ସ୍ଵର୍ଗତ ବ୍ରଜମୋହନ ବେହେରା ଙ୍କ ଏକାଦଶାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 87

ବୌଦ୍ଧ,୧୮/୧୦- ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜମୋହନ ବେହେରାଙ୍କ ଏକାଦଶାହ ଅବସରରେ ହାଇସ୍କୁଲ ପଡ଼ିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଚେତାରାମ ପଟ୍ଟନାୟକ ଙ୍କ ନେତୃତ୍ୱରେ ସଂଗ୍ରାମପୁର ଗ୍ରାମ ର ଲୋକମାନେ ଏକତ୍ରିତ ହୋଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ସ୍ବର୍ଗତ ବ୍ରଜମୋହନ ବେହେରା ଙ୍କୁ ମନେରଖିବା ପାଇଁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହତ କାର୍ଯ୍ୟ କରିଥିବାରୁ ସାହାଜପାଲ ଅଞ୍ଚଳ ଜନସାଧାରଣ ପକ୍ଷରୁ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

17 − four =