ମହୁଲ ଫୁଲ ସହ ପିକଅପ ଜବତ, ୨ ଗିରଫ

0 70

ରେଢ଼ାଖୋଲ: ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ବାରବାଙ୍କ ଗ୍ରାମରୁ ଏକ ମହୁଲ ଫୁଲ ବୋଝେଇ ପିକଅପ ଗାଡିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି ।
୯ କ୍ୟୁଣ୍ଟାଲ ମହୁଲ ଫୁଲ, ନଗଦ ଦଶ ହଜାର ଟଙ୍କା ସହ ଓଡି୧୯ଏସ୍‌୦୧୧୫ ନମ୍ବର ଗାଡି ଜବତ କରିବା ସହ ପପୁନ ସାହୁ ଏବଂ ରିଙ୍କୁ ପ୍ରଧାନଙ୍କୁ ଗିରଫ କରାଯାଇଛି ।ଉଭୟ ଯୁବକଙ୍କ ଘର ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଶିମିଳିଆଦାଣ୍ଡି ଏବଂ ସେରେଣ୍ଡା ଗ୍ରାମ ବୋଲି ଜଣାପଡିଛି
। ଏହି ଚଢ଼ାଉ ରେ ଅବକାରୀ ଇନିସପେକ୍ଟର ଦୁର୍ବଦଳ ବିଶ୍ୱାଳ, ଓଆଇସି ଯାଦବ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

16 − two =