Browsing Category

ରାଜ୍ୟ

ଆଦ୍ୟାଶା ପଣ୍ଡାଙ୍କ ବିରଳ କୃତିତ୍ୱ

ପାରଳାଖେମୁଣ୍ଡି,୮/୧୦- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପଣ୍ଡା ଜାତୀୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛନ୍ତି । ଭାରତୀୟ ଉପଗ୍ରହ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ହୋଇଥିବା "ବିଜ୍ଞାନ ଓ ଉପଗ୍ରହ" ବିଷୟ ଆଧାରିତ ପ୍ରବନ୍ଧ
Read More...

କଟକଣା ଶୁନ୍ୟ ସୁବର୍ଣ୍ଣପୁର ଜିଲ୍ଲା : ସଂକ୍ରମଣ ୩ହଜାର ଡେଇଁଲା

ସୋନପୁର,୮/୧୦ : ଜିଲ୍ଲାର ସମସ୍ତ ଅଞ୍ଚଳରେ କରୋନା ତାର କାୟାବିସ୍ତାର କରି ଚାରିଆଡେ ବ୍ୟାପି ସାରିଛି ହେଲେ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଯେଉଁ ସଚେତନତା ରହିବାକଥା ତାହା ମୋଟେ ଦେଖାଯାଉନାହିଁ । ବିଶେଷକରି ଲକଡାଉନ୍‌ କୋହଳ ପରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବାପରେ
Read More...

ସମ୍ବଲପୁରରେ ସ୍ଥିତି ଜଟିଳ: ଆଜି ପୁଣି ନୂଆ ୧୩୬ ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୁସ୍ଥତାହାରରେ କିଛି ଉନ୍ନତି ସତ୍ତ୍ୱେ କରୋନା ସଂକ୍ରମଣହାର ଅବନତି ଆଡକୁ ଗତି କରୁଛି, ଯାହାକୁ ନେଇ ଜନସାଧାରଣଙ୍କ ସହିତ ପ୍ରଶାସନ ମଧ୍ୟ ଚିନ୍ତିତ । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ନୂଆ ପଜିଟିଭ
Read More...

କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ସୁବିଧା ଦାବି

ସମ୍ବଲପୁର : ସାମାଜିକ ସଂଗଠନ "ଆମର ସମ୍ବଲପୁର' ପକ୍ଷରୁ ଏଠାରେ ଚିକିତ୍ସିତ କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସଂଗଠନର କିଛି ସକ୍ରିୟ କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ସାକ୍ଷାତ କରିବା ସହ ଏ ବିଷୟରେ
Read More...

ବୌଦ୍ଧ : ଆଜି ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୮/୧୦ - ଆଜି ବୌଦ୍ଧ ଜିଲ୍ଲାରେ ଜଣେ ମାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରୁ ଯାଇଥିବା ସ୍ୱାବରୁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ସିଡିଏମଓ ଡାକ୍ତର
Read More...

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ପରଲୋକ

ବୌଦ୍ଧ/ବାଉଁଶୁଣୀ,୮/୧୦ - ବୌଦ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ତାଲସରଡା ଗ୍ରାମ ପଂଚାୟତ ସଂଗ୍ରାମପୁର ଗଉଁତିଆ ବ୍ରଜ ମୋହନ ବେହେରାଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହଠାତ୍‌ ସେ
Read More...

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ପରଲୋକ

ବୌଦ୍ଧ/ବାଉଁଶୁଣୀ,୮/୧୦ - ବୌଦ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ତାଲସରଡା ଗ୍ରାମ ପଂଚାୟତ ସଂଗ୍ରାମପୁର ଗଉଁତିଆ ବ୍ରଜ ମୋହନ ବେହେରାଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହଠାତ୍‌ ସେ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ,୮/୧୦ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୀରନରସିଂହପୁର ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଥାନା ବୀରନରସିଂହପୁର ଗ୍ରାମର ନିଳାଦ୍ରୀ ଭୋକ୍ତା (୬୫ ) ନିଜ ଚାଷ ଜମିଆଡେ
Read More...

ପୁଣି ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ,୧୬ ମୃତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୪୧୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ସିଜିଗାଣ୍ଡା ଘାଟିରେ ଟ୍ରାକ୍ଟର ଓଲଟି ୭ ଆହତ, ୨ଗୁରୁତର

ଦାରିଙ୍ଗବାଡି : ଟ୍ରାକ୍ଟର ଓଲଟି ଯିବାରୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ୫ ଯୁବକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ସିଜିଗାଣ୍ଡା ଘାଟିରେ । ଅନାମ ପ୍ରଧାନ,ସୂର୍ଯ୍ୟ ପ୍ରଧାନ,ଦାନୀଏଲ ପ୍ରଧାନ,ସାଗର ନାୟକ,ରୋଶନ ନାୟକ ସାମାନ୍ୟ ଆହତ ହୋଇଥିବା ବେଳେ
Read More...