Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରରେ ନୂଆ ୯୧ ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫ଦିନ ପର୍ଯ୍ୟନ୍ତ ପ୍ରତିଦିନ ଲଗାୟତ ଶତାଧିକ ରହିବା ପରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୯୧ ଜଣ ନୂଆ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲା ରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୯ରେ ପହଞ୍ଚିଛି, ଏମାନଙ୍କ!-->…
Read More...
Read More...
ବୌଦ୍ଧ ଆଜି ରେକର୍ଡ ସଂଖ୍ୟକ ୯୪ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୨୫୮
ବୌଦ୍ଧ,୧୭/୯- ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରାର ୨୦ ଜଣ ରହିଥିବା!-->…
Read More...
Read More...
ପୁଣି ରାଜ୍ୟରେ ଚିହ୍ନଟ ହେଲେ ୪୨୪୧ କରୋନା ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୧୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଆଲୁମିନିୟମ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ବଢ଼ାଇବା ପାଇଁ ବେଦାନ୍ତ କରୁଛି ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଏବଂ…
ଝାରସୁଗୁଡା: ଇଂଜିନିୟରିଂ ଦିବସ ଅବସରରେ, ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା ଆଲୁମିନିୟମ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ତଥା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଶ୍ରେଷ୍ଠ ଶ୍ରେଣୀର ଇଂଜିନିୟରିଂ, ଟେକ୍ନୋଲୋଜି ଏବଂ!-->…
Read More...
Read More...
ଆଠ ବର୍ଷର ନାବାଳିକା ଉପରେ ପରିବାରର ବୋଝ
ବୌଦ୍ଧ,୧୭/୯ - ବାପା ଦୁର୍ଘଟଣାରେ ଗୁରୁତର ହେବା ପରେ ଶଯ୍ୟାଶାୟୀ ଓ ମା ମାନସିକ ବିକାରଗ୍ରସ୍ତ l ଦୁଇ ଭାଇ ଭଉଣୀଙ୍କ ବୋଝ ଓ ବାପା ମା ଉଭୟଙ୍କ ସେବା ଦାୟୀତ୍ବ ଆଠ ବର୍ଷର ଝିଅ ଉପରେ l ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଂଚାୟତର ସଦର ମହକୁମା ରାଧାନଗର ଗ୍ରାମ!-->…
Read More...
Read More...
ନିର୍ମାଣ ଶ୍ରମିକ ସଂଗଠନର ବିଶ୍ୱକର୍ମା ପୂଜା
ବୌଦ୍ଧ / ବlଉଁଶୁଣୀ,୧୬/୭- ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଂଚାୟତର ଗୁଦୁଗୁଦା ଠାରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ ଦ୍ବାରା ସହବନ୍ଧିତ ବିଶ୍ୱକର୍ମା କୋଠାବାଡି ଓ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଆଜି ଅନୁଷ୍ଠିତ ହୋଇ ଯାଇଛି l ରକ୍ସା, ମନୁପାଲି, ଖଲିଆପାଲି!-->!-->!-->…
Read More...
Read More...
କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର
ବୌଦ୍ଧ /ବlଉଁଶୁଣୀ,୧୬/୯- ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ଗୋଟିଏ ଇନୋଭା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ମନମୁଣ୍ଡା ପଟରୁ!-->…
Read More...
Read More...
କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ
କଣ୍ଟାବାଞ୍ଜି,୧୬/୯- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସୂଚନା କ୍ରମେ ତୁରୀକେଲା ବ୍ଲକ ଝରାଣୀ ପଂଚାୟତ ରେ ପ୍ରବାସୀ ମାନକୁ 2000/!-->…
Read More...
Read More...
ସ୍କୁଟି ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା, 2 ମୃତ 1 ଗୁରୁତର
ବୌଦ୍ଧ,୧୬/୯- ଆଜି ଅପରାନ୍ହ ସମୟରେ ଛତ୍ରଙ୍ଗ - ହରଭଙ୍ଗା ରାସ୍ତାର ହରଭଙ୍ଗା + 2 କଲେଜ୍ ସାମ୍ନାରେ ଗୋଟିଏ ସ୍କୁଟି ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ଦେବାରୁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l ମିଳିଥିବା!-->…
Read More...
Read More...
ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପାକ୍ଷିକ ଆୟୋଜନ
ସମ୍ବଲପୁର: ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଆୟୋଜନ କରାଯାଉଅଛି । ଏହି ଅବସରରେ ସ୍ୱଚ୍ଛତା ପାକ୍ଷିକର ବିଭିନ୍ନ ଦିବସରେ ସ୍ୱଚ୍ଛ ସଚେତନତା, ସ୍ୱଚ୍ଛ ସମ୍ମାନ, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ରେଳଗାଡି,!-->…
Read More...
Read More...