Browsing Category

ରାଜ୍ୟ

ବୌଦ୍ଧ : ଆଜି ୪୮ କରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୪

ବୌଦ୍ଧ,୨୭/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪୮ କରୋନା ପଜିଟିଭ ଚିନ୍‌ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧଜିଲ୍ଲାର ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୭ ଜଣ,
Read More...

ହୋମଗାର୍ଡ ମାଡ଼ରେ ଡ୍ରାଇଭର ଗୁରୁତର ଘଟଣାକୁ ୬ଦିନ ବିତିଲା, ପୁଲିସର କାର୍ଯ୍ୟାନୁଷ୍ଠାନ ଶୁନ ଉତ୍ୟକ୍ତ ଲୋକଙ୍କ…

ଦାରିଙ୍ଗବାଡି,୨୭/୯: ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ମାଡ଼ରେ ଜଣେ ଡାଲା ପିକଅପ ଗାଡିର ଡ୍ରାଇଭର ଗୁରୁତର ଘଟଣାରେ ସମ୍ପୃକ୍ତ ହୋମଗାର୍ଡ ଜଣକ ଗିରଫ ହୋଇନଥିବା ଯୋଗୁଁ ଗିରଫ ଦାବିରେ ସ୍ଥାନୀୟ ଅଂଚଳର ବହୁ ମହିଳା ଦାରିଙ୍ଗବାଡି ଚାରିଛକରେ ଏକାଠି ହୋଇ ରାସ୍ତାରୋକ କରି
Read More...

ଜନସମ୍ପର୍କ ଶିବିରରେ ଯୋଗଦେଲେ ବଲାଙ୍ଗୀର ଜିଲ୍ଲାପାଳ

କଣ୍ଟାବାଞ୍ଜି,୨୭/୯ - କଣ୍ଟାବାଞ୍ଜି ଏନଏସି ସଭାଗୃହରେ ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସହ କୋଭିଡ ୧୯ ବିଷୟରେ ଅନୁଷ୍ଠିତ ଜନସମ୍ପର୍କ ଶିବିରରେ ଯୋଗ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ଏହି ଶିବିରରେ ଉପସ୍ଥିତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି କରୋନା ମହାମାରୀରୁ
Read More...

କେନ୍ଦୁପତ୍ର ଚୋରୀ ହୋଇଥିବା ଘଟଣା ମାନିଲେ ରେଞ୍ଜର୍‌

ବୌଦ୍ଧ,୨୭/୯ - ବୌଦ୍ଧ କେନ୍ଦୁପତ୍ର ଡିଭିଜନର ଦମାମୁଣ୍ଡା ରେଞ୍ଜ ଅନ୍ତର୍ଗତ ବରପଦର୍‌ କେନ୍ଦୁପତ୍ର ଫଡିରୁ ୨୯ ବସ୍ତା କେନ୍ଦୁପତ୍ର ଚୋରୀ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ରେଞ୍ଜର୍‌ ମନୋଜ ସାହୁ । ଶେଷରେ ସଫେଇ ଦେଇ କହିଲେ କାଳେ ଗୋହିପିଟା ଗୋଦାମକୁ ଯାଇଥିବ ବୋଲି ସେ ଭାବୁଥିଲେ ।
Read More...

ରାସ୍ତାରେ ଫସିଲା 108, ରୋଗୀ ଆସିଲେ ବୁହାହୋଇ

ବୌଦ୍ଧ,୨୭/୯ - ବୌଦ୍ଧ ଜିଲ୍ଲାରେ ରାସ୍ତା ବାଟର ଅବସ୍ଥା ଯାହା ହୋଇଛି ନ କହିବା ଭଲ l ଜିଲ୍ଲାର ଅର୍ଦ୍ଧାଧିକ ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ମଧ୍ୟ ପାରୁନାହିଁ l ଆଜି ସକାଳ 8 ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ଟିଲାଟିଙ୍ଗା ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ନ ପାରିବା
Read More...

ଚୋରୀ ଉଦ୍ୟମ ବେଳେ ଧରାପଡି ଛେଚା ଖାଇଲେ ଯୁବକ

ବୌଦ୍ଧ /ବlଉଁଶୁଣି,୨୭/୯- ଗତ ରାତି ପ୍ରାୟ 2 ଘଣ୍ଟା ସମୟରେ ଗୋଟିଏ ମୋବାଇଲ ଦୋକାନର କବାଟ ଭାଙ୍ଗି ଚୋରୀ ଉଦ୍ୟମ କରୁଥିବା ଅଭିଯୋଗ କରି ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବlଉଁଶୁଣି ଛକ ନିକଟରେ ଗୁନ୍ଦୁଲିଆ ରାସ୍ତାରେ ଥିବା
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର

ବୌଦ୍ଧ /ବlଉଁଶୁଣି - ଆଜି ସନ୍ଧ୍ୟା 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ହିନ୍ଦୁସ୍ତାନ ପେଟ୍ରୋଲ ଟାଙ୍କି ନିକଟରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବlଉଁଶୁଣି ଛକରୁ ଜମଟାଙ୍ଗୀ ଆଡକୁ ଗୋଟିଏ
Read More...

ଚଞ୍ଚଳ ହୋଇଛି ପ୍ରଶାସନ ଆଶା ଉଦଜୀବିତ

ବଲାଙ୍ଗୀର,୨୬/୯- ଜିଲ୍ଲା ମୁଖ୍ୟତଃ ସହରରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି 20ଟି ଆଇସିୟୁ ଏଚଡିୟୁ ବେଡ୍ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ପ୍ରସ୍ତୁତ କରାଯାଇଛି । କିଛି ଦିନ ପୂର୍ବରୁ ଡାଇଲେସିସ ସୁବିଧା ଆରମ୍ଭ କରାଯାଇଥିଲା। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ
Read More...

କନାବୀର, ମନୁପାଲି, ଉଚ୍ଚବାହାଲି ଓ ନରସିଂହପୁର କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ ,୨୬/୯-ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳର 49 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡ଼ିବl ପରେ ସ୍ଥାନୀୟ ସରପଞ୍ଚ ମାନେ ସଂକ୍ରମଣକୁ ରୋକିବା ପାଇଁ ପଜିଟିଭ ଚିନ୍ହଟ ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି |ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍
Read More...

କନ୍ଧମାଳରେ ଆଜି ପୁଣି ୯୧ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:୨୬/୯ କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୧୦୨ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୧୮୧ ରେ
Read More...