Browsing Category

ରାଜ୍ୟ

ଆଜି ପୁଣି ୪୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ସରକାରୀ ପରିସଂଖ୍ୟାନ ଅନୁସାରେ ସମ୍ବଲପୁର ଜିଲ୍ଲାର ସ୍ଥିତି କ୍ରମଶଃ ଉନ୍ନତି ଆଡକୁ ଗତିକରୁଛି । କିନ୍ତୁ ଏହା କେତେଦୂର ବିଶ୍ୱାସଯୋଗ୍ୟ, ଏବିଷୟରେ ନିଶ୍ଚିତ ଭାବରେ କିଛି କହି ହେଉନାହିଁ । କରୋନା ସଂକ୍ରମଣ ଯୋଗୁଁ ଏଠାରେ ଦୈନିକ କେହି ନା କେହି ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି,
Read More...

ରାଜ୍ୟରେ ପୁଣି ୧୭୯୩ ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର ୨୩ ।୧୦: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ବୌଦ୍ଧ : ଆଜି ମାତ୍ର 4 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୨୩/୧୦ - ଆଜି ମାତ୍ର 4 କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ 1 ଜଣ, କଣ୍ଟାମାଳ ବ୍ଲକ୍ କୁଲୁତାଜୋର୍ ଗ୍ରାମରୁ 1 ଜଣ,
Read More...

ସ୍ତ୍ରୀ ଆଗରେ ସ୍ୱାମୀ ଙ୍କୁ ନୃଶଂସ ଭାବେ ଧାନ କ୍ଷେତରେ ହତ୍ୟା ଘଟଣା ଘଟଣା ସ୍ଥଳରେ ଫରେନସିକ ଟିମ ସହିତ ସନ୍ଧାନୀ…

ଦାରିଙ୍ଗବାଡ଼ି୨୩/୧୦:ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ଗ୍ରାମର ଉପର ସାହିର ପନ୍ଦର(ସାନ ଆରିସା) ମଲ୍ଲିକ(୬୨)ଙ୍କୁ ସ୍ତ୍ରୀ ଆଖି ଆଗରେ ବୁଧବାର ଦିନ ସକାଳ ପ୍ରାୟ ୭ ଘଣ୍ଟା ସମୟରେ ଗ୍ରାମ ନିକଟ କ୍ରେସକୁଡ଼ପାଙ୍ଗା ଜଙ୍ଗଲ ନିକଟରେ ମୁଖାଧାରୀ ଧାରୁଆ
Read More...

ଟ୍ରକ ପଛରେ ଧକ୍କା ଦେଲା ସ୍କୁଟି, ମହିଳା ଗୁରୁତର

ବୌଦ୍ଧ,୨୨/୧୦- ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ଯୁବରାଜପୁର୍ ଛକ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଗୋଟିଏ ଟ୍ରକର ପଛରେ ସ୍କୁଟି ଧକ୍କା ଦେବାରୁ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

୪୦ ଖଣ୍ଡ ଶାଳପଟା ଜବତ,୨ ଗିରଫ

ଦାରିଙ୍ଗବାଡ଼ି,୨୨/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡା ଗ୍ରାମ ପାଟଖଣ୍ଡ ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ୪୦ ଖଣ୍ଡ ପଟା ଜବତ କରିବା ସହ ଘଟଣା ସ୍ଥଳରୁ ୨ ଜଣ ପଟା କଟାଳି କୁ ଗିରଫ କରିଥିବା ନେଇ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ
Read More...

କରୋନା କଟକଣାରେ ଆରମ୍ଭ ହେଲା ତେଲିବନ୍ଧର ୨୫ ତମ ଦୁର୍ଗାପୂଜା

ବୌଦ୍ଧ,୨୨/୧୦- ବୌଦ୍ଧବ୍ଳକ ତେଲିବନ୍ଧ ବସଷ୍ଟାଣ୍ଡଠାରେ ରୋପ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦୁର୍ଗାପୂଜା ଏବର୍ଷ ୨୫ ବର୍ଷରେ ପଦ ।ର୍ପଣ କରିଛି । କରୋନା କଟକଣା ଯୋଗୁଁ ପୂଜା ମଣ୍ଡପରେ ଗହଳିନାହିଁ । କେବଳ ବିଧି ଅନୁସାରେ ପୂଜା ହେଉଛି । ସକାଳୁ ସ୍ଥାନୀୟ ପୋଖରୀ ରୁ ପୂଜାର୍ଚ୍ଚନା କରି
Read More...

ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ବୌଦ୍ଧ/ବାଉଁଶୁଣୀ,୨୨/୧୦ - ବୌଦ୍ଧବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଶାରଦୀୟ ଦୁର୍ଗା ପୂଜା ଆଜି ଆରମ୍ଭ ହୋଇ ଯାଇଛି । କରୋନା ପାଇଁ କଟକଣା ରହିଥିଲେ ମଧ୍ୟ କୋଭିଡ୍‌ ଆଇନ୍‌ ଅନୁଯାୟୀ ସମସ୍ତ ସ୍ଥାନରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ଷ୍ଟାର୍‌ କ୍ଲବ୍‌ ଡିମିରି ପାଲି ଆନୁକୁଲ୍ୟରେ ୫୩ ତମ
Read More...

କନ୍ଧମାଳରେ ଆଜି ପୁଣି ୪୮ ପଜିଟିଭ ଚିହ୍ନଟ

କନ୍ଧମାଳ:୨୨/୧୦ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୪୮୯ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୧୮୭ ଜଣ ସୁସ୍ଥ ହୋଇ
Read More...

ଗଜପତିରେ ପୁଣି ୪ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୪ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୩ ଜଣ, ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁହୋମଆସୋଲେସନ କୋଭିଡ
Read More...