Browsing Category

ରାଜ୍ୟ

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ୭ଗିରଫ, ମୋଟରସାଇକେଲ ସହ ପିକ୍‌ଅପ୍ ଭ୍ୟାନ୍ ଓ କାର୍ ଜବତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ କୁ ବଡ଼ ସଫଳତା । କ.ନୂଆଗାଁ ଥାନା ଅଂଚଳରୁ ବ୍ରହ୍ମପୁର ଦେଇ କଲିକତାକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୧୧୩କେଜି ୫୦୦ଗ୍ରାମ୍ ଗଞ୍ଜେଇ ସହ ୭ଜଣ ଗଞ୍ଜେଇ ମାଫିଆ ଗିରଫ । ଚାଲାଣକାରୀଙ୍କ ନିକଟରୁଗୋଟିଏ ମୋଟରସାଇକେଲ,ଗୋଟିଏ
Read More...

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

ବୌଦ୍ଧ /ବାଉଁଶୁଣି: ଆଜି ପବିତ୍ର ବିଶ୍ୱକର୍ମା ପୂଜା ଭକ୍ତି ଓ ନିଷ୍ଠାର ସହ ଜିଲ୍ଲାର କୋଣେ ଅନୁକୋଣେ ପାଳିତ ହୋଇ ଯାଇଛି । କୋଭିଡ୍ ଯୋଗୁଁ ବିଭିନ୍ନ କଟକଣା ଭିତରେ ଜିଲ୍ଲାର ବିଭିନ୍ନ ଗ୍ୟାରେଜ୍‌, ନିର୍ମାଣ କାରିଗର ସଂଘ, ମୋଟର ଚାଳକ ସଂଘ ଓ ଯାନ୍ତ୍ରୀକ ଉପବିଭାଗ ମାନଙ୍କରେ ବିଶ୍ୱ ନିର୍ମାତା
Read More...

ବୌଦ୍ଧ ବିଧାୟକ ପ୍ରଦୀପ ଅମାତ କରୋନା ଆକ୍ରାନ୍ତ

ଜିଲ୍ଲାବାସୀ କଲେ ଆଶୁଆରୋଗ୍ୟ କାମନା ବୌଦ୍ଧ,୧୬/୯- ବୌଦ୍ଧ ବିଧାୟକ ତଥା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ତାଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
Read More...

ସମ୍ବଲପୁର ଜିଲ୍ଲାରେ ଆଜି ୧୧୪ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ସମସ୍ତ ଚେଷ୍ଟା ଅବ୍ୟାହତ ସତ୍ତ୍ୱେ ଆଜି ଲଗାୟତ ୫ ଦିନ ହେଲା ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହାକି ଜିଲ୍ଲା ପ୍ରଶାସନ ସହିତ ଜନସାଧାରଣଙ୍କୁ ଚିନ୍ତିତ କରୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୪ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ
Read More...

ବୌଦ୍ଧ : ଆଜି ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୬/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁ ୩ ଜଣ, ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ ୧ ଜଣ, ବୀରନରସିଂହପୁର ଗ୍ରାମ
Read More...

ଜୈବିକ କୃଷି ଶିକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୬/୯- ଜାତୀୟ ଉଦ୍ୟାନ କୃଷିମିଶନ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକ ତରଭା ପଞ୍ଚାୟତର ଲେଙ୍ଗୁ ଗାଁଠାରେ ଜୈବିକକୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୁମ୍ମାବ୍ଳକର ବିଡିଓ ନଟବର ଗରଡ଼ ଯୋଗଦାନ କରିଥିବାବେଳେ
Read More...

ଗଜପତିରେ ଆଜି ୫୮ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୬/୯- ଗଜପତିରେ ପୁଣି ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଲକରୁ ୪ ଜଣ, ଗୋଶାଣୀ ବ୍ଳକରୁ ୮ ଜଣ, ପାରଳା ପୌର ପରିଷଦରୁ ୨୪ ଜଣ, କାଶୀନଗର ବ୍ଳକରୁ ୮ ଜଣ, ନୂଆଗଡ ବ୍ଳକରୁ ୮ ଜଣ, ଆର
Read More...

କିଡ୍‌ନୀ ରୋଗରେ ଦେବାର ଶଯ୍ୟାଶାୟୀ : ସ୍ତ୍ରୀ ଯାଇଛି ଦାଦନ ଖଟି, ଭୋକଉପବାସରେ ପରିବାର

ହରଭଙ୍ଗା : ଇତି ମଧ୍ୟରେ ହରଭଙ୍ଗା ବ୍ଲକ ଅଂଚଳରେ କିଡନୀ ରୋଗରେ ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ୬ ବର୍ଷ ମଧ୍ୟରେ ୩ଶହରୁ ଉର୍ଦ୍ଧ୍ୱ କିଡନୀ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେହିପରି ଏବେବି ବହୁ କିଡନୀ ରୋଗୀ ଉପଯୁକ୍ତ ଚିକିତ୍ସା ଓ ଔଷଧ ପାଇନପାରି ଖଟରେ ପଡି
Read More...

ରାଜ୍ୟରେ ପୁଣି ୪୨୭୦ ପଜିଟିଭ ଚିହ୍ନଟ, ଆଉ କରୋନା ନେଲା ୧୧ ମୁଣ୍ଡ

ଭୁବନେଶ୍ୱର: ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗି ନୂଆ ଶୀର୍ଷକୁ ଛୁଇଁବାରେ ଲାଗିଛି । କରୋନା ଗ୍ରାଫ ତଳକୁ ଖସିବାର ନାଁ ନେଉନାହିଁ । ଏହି ମଧ୍ୟରେ ପୁଣି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୪,୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟ
Read More...

ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ

ବୌଦ୍ଧ/ବାଉଁଶୁଣୀ,୧୬/୯ – ବାଉଁଶୁଣୀ ଉଚ୍ଚ଼ ବିଦ୍ୟାଳୟର ଅବସରପ୍ରାପ୍ତ କନିଷ୍ଠ କିରାଣୀ ସତ୍ୟ ନାରାୟଣ ଦେହୁରୀ (ବାୟା ସାର୍‌)ଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟରେ ୧୯୭୯ ମସିହାରେ କନିଷ୍ଠ କିରାଣୀ ଭାବେ ଯୋଗଦେଇ
Read More...