Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୋଟରସାଇକେଲ ଧକ୍କାରେ ୫ବର୍ଷର ଶିଶୁ ମୃତ, କ୍ଷତିପୂରଣ ସହ ମୋଟରସାଇକେଲ ଚାଳକ ଗିରଫ ୬ ଘଣ୍ଟା ପରେ ହଟିଲା…
ବାଲିଗୁଡ଼ା: ଅଜଣା ଗାଡି ଧକ୍କିରେ ପାଞ୍ଚ ବର୍ଷର ଶିଶୁ ମୃତ୍ୟୁ ଘଟଣାରେ ରାସ୍ତାରୋକ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟ ନିଜ ଘର ସାମ୍ନା ରାସ୍ତା କଡ଼ରେ ସୁଶୀଳ ପ୍ରଧାନଙ୍କ ୫ବର୍ଷର ଶିଶୁ!-->…
Read More...
Read More...
ବୌଦ୍ଧ : ପୁଣି 12 କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ,୨୬/୧୦- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 12 କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମରୁ 1 ଜଣ, ରାମ୍ଭିକଟା!-->…
Read More...
Read More...
କରୋନା ଛଡାଇନେଲା ପୂଜା ଚମକ ମଣ୍ଡପ ଗୁଡିକରେ ଦେବୀଙ୍କଠାରେ ନାହିଁ ଗହଳଚହଳ
ହରଭଙ୍ଗା,୨୬/୧୦ – ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଅଞ୍ଚଳରେ ଦୁର୍ଗାପୂଜାର ଚମକ ଛଡାଇ ନେଇଛି । ପ୍ରତିବର୍ଷର ଉତ୍ସବମୁଖର ପରିବେଶକୁ ଫିକା ପକାଇ ଦେଇଛି । ତଥାପି ପରଂପରା ରକ୍ଷାପୂର୍ବକ ସବୁ ମଣ୍ଡପଗୁଡିକରେ ମା’ଦୁର୍ଗାଙ୍କ ମୂର୍ତ୍ତି ପୂଜା ପାଉଛି ।!-->…
Read More...
Read More...
ଆଜି ରାଜ୍ୟରେ୧୪୮୦ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୨୬୯୫ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ମଦ ଦୋକାନ ଆଗରୁ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର
ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ଏକ ବିଦେଶୀ ମଦ ଦୋକାନ ଆଗରୁ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କଲା ପୋଲିସ୍ ।ରବିବାର ଅପରାହ୍ନ ସମୟରେ ଛକ ସ୍ଥିତ ବିଦେଶୀ ମଦ ଦୋକାନ ଆଗରେ ଚେତାଶୂନ୍ଯ ଅବସ୍ଥାରେ ଜଣେ ପଡିଥିବା ଖବର ପାଇ ଚଣ୍ଡିଖୋଲ ପୋଲିସ ପହଞ୍ଚି ଥିଲା!-->…
Read More...
Read More...
ଯୁବ ବ୍ୟବସାୟୀ କିଶୋର ସାହୁଙ୍କ ବିୟୋଗ
ଜନହାପଙ୍କ,୨୫/୧୦ - ବୌଦ୍ଧ ଜିଲ୍ଲା ଗୋଛାପଡା ପଂଚାୟତ କଅଁରପଡା ମୁଳ ବାସିନ୍ଦା ତଥା ଜନହାପଙ୍କ ନିବାସୀ କିଶୋର କୁମାର ସାହୁ(୪୩)ଙ୍କ ରବିବାର ସକାଳେ ଅକାଳ ବିୟୋଗ ହୋଇଛି।ସୂଚନାମତେ ଆଜି ସକାଳେ ଆସୁସ୍ତ ଅନୁଭବ କରି ତଳେ ପଡିଯାଇଥିଲେ।ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ!-->…
Read More...
Read More...
ପ୍ରଧାନଶିକ୍ଷକ ରାମେଶ୍ୱର ମିଶ୍ରଙ୍କ ବିୟୋଗ
ବୌଦ୍ଧ - କଣ୍ଟାମାଲ ବ୍ଲକ ଘିକୁଣ୍ଡି ଗ୍ରାମ ପଞ୍ଚାୟତ ତୁଣ୍ଡୁମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମେଶ୍ୱର ମିଶ୍ରଙ୍କ ବିୟୋଗ ହୋଇଯାଇଛି। ସେ ଜଣେ ଛାତ୍ରବାତ୍ସଳ ଶିକ୍ଷକ ଭାବେ ଖୁବ ଜଣାଶୁଣା । ପ୍ରାଥମିକ ଶିକ୍ଷକଙ୍କ ଅନେକ ସମସ୍ୟାର ସମାଧାନ ତାଙ୍କର ସାଂଗଠନିକ ନେତୃତ୍ୱରେ ହୋଇ!-->…
Read More...
Read More...
ବୌଦ୍ଧ : ପୁଣି ବଢିଲା କରୋନା, ଆଜି 35 ଆକ୍ରାନ୍ତ ଚିନ୍ହଟ
ବୌଦ୍ଧ,୨୫/୧୦- ପ୍ରାୟ ସପ୍ତାହେ ଧରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଥିବା ବେଳେ ଆଜି ସେଥିରେ ବ୍ୟତିକ୍ରମ ଘଟିଛି l ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ 35 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର!-->!-->!-->…
Read More...
Read More...
ଭୁଶୁଡ଼ିଲା ସୋଲାର ହ୍ୟାଣ୍ଡ ପମ୍ପ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ତିନିଜଣ ଶିଶୁ
କ.ନୂଆଗାଁ- ଏକ ମାସ ହେବ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ପୁରୁଣା ସାହିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଦୈନିକ ଦଶ ହଜାର ଲିଟର ବିଶିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିଲା । ଗତକାଲି କାମ ସମ୍ପୂର୍ଣ୍ଣ ହେବାପରେ ଆଜି ଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ!-->…
Read More...
Read More...
୫୩ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ
ବୌଦ୍ଧ,୨୪/୧୦ - ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତ ଡିମିରିପାଲି ଷ୍ଟାର କ୍ଲବ୍ ଆନୁକୁଲ୍ୟରେ ଏବର୍ଷ 53ତମ ଶାରଦୀୟ ଦୁର୍ଗାପୂଜା ଆଜି ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ନବମୀ ପୂଜା ରେ ଚଣ୍ଡୀପାଠ ହୋଇଥିଲା ।କର୍ତ୍ତା-ପୂର୍ଣ୍ଣଚଦ୍ର ବାରିକ ଓପ୍ରଭାତି ବାରିକ ଥିବା ବେଳେ ପୂଜକ-କିରଣ!-->!-->!-->…
Read More...
Read More...