Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧରୁ ଆଜି ୧୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୨/୧୦ - ଆଜି ବୌଦ୍ଧ ଜିଲ୍ଲାରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ୍ ଯୋଗୀବେରଣୀ ଗ୍ରାମରୁ ୧ ଜଣ, ଟୁଟୁସିଙ୍ଗା ଗ୍ରାମରୁ ୧ ଜଣ, ମହାନଦୀ ବ୍ରିଜ ଛକ ନିକଟରେ ୧ ଜଣ,!-->…
Read More...
Read More...
ଆସୁଛନ୍ତି ମା’ : ଜୋରସରରେ ଚାଲିଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ
ହରଭଙ୍ଗା : ଆସୁଛନ୍ତି ଦୁର୍ଗତିନାଶିନୀ ମା'ଦୁର୍ଗା । ଆଉ ଦିନ କେଇଟା ପରେ ଧରାବରଣ କରିବେ ମା ଦଶଭୂଜା । ଆରମ୍ଭ ହୋଇଯିବ ନବରାତ୍ର ପୂଜା । ଏଥିପାଇଁ ହରଭଙ୍ଗା ବ୍ଲକ ଅଂଚଳରେ ଯଥା-ହରଭଙ୍ଗା, ଚାରିଛକ, ଆନିଗଡ, କୁଶଙ୍ଗ, ପୁରୁଣାକଟକ, ଧଳପୁର, ଲୁଣିବାହାଲା, ତିଲେଶ୍ୱର ଆଦି ପୂଜାମଣ୍ଡପ ଗୁଡିକରେ!-->…
Read More...
Read More...
ଗଜପତିରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୨/୧୦- ଗଜପତିରେ ପୁଣି ୭ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ, ମୋହନାବ୍ଳକରୁ ଜଣେ, ରାୟଗଡା ଜିଲ୍ଲାର ୨ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ!-->…
Read More...
Read More...
ସଂକ୍ରମଣହାର କମିବାରୁ ସାମୟିକ ଆଶ୍ୱସ୍ତି: ଆଜି ନୂଆ ୬୦ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ମାସାଧିକ କାଳ ନିରନ୍ତର ବୃଦ୍ଧି ପରେ ଗତ ଦୁଇଦିନ ହେଲା ଦୈନିକ ସଂକ୍ରମଣହାରରେ ସାମାନ୍ୟ ହ୍ରାସ ଯୋଗୁଁ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଧିରେ ଧିରେ ଉନ୍ନତି ଆଶା କରାଯାଉଛି । କିନ୍ତୁ କିଛି ବୁଦ୍ଧିଜୀବୀଙ୍କ ମତାନୁସାରେ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିଛି, ବରନ କୋଭିଡ!-->…
Read More...
Read More...
ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ହସ୍ପିଟାଲ ନିର୍ମାଣ ପାଇଁ ଭୂମିପୂଜା
ଖପ୍ରାଖୋଲ : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଗୁଣ୍ଡୁରିପାଲି ଠାରେ ୩୦୦ ବ୍ୟାଟ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଉଜେରୀ ସାମାଜିକ ସେବା ଟ୍ରଷ୍ଟ ପକ୍ଷରୁ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି ।ଏ ଅବସରରେ ମୁଖ୍ୟଅତିଥି ଉଜେରୀ ସାମାଜିକ ସେବା ଟ୍ରଷ୍ଟ ଉତ୍ତର ପ୍ରଦେଶ ର!-->…
Read More...
Read More...
ପୁଣି ରାଜ୍ୟରୁ ୨୪୨୩ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ
ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରୁ ୨୪୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪୧୭ ଜଣ କ୍ୱାରେଣ୍ଟାଇରୁ ଚିହ୍ନଟ ହୋଇଥିବାବେଳେ ୧୦୦୬ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୫୪୬୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ!-->…
Read More...
Read More...
ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୌଦ୍ଧ /ବlଉଁଶୁଣି,୧୨/୧୦ - ବlଉଁଶୁଣି ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ପାଇଁ ଗତକାଲି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି | ଏ ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ପୂଜାରେ ଦେବାଶିଷ ନେପାକ୍ କର୍ତ୍ତା ଭାବରେ ବସିଥିବା ବେଳେ ପୂଜା ପରିଚାଳନା କରିଥିଲେ ପୂଜକ ସଚ୍ଚିନ!-->…
Read More...
Read More...
ଗାଁକୁ ଫେରିଲା ମୃତ ଦାଦନଙ୍କ ଶବ
ବୌଦ୍ଧ,୧୨/୧୦- ସୁଦୂର ତାମିଲନାଡୁ ରାଜ୍ୟ କୁ ପେଟ ପାଟଣା ପାଇଁ କାମ କରିବାକୁ ଯାଇ ସେଠାରେ ମ୍ରୁତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ରାଜ କିଶୋର ସେଲମା (22) ଙ୍କ ଶବ ଗତ କାଲି ନିଜ ଗ୍ରାମ କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତର ସେଲମା ପଡାରେ ପହଞ୍ଚିଛି l ସେ କାର୍ଯ୍ୟ କରୁଥିବା!-->!-->!-->…
Read More...
Read More...
ଶିକ୍ଷକଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ ସଭା
ଭଦ୍ରକ,୧୨/୧୦ - ଭଦ୍ରକ ବ୍ଲକ ଅନ୍ତର୍ଗତ ବରାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ୰ ନବକିଶୋର ପଲାଇଙ୍କ ଏକାଦଶାହରେ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ ସଭା ତାଙ୍କ ଜନ୍ମ ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି..ଏହି ସ୍ମୃତି ଚାରଣ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାମଲ ସଂଯୋଜନା!-->!-->!-->…
Read More...
Read More...
ମଦ ବେପାରୀଙ୍କ ରାସନ କାର୍ଡ ଜବତ କଲେ ମହିଳାସଂଘ
ଦାରିଙ୍ଗବାଡ଼ି ,୧୧/୧୦: ମଦ ବେପାର କରିବାରୁ ମହିଳା ସଂଘର ସଦସ୍ୟ ମାନେ ମଦବେପାରୀଙ୍କ ରାସନ କାର୍ଡ ଜବତ କରିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗ୍ରାମରେ । ପର୍ତ୍ତମାହା ଗ୍ରାମର ୧୦ ରୁ ଉର୍ଦ୍ଧ ଲୋକ ଅଂଚଳରେ ମଦ ବିକ୍ରୟ କରୁଥିବାରୁ ମଦ!-->!-->!-->…
Read More...
Read More...