Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ସଂକ୍ରମଣ ପୁଣି ଊର୍ଦ୍ଧ୍ୱଗାମୀରୁ ଚିନ୍ତା: ଆଜି ପୁଣି ନୂଆ ୫୦ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଏଠାରେ କରୋନା ସଂକ୍ରମଣ କିଛିଦିନ ନିମ୍ନଗାମୀ ରହିବାପରେ ଆଜି ହଠାତ ଊର୍ଦ୍ଧ୍ୱଗାମୀ ହେବାରୁ ଚିନ୍ତା ବଢୁଛି । ସେପଟେ ସ୍ଥିତି ଯେତେ ନିୟନ୍ତ୍ରଣ ରେ ଥିଲେ ମଧ୍ୟ ମୃତ୍ୟୁହାର ନିରନ୍ତର ବଢିଚାଲିଛି, ଯାହାକି ଚିନ୍ତା ଆହୁରି ବଢାଉଛି । ବର୍ତ୍ତମାନ ପାର୍ବଣପର୍ବ ସମୟରେ ସଂକ୍ରମଣହାର!-->…
Read More...
Read More...
ବୌଦ୍ଧ : ଧିରେ ଧିରେ କାବୁ ହେଉଛି କରୋନା, ଆଜି 12 ଆକ୍ରାନ୍ତ ଚିନ୍ହଟ
ବୌଦ୍ଧ,୨୨/୧୦ - ବୌଦ୍ଧ ଜିଲ୍ଲାରେ ଆସ୍ତେ ଆସ୍ତେ କାବୁ ହେଉଛି ମହାମାରୀ କରୋନା l ଗତକାଲି ମାତ୍ର 7 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି 12 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଯେଉଁ 12 ଆକ୍ରାନ୍ତ ଚିନ୍ହଟ!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୧୯୧୩ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ
ଭୁବନେଶ୍ୱର ୨୨ ।୧୦: ରାଜ୍ୟରେ କରୋନା ଗ୍ରାଫ୍ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ!-->…
Read More...
Read More...
ବୌଦ୍ଧରେ ପ୍ରଥମଥର ପାଇଁ ଗିଟାର୍ କ୍ଲାସ୍ ଆରମ୍ଭ
ବୌଦ୍ଧ,୨୨/୧୦- ସ୍ଥାନୀୟ ପୋଡ଼ାପୋଡ଼ା ବୌଦ୍ଧ ଠାରେ ପ୍ରଣାମ ନୃତ୍ୟାନୁଷ୍ଠାନ ଏବଂ ଏବିସିଡି ପାଥ୍ଫାଇଣ୍ଡରର ମିଳିତ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଗିଟାର୍ କ୍ଲାସ୍ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ପ୍ରଣାମ ନୃତ୍ୟାନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପଦେଷ୍ଟା!-->…
Read More...
Read More...
ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ପାର୍ଲିଆମେଣ୍ଟ ପ୍ରତିଯୋଗିତା
ପାରଳାଖେମୁଣ୍ଡି,୨୨/୧୦‐ ୱେବ୍ନାଇର ମାଧ୍ୟମରେ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲାର ଯୁବଗୋଷ୍ଠୀ ଭାଗ ନେଇଥିଲେ । ପ୍ରକୃତ ସଂସଦରେ ହେଉଥିବା ତର୍କ ବିତର୍କ ସହ ସ୍ଥାନୀୟ ସମସ୍ୟାର ଉପସ୍ଥାପନା, ଜଣେ ସାଂସଦର!-->…
Read More...
Read More...
ସ୍ତ୍ରୀ ଆଖି ଆଗରେ ସ୍ୱାମୀ ଙ୍କୁ ନୃଶଂସ ଭାବେ ହତ୍ୟା ଥାନାରେ ମାମଲା ତଦନ୍ତ ଜାରୀ
ଦାରିଙ୍ଗବାଡ଼ି ୨୨/୧୦ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର ସରପଞ୍ଚ ମନ୍ଦାକିନି ମଲିକଙ୍କ ବାପା ପନ୍ଦରମଲିକ(୬୨)ଙ୍କୁ ବୁଧବାର ସକାଳେ ମୁଖାଧାରୀ ଦୁର୍ବୁର୍ତ୍ତ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ସ୍ତ୍ରୀ ଓ ପୁଅ ସମ୍ମୁଖରେ ବାପାକୁ ହତ୍ୟା କରିବା!-->…
Read More...
Read More...
ସ୍ତ୍ରୀ ଆଖି ଆଗରେ ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା : ଥାନାରେ ମାମଲା, ତଦନ୍ତ ଜାରୀ
ଦାରିଙ୍ଗବାଡ଼ି ୨୨/୧୦ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର ସରପଞ୍ଚ ମନ୍ଦାକିନି ମଲିକଙ୍କ ବାପା ପନ୍ଦରମଲିକ(୬୨)ଙ୍କୁ ବୁଧବାର ସକାଳେ ମୁଖାଧାରୀ ଦୁର୍ବୁର୍ତ୍ତ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ସ୍ତ୍ରୀ ଓ ପୁଅ ସମ୍ମୁଖରେ ବାପାକୁ ହତ୍ୟା କରିବା!-->…
Read More...
Read More...
ବୌଦ୍ଧ : ପୋଲିସ୍ କର୍ମଚାରୀ ଓ ଶିକ୍ଷକଙ୍କ ଘରୁ ଚୋରୀ
ବୌଦ୍ଧ,୨୨/୧୦ - ଗତ ରାତିରେ ବୌଦ୍ଧ ସହର ଅନ୍ତର୍ଗତ ରାଜନପାଲି ଛକ ନିକଟ ମଦଭାଟି ସାମ୍ନା ସାହିରେ ରହୁଥିବା ପୋଲିସ ଦମ୍ପତିଙ୍କ ଘରୁ ଓ ଜଣେ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ନଗଦ ଟଂକା ଓ ସୁନା ଗହଣା ଚୋରୀ ହୋଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ପୋଲିସ୍!-->…
Read More...
Read More...
କରୋନା ଭୟ, ଝରକା ବାଟରେ ଅଭିଯୋଗ ଶୁଣାଣୀ କରୁଛନ୍ତି ଡି.ଇ.ଓ
ବୌଦ୍ଧ,୨୨/୧୦ - କରୋନା ପାଇଁ ସାରା ବିଶ୍ବରେ ଭୟର ବାତାବରଣ ରହିଛି | କରୋନା ସମୟରେ କଣ ଓ କିପରି ଅନୁପାଳନ କରାଯିବ ସରକାର ସେ ସମ୍ପର୍କରେ ମାର୍ଗଦର୍ଶିକା ମଧ୍ୟ ଜାରୀ କରିଛନ୍ତି | ହେଲେ କରୋନା ସମୟରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବିଭିନ୍ନ କାମରେ ଡି. ଇ. ଓ. କାର୍ଯ୍ୟାଳୟ ଆସୁଥିବା!-->!-->!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୪୬ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ,୨୧/୧୦ - କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳରେ ପୁଣି ୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୪୪୧ ରେ ପହଁଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୫୧୪୯ ଜଣ ସୁସ୍ଥ ହୋଇ!-->…
Read More...
Read More...