୍ଥାରେ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ ଯୁବକ ଦୁଇଜଣ ତୁମୁଡ଼ିବନ୍ଧର ସଙ୍କଳ୍ପ ନାୟକ ଓ ତପନ କୁମାର ବେହେରା ହୋଇଥିବା ପରିଚୟ ମିଳିଛି । ମୃତ୍ୟୁର କାରଣ ବର୍ତ୍ତମାନ
Read More...

ବୌଦ୍ଧ: ମା ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବୌଦ୍ଧ,୧୮/୧୦ - ବୌଦ୍ଧସହରର ମାଳିସାହି ବିରାଜିତ ଶ୍ରୀ ଶ୍ରୀ ମା ଦୁର୍ଗା ଦେବୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଗତକାଲି ଶୁଭ ପ୍ରତିପଦା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଲ ବରଣ, କଳସ ସ୍ଥାପନ, ପ୍ରହର ପୂଜା ଓ ଚଣ୍ଡି ପାଠ କାର୍ଯ୍ୟକ୍ରମରେ ପୂଜକ ପଦ୍ମ ଲୋଚନ ମିଶ୍ର
Read More...

ଅବଧି ସରିଲାଣି, ସରୁନି ସେତୁ ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ସରକାରୀ ଯୋଜନା ଗୁଡିକର ସୁଫଳ ପାଇଁ ଯୋଗାଯୋଗର ମୁଖ୍ୟ ଉପାଦାନ ହେଉଛି ଉନ୍ନତ ରାସ୍ତାଘାଟ । ଭଲ ସଡକ ପଥ ନଥିଲେ ସମସ୍ତ ଯୋଜନାଗୁଡିକ ଲୋକଙ୍କ ପାଇଁ ଅପହଞ୍ଚ ପାଲଟିଥାଏ । ୨୦୧୬ ମସିହା ଠାରୁ ନିର୍ମାଣଧୀନ କୁଶାଶିଙ୍ଗା ବିଜୁ ସେତୁ ଇତି ମଧ୍ୟରେ ୪ ବର୍ଷ ବତି ଯାଇଥିଲେ ମଧ୍ୟ
Read More...

ରାସ୍ତାକଡରେ ରାତି କାଟୁଛନ୍ତି ରୋଗୀଙ୍କ ସଂପର୍କୀୟ

ସମ୍ବଲପୁର : ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ରୋଗୀଙ୍କ ସଂପର୍କୀୟଙ୍କ ସୁବିଧା ଅସୁବିଧା କେହି ବୁଝୁ ନାହାନ୍ତି । ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀର ଅଭାବରୁ ସେମାନେ ଆଜି ମଧ୍ୟ ହସ୍ପିଟାଲ ସାମ୍ନାରେ ଖୋଲା ଆକାଶ ତଳେ ରାସ୍ତାକଡରେ ଶୋଇବାକୁ ବାଧ୍ୟ । ଏଠାରେ ଜିଲ୍ଲା ସଦର
Read More...

୧୯ରୁ ପ୍ରବଳ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି
Read More...

ଖୁଣ୍ଟବନ୍ଧରେ ନବରାତ୍ର ଦୁର୍ଗାପୂଜା ଆରମ୍ଭ

ବୌଦ୍ଧ/ଜହ୍ନ ।ପଙ୍କ,୧୮/୧୦- ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ବସଷ୍ଟାଣ୍ଡ ଠାରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଶନିବାର ଆରମ୍ଭ ହୋଇଯାଇଛି । ଦୁର୍ଗା ମଣ୍ଡପରେ କର୍ତ୍ତାଭାବେ ରବି ପ୍ରଧାନ ଦାୟିତ୍ୱ ତୁଲାଇଥିବାବେଳେ ଏହି ଅବସରରେ ନବାହ ପାରାୟଣରେ କର୍ତ୍ତାଭାବେ ମୃତ୍ୟୁଞ୍ଜୟ ମହାକୁଳ ଓ ତାଙ୍କ ଧର୍ମ
Read More...