Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ…
ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି ।!-->…
Read More...
Read More...
ରାଜ୍ୟରେ ଆଉ ୩୯୯୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର ୧୧ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ବୌଦ୍ଧଜିଲ୍ଲା ହଜାରେ ପାର୍ କଲା କରୋନା, ଆଜି ନୂତନ ୩୯ ପଜିଟିଭ
ବୌଦ୍ଧ,୧୧/୯ - ଆଜି ପୁଣି ନୂତନ ୩୯ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୯ ଜଣ, ବଲାସିଙ୍ଗାସ୍ଥିତ!-->…
Read More...
Read More...
ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୧/୯- ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ,ମୋହନା ବ୍ଲକରୁ ୪ ଜଣ,ରାୟଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ଜଣେ ଚିହ୍ନଟ ହୋଇ!-->…
Read More...
Read More...
ପ୍ରବାସୀ ଶ୍ରମିକ ମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରଖାଯିବାକୁ ଦାବି
ବୌଦ୍ଧ,୧୧/୯ -ଲକ ଡାଉନର କଟକଣା ଟିକିଏ କୋହଳ ହେବା ପରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି । ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟର ଅନେକ କଳ କାରଖାନା ଗୁଡିକର ମାଲିକ ମାନେ ବସ୍ ପଠାଇ ଶ୍ରମିକ ମାନଙ୍କୁ ନେଉଥିବା ଦୃଶ୍ୟ!-->…
Read More...
Read More...
ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ
ବୌଦ୍ଧ,୧୧/୯ - ବୌଦ୍ଧ ସହର ସମେତ ଜିଲ୍ଲାର ପୁରପଲ୍ଲୀରେ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି । ୧୦୮ ଚାଉଳ, ଦୁବ ସହ ବିଭିନ୍ନ ପ୍ରକାର ଫଳ ଓ ଜୁଗାର ଭୋଗ!-->…
Read More...
Read More...
ବିଭିନ୍ନ ଶକ୍ତିପୀଠରେ ଷୋହଳ ପୂଜା ଆରମ୍ଭ
ବୌଦ୍ଧ,୧୧/୯ - ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ଷୋହଳ ପୂଜା ଗତକାଲିର ମୂଳାଷ୍ଟମୀ ରାତିରୁ ଆରମ୍ଭ ହୋଇ ଯାଇଛି । ପୁରୁଣା କଟକ ଠାରେ ବିରାଜିତ ଶ୍ରୀ ଶ୍ରୀ ମା ଭୈରବୀ ଦେବୀଙ୍କ ପୀଠ ସମେତ ଜିଲ୍ଲାର କୋଣେ ଅନୁକୋଣେ ଥିବା ବିଭିନ୍ନ ଖମ୍ବେଶ୍ୱରୀ ଓ ମାହେଶ୍ୱରୀଙ୍କ ପୀଠରେ!-->…
Read More...
Read More...
ସଡକ ଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ
ବୌଦ୍ଧ,୧୦/୯ - ଆଜି ସନ୍ଧ୍ୟାରେ ଚାରିଛକ - କୁଶଙ୍ଗ ରାସ୍ତାର ବାଇଶି ପଡା ନିକଟରେ ବାଇକ ଦୁର୍ଘଟଣା ଘଟି ମହାଲିକ ପଡା ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଦତ୍ତ ଭୋକ୍ତା (48)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମହାଲିକ ପଡା ପଂଚାୟତ କାର୍ଯ୍ୟାଳୟରୁ ନିଜ କାମ ସାରି ସେ!-->…
Read More...
Read More...
ବୌଦ୍ଧ : ନିର୍ମାଣ ହେବ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା
ବୌଦ୍ଧ,୧୦/୯- ମୋ ସରକାର ଯୋଜନାରେ ବୌଦ୍ଧ ସହର ପୁରୁଣା ଜେଲ୍ କୋଠା ପରିସରରେ ଗୋଟିଏ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି l ଏଥିପାଇଁ ଗତ 4 ତାରିଖ ଦିନ ଅପରାନ୍ହ 5 ଘଣ୍ଟା ସମୟରେ!-->!-->!-->…
Read More...
Read More...
କୋଟଗଡରେ ହନୁମାନ ପାହାଡ଼କୁ ଖୋଳି ଘର କରିବାକୁ ପ୍ରୟାସ : ବଜରଙ୍ଗ ଦଳର ବିରୋଧ ପରେ,ଗୋଟିଏ ଜେସିବି ଓ ଟ୍ରାକ୍ଟରକୁ ଜବତ…
କନ୍ଧମାଳ/କୋଟଗଡ:-କୋଟଗଡ ଭହା ବଜାର ନିକଟରେ ଏକ ପାହାଡ଼ ରେ ବହୁ ବର୍ଷ ଧରି ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇ ହନୁମାନ ବାଟିକା କମିଟି ତତ୍ୱବଧାନରେ ଉକ୍ତ ପାହାଡ଼ର ରକ୍ଷଣାବେକ୍ଷଣ ଚାଲିଛି ଏବଂ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ନିମନ୍ତେ ସରକାରୀ ସାହାଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ!-->…
Read More...
Read More...