Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରକ୍ତ ଦାନ ଶିବିର
ପାରଳାଖେମୁଣ୍ଡି : ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍ ୟୁନିଭରସିଟି, ପାରାଲାଖେମୁଣ୍ଡି କ୍ୟାମ୍ପସ୍ ଏବଂ ୟୁଥ୍ ରେଡ୍ କ୍ରସ୍ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଡକ୍ଟର ପ୍ରଫୁଲ୍ଲ ପଣ୍ଡା, (ଡିନ ଇନ୍ ଚାର୍ଜ, ଏସଓଇଟି), ଡକ୍ଟର!-->…
Read More...
Read More...
ଆଦିବାସୀଙ୍କ ବିକାଶକୁ ଆମେ ପ୍ରାଥମିକତା ଦେଇଛୁ: ବିଜେଡି
ଭୁବନେଶ୍ୱର: ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି ଓଡ଼ିଶା ରାଜ୍ୟ ଏବଂ ଏହାର ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱ ୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮% ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭%!-->…
Read More...
Read More...
ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ
ବୌଦ୍ଧ,୧୮ା୩ : ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ମାଜିଷ୍ଟ୍ରେଟ ପୋଲିସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିଚାଳନା ପାଇଁ ୯୧ ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ଦାୟିତ୍ୱ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରଶାସନ ଓ!-->…
Read More...
Read More...
ଚୋରି ଉଦ୍ୟମ ପଣ୍ଡ
ବାଲିଗୁଡା: ଚୋରି ଉଦ୍ୟମ ପଣ୍ଡ । ଚୋରି କରୁଥିବା ବେଳେ ଚୋରକୁ ମାଡ଼ି ବସିଲେ କର୍ମଚାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ନିର୍ମାଣଧିନ କିମ୍ସ ହସ୍ପିଟାଲ ଓ ମାରୁତି ସୋ ରୁମ୍ ନିକଟରୁ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି ଚୋର । ସେଠାରେ କାର୍ଯ୍ୟରତ!-->…
Read More...
Read More...
ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ୪ ଅସହାୟ ଶିଶୁ ଉଦ୍ଧାର
ଦେବଗଡ : ଆଜି ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଖିଲେଇ ପଂଚାୟତର ତଲସରା ଗ୍ରାମରୁ ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ ଭୋଳେଶ୍ୱର ଶବର, ସ୍ତ୍ରୀ ସବିତା ଶବରଙ୍କ ସହ ଚାରି ପିଲାଙ୍କୁ ନେଇ ତଲସରା ଗ୍ରାମରେ ନିଜ ସଂସାର ଗଢି ଥିଲେ । ଶ୍ରମିକ ଭାବେ କାମ!-->…
Read More...
Read More...
ନୂତତ୍ୱ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଶିକ୍ଷା ଅଧିକାରୀ ଭାବେ ଡ. ମାୟାଧର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ପ୍ରମୋସନ ପରେ ସେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ!-->…
Read More...
Read More...
ସମୁଦ୍ରରେ ବଡି ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବୁଡି ଜଣେ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ନାମ ସୁଦାମ ପ୍ରସାଦ ଶାହା ବୋଲି ଜଣାପଡିଛି । ମୃତକଙ୍କ ଘର ମଧ୍ୟପ୍ରଦେଶର ସିଙ୍ଖୋଲି ଜିଲ୍ଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟ ଚାରିଜଣ ଗୁରୁତର ଅବସ୍ଥାରେ ପୁରୀ ସଦର!-->…
Read More...
Read More...
ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି
ପୁରୀ : ଆସନ୍ତା ୧୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି । ଏଥିପାଇଁ ଆଜି ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ!-->…
Read More...
Read More...
୧ କୋଟି ୬୦ ଲକ୍ଷ ଟଙ୍କାର ୧୫୬୦ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର
ବୌଦ୍ଧ,୧୭/୩:- ବୌଦ୍ଧ ଆଦର୍ଶ ଥାନା ପୋଲିସ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଡିମିରିଖୋଲ ଗ୍ରାମ ବିଡାମାସ୍କା ଜଙ୍ଗଲରେ ଚଢାଉ କରି ୧ କୋଟି ୬୦ ଲକ୍ଷ ଟଙ୍କାର ୧୫୬୦ କେଜି ଗଞ୍ଜେଇ ଜବତ କରିଛି । କିନ୍ତୁ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଡିମିରିଖୋଲ!-->…
Read More...
Read More...
କଳିଙ୍ଗ ମହାବିଦ୍ୟାଳୟରେ ଯୁବ ସମ୍ବାଦ ଭାରତ-୨୦୪୭ କାର୍ଯ୍ୟକ୍ରମ
ଜି.ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ତରଫରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ମନ୍ତ୍ରଣାଳୟ ଆନୁକୂଲ୍ୟରେ ତଥା ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶାଳୟ, ଭୁବନେଶ୍ୱରଙ୍କ ଅନୁଦାନରେ ଯୁବ ସମ୍ବାଦ ଭାରତ-୨୦୪୭ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ୱରେ!-->…
Read More...
Read More...