Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୋଟରସାଇକେଲ ସହ ଗଞ୍ଜେଇ ଜବତ, ଦୁଇଜଣ ଚାଲାଣକାରୀ ଗିରଫ
ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ପକ୍ଷରୁ ଚଢ଼ାଉ । ୮କେଜି ୨୦୦ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । ଚୋରାଚାଲାଣ ରେ ବ୍ୟବହୃତ ଗୋଟିଏ ହରନେଟ୍ ମୋଟରସାଇକେଲ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ!-->…
Read More...
Read More...
ବୌଦ୍ଧ ଜିଲ୍ଲାସ୍ତରୀୟ ୬୧ତମ ସହିଦ ଦିବସ ପାଳିତ
ବୌଦ୍ଧ,୨୧/୧୦- ଆଜି ବୌଦ୍ଧଜିଲ୍ଲା ପୁଲିସ ଆନୁକୂଲ୍ୟରେ ବଲାସିଙ୍ଗାସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ୬୧ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ସମୟରେ ସହିଦ!-->…
Read More...
Read More...
ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କରଣସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ କ୍ରିଏଟିଭ ଆର୍ଟସ ନାଟ୍ୟ ଅନୁଷ୍ଠାନ ପକ୍ଷରୁ!-->…
Read More...
Read More...
ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ସମ୍ବଲପୁର : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଚାକିରି ନିୟମିତ କରିବା, ମାସିକ ୨୧ ହଜାରରୁ ଉର୍ଦ୍ଧ୍ୱ ଦରମା, ଦଶ ହଜାର ପେନସନ, କୋଭିଡ୍ ଯୋଦ୍ଧା ଅଙ୍ଗନୱାଡ଼ିଙ୍କୁ ଅନ୍ୟ ରାଜ୍ୟ ପରି ଓଡିଶାରେ ଅଧିକ ପ୍ରୋତ୍ସାହନ ରାଶି, ରିକ୍ସ୍ ଆଲାଉନ୍ସ, ବୀମା ବ୍ୟବସ୍ଥାକୁ ଠିକ୍ ଠାକ୍ କାର୍ଯ୍ୟକାରୀ!-->…
Read More...
Read More...
ଗଜପତିରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୧/୧୦- ଗଜପତିରୁ ଆଜି ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣି ବ୍ଳକରୁ ଜଣେ,ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ଜଣେ ରାୟଗଡ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୩ ଜଣ,ଗଜପତିରୁ ଜଣେ!-->…
Read More...
Read More...
ସମ୍ବଲପୁରରେ ପୁଣି ନୂଆ ୩୭ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କରୋନା ଦାଉରୁ ମୁକ୍ତି ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଓ ଏହାର ଏକମାତ୍ର କାରଣ ସୁସ୍ଥତାହାର ରେ ନିରନ୍ତର ଉନ୍ନତି । ପ୍ରାପ୍ତ ପରିସଂଖ୍ୟାନ ଅନୁସାରେ ବର୍ତ୍ତମାନ ସୁସ୍ଥତାହାର ୯୨.୨୩ ପ୍ରତିଶତ ରହିଛି ଓ ଆଗକୁ ଆଉ ବଢିବାର ଆଶା!-->…
Read More...
Read More...
ବୌଦ୍ଧ : ଆଜି 7 କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ,୨୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ 7 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ!-->…
Read More...
Read More...
ପୁଣି ରାଜ୍ୟରେ ୧୯୩୧ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲା ଆଉ ୧୩ ମୁଣ୍ଡ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୧୮୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା!-->…
Read More...
Read More...
ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୌଦ୍ଧ / ବାଉଁଶୁଣି,୨୧/୧୦ - ଆଜି ସକାଳେ ବୌଦ୍ଧ ବ୍ଲକ୍ ବlଉଁଶୁଣି ଥାନା ଅନ୍ତର୍ଗତ ତାଲସରଡା ଗ୍ରାମ ପଂଚାୟତର ମାନେଶ୍ୱର ଗ୍ରାମର ବିଲମାଳ ମଧ୍ୟରୁ ଗୋଟିଏ ବାମର ଗଛ ତଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକେ!-->…
Read More...
Read More...
ଲୋକଙ୍କ କାମରେ ଆସୁନି ବଘିଆପଡାପାନୀୟ ଜଳ ପ୍ରକଳ୍ପ !
ବୌଦ୍ଧ,୨୧/୧୦- ବୌଦ୍ଧ ବ୍ଲକ୍ ବଘିଆପଡା ଠାରେ ପ୍ରାୟ 80 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ l ପ୍ରକଳ୍ପ କାମ ସରିଲେ ବଘିଆପଡା ଗ୍ରାମରେ ପାନୀୟ ଜଳ ସଂକଟ ଆଉ ରହିବ ନାହିଁ ବୋଲି ଗ୍ରାମବାସୀ ଆଶା ରଖିଥିଲେ ମାତ୍ର ଫଳ ହେଲା ଓଲଟା l ପରିଚାଳନାଗତ ତ୍ରୁଟି ଓ!-->…
Read More...
Read More...