Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା
ବୌଦ୍ଧ / ବାଉଁଶୁଣି,୨୦/୧୦- ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି କଲେଜ୍ ନିକଟ ଗୁଡପଡା ଛକ ଠାରେ ଭାରସାମ୍ୟ ହରାଇ ଗୋଟିଏ କାର୍ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହଠାତ୍ ରାସ୍ତା ମଝିକୁ ଜଣେ!-->!-->!-->…
Read More...
Read More...
ଦଳିତ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୦/୧୦ - ଦଳିତ ଅଧିକାର ମଞ୍ଚ ତରଫରୁ ଆଜି ବୋୖଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ 6 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି | ଉତ୍ତର ପ୍ରଦେଶର ହାଥରସ୍ ଠାରେ ଦଳିତ!-->!-->!-->…
Read More...
Read More...
ଦଳିତ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୦/୧୦ - ଦଳିତ ଅଧିକାର ମଞ୍ଚ ତରଫରୁ ଆଜି ବୋୖଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ 6 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି | ଉତ୍ତର ପ୍ରଦେଶର ହାଥରସ୍ ଠାରେ ଦଳିତ ଯୁବତୀଙ୍କ!-->…
Read More...
Read More...
ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଇକ, ଜଣେ ଗୁରୁତର
ବୌଦ୍ଧ /ବାଉଁଶୁଣି,୨୦/୧୦ - ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ବାଘନଦୀ ପୋଲ ଉପରେ ସାଇକେଲ କୁ ଗୋଟିଏ ବାଇକ ଧକ୍କା ହେବାରୁ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବlଉଁଶୁଣିରୁ ସାଇକେଲରେ ନିଜ ଗ୍ରାମ ଜମଟାଙ୍ଗି କୁ ସାହେବ ବିଶି!-->!-->!-->…
Read More...
Read More...
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ :ସଂକ୍ରମଣ ନ ବଢାଇବାକୁ ନେବା ଶପଥ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଆସୁଥିବା ପାର୍ବଣ ସମୟରେ ସଂକ୍ରମଣ ନ ବଢାଇବା ପାଇଁ ଅନୁରୋଧ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୭ ମାସ ଧରି ଆମେ ଯେଉଁ ଅଭିଜ୍ଞତା ଅର୍ଜନ କରିଛେ, ସେଥିରେ ଆମେ ଜାଣିଛେ ମାସ୍କ ପିନ୍ଧିବା, ସାମାଜିକ!-->…
Read More...
Read More...
ଦାଦାବଟି ରୋକିବାକୁ ଜାରି ହେଲା ହେଲପଲାଇନ ନମ୍ବର
ଭୁବନେଶ୍ୱର: ଦାଦାବଟି ରୋକିବାକୁ କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ ହେଲପଲାଇନ ନମ୍ବର ଜାରି କରିଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି । ସମ୍ମିଳନୀରେ ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେକୌଣସି ବ୍ୟକ୍ତି ଦାଦାବଟି ବା!-->…
Read More...
Read More...
ଜାତୀୟ ରାଜପଥ ୫୩ରେ ଦୁର୍ଘଟଣାରେ ମା ଓ ପୁଅର ମୃତ୍ୟୁ ଯୋଗୁଁ ରାସ୍ତାରୋକୋ
ସମ୍ବଲପୁର,୨୦/୧୦- ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସଦର ପୁଲିସ ଥାନା ଅନ୍ତର୍ଗତ ପଡିଆ ବାହାଲରେ ଆଜି ମଙ୍ଗଳବାର ଦିନ ସାପ୍ତାହିକ ହାଟ ଯୋଗୁଁ ସେଠାରେ ପ୍ରବଳ ଭିଡ ଲାଗି ରହିଥିଲା । ଏହି ସମୟରେ ସଡ଼କ ପାର ହେଉଥିବା ସମୟରେ!-->…
Read More...
Read More...
ଜାତୀୟ ରାଜପଥ ୫୩ରେ ଦୁର୍ଘଟଣାରେ ମା ଓ ପୁଅର ମୃତ୍ୟୁ ଯୋଗୁଁ ରାସ୍ତାରୋକ
ସମ୍ବଲପୁର :ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସଦର ପୁଲିସ ଥାନା ଅନ୍ତର୍ଗତ ପଡିଆ ବାହାଲରେ ଆଜି ମଙ୍ଗଳବାର ଦିନ ସାପ୍ତାହିକ ହାଟ ଯୋଗୁଁ ସେଠାରେ ପ୍ରବଳ ଭିଡ ଲାଗି ରହିଥିଲା । ଏହି ସମୟରେ ସଡ଼କ ପାର ହେଉଥିବା ସମୟରେ ମା ଓ!-->…
Read More...
Read More...
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ
ସୋନପୁର: ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟ ବ୍ରତ ବେହେରା । ବୀରମହାରାଜପୁର ବ୍ଲକ୍ ବଡଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ ନିଜର ଗାଈ ଗୁହାଳ କରିବା ପାଇଁ ବୀରମହାରାଜପୁର ବିଡିଓ ଙ୍କ ଠାରେ ଆବେଦନ କରିଥିଲେ । ବିଡିଓ ଉକ୍ତ!-->…
Read More...
Read More...
ସମିତି ସମ୍ପାଦକ ଓ ପିଅନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ଏଆରସିଏସ
ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିର ସମ୍ପାଦକ ଓ ପିଅନଙ୍କ ନାମରେ ଦାୟୀତ୍ୱରେ ଅବହେଳା ଓ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିଲା । ଅଭିଯୋଗର ତଦନ୍ତ ପରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମିତିର!-->…
Read More...
Read More...