Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଘଟଣାରେ ମୃତ ଯୁବକଙ୍କ ଶବ ରଖି ଜାତୀୟ ରାଜପଥ ଅବରୋଧ
ବୌଦ୍ଧ,୨୬/୯- ଗତକାଲି ଅପରାନ୍ହରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ଥାନା ଗଜରାଜପୁର୍ ନିକଟରେ ଗୋଟିଏ ସ୍କୋର୍ପିଓ ଧକ୍କାରେ ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତ କଣ୍ଠl ଗ୍ରାମର ସୁନୀଲ ସାହୁ (25)ଗୁରୁତର ଆହତ ହୋଇଥିଲେ l ରାତି ପ୍ରାୟ 10 ଘଣ୍ଟା ସମୟରେ ବୁର୍ଲା ଡାକ୍ତରଖାନାରେ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ସୁସ୍ଥତାହାର ୭୭.୭୦ପ୍ରତିଶତ: ନୂଆ ପଜିଟିଭ ଭାବେ ୮୧ଜଣ ଚିହ୍ନଟ
ସମ୍ବଲପୁର,୨୬/୯ - ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବରେ ୮୧ ଜଣ ଚିହ୍ନଟ ହୋଇଛନ୍ତି, ଯାହାକୁ ମିଶାଇ ଆକ୍ରାନ୍ତଙ୍କ ମୋଟସ°ଖ୍ଯା ୫୫୧୬ ରେ ପହଞ୍ଚିଛି । ଅନେକ ଦିନପରେ ଆକ୍ରାନ୍ତଙ୍କ ସ°ଖ୍ଯା ଶହରୁ ତଳକୁ ରହିଛି, ଯାହାକି କିଛିକା°ଶ ରେ ଆଶ୍ବସ୍ତି ଆଣିଛି । କରୋନା!-->…
Read More...
Read More...
ଗଜପତିରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୬/୯- ଗଜପତିରେ ଆଜି ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ ଜଣେ, ଆରଉଦୟଗିରି ବ୍ଲକରୁ ୯ ଜଣ,କାଶୀ ନଗର ବ୍ଲକରୁ ଜଣେ, ମୋହନା ୪ ଜଣ, ପୌର ପରିଷଦରୁ ଜଣ ଚିହ୍ନଟ ହୋଇଛନ୍ତି । କରୋନା!-->…
Read More...
Read More...
୧୦୪ ତମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ
ପାରଳାଖେମୁଣ୍ଡି,୨୬/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ ନାରାୟଣ ରାଓ ଉପସ୍ଥିତ ରହି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଫୋଟ!-->…
Read More...
Read More...
ବାଉଁଶୁଣୀରୁ ମିଲିଲା ଜାଲ୍ ଦୁଇହଜାର ଟଙ୍କିଆ ନୋଟ
ବୌଦ୍ଧ/ବାଉଁଶୁଣୀ,୨୬/୯- ଆଜି ସକାଳେ ବୌଦ୍ଧବ୍ଲକ୍ ବାଉଁଶୁଣୀ ଛକ ନିକଟରେ ଥିବା ଗୋଟିଏ ଭେରାଇଟି ଷ୍ଟୋରରେ କେହି ଜଣେ ଜାଲ୍ ଦୁଇ ହଜାର ଟଙ୍କିଆ ନୋଟ ଦେଇ ଫେରାର ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଛକ ନିକଟରେ ଥିବା ମାହେଶ୍ୱରୀ ଭେରାଇଟି ଷ୍ଟୋରର ମାଲିକ ଚିତ୍ତ!-->…
Read More...
Read More...
ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଅବସ୍ଥା ବେହାଲ
ହରଭଙ୍ଗା,୨୬/୯ –ରାସ୍ତାଘାଟ ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ନିୟମକୁ ଉଲ୍ଲଂଘନ କରି ଭାରିଯାନ ଚଳାଚଳ ଯୋଗୁଁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରକାଶଥାଉକି ହରଭଙ୍ଗା ବ୍ଲକର ହରଭଙ୍ଗା-ଧଳପୁର ରାସ୍ତାଟି ଜଗନ୍ନାଥସଡକ ନାମରେ ପରିଚିତ ।!-->…
Read More...
Read More...
ବୌଦ୍ଧ: ଆଜି ନୂତନ ୪୯ କରୋନା ପଜିଟିଭ ଚିହ୍ନଟ, ପହଞ୍ଚିଲା ୧୭୨୬ରେ
ବୌଦ୍ଧ,୨୬/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୬ ରେ ପହଞ୍ଚିଛି । ବୌଦ୍ଧ ସିଡିଏମଓ ଡାକ୍ତର ତ୍ରିଲୋଚନ!-->…
Read More...
Read More...
ହଜିଯାଇଥିବା ପୁଅକୁ ଫେରି ପାଇଲେ
କନ୍ଧମାଳ,୨୬/୯ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡ଼ିଙ୍ଗିଆ ଗ୍ରାମର ବାପା ଜହଲ କହଁରଙ୍କ ପୁଅ ବଣ୍ଟି କହଁର ବୟସ ୮ ବର୍ଷ ହଜିଯାଇଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଫିରିଙ୍ଗିଆ ଥାନାଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଜୋରସୋରରେ ତନାଘନା!-->…
Read More...
Read More...
ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୨୬/୯- ୧ ବର୍ଷ ବୟସରୁ ୧୯ ବର୍ଷ ବୟସର ପିଲାମାନେ କରୋନା କି କୌଣସି ରୋଗରେ ଯେଭଳି ସଂକ୍ରମିତ ନ ହେବେ , ସେଥିପାଇଁ ସରକାରଙ୍କ ପକ୍ଷରୁ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ-୨୦୨୦ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨୧ ତାରିଖ ଠାରୁ ଆରମ୍ଭ ହୋଇ ଆଜିଯାଏଁ!-->…
Read More...
Read More...
ଜବତ୍ ସାରକୁ ନେଇ ହରଡ ଘଣାରେ କୃଷି ବିଭାଗ !
ବୌଦ୍ଧ,୨୬/୯ - ଗତ ୬ ତାରିଖ ଦିନ କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ପଦରପଡା ଗ୍ରାମରୁ ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଜବତ୍ ହୋଇଥିବା ୨୮୦ ବସ୍ତା ସାରକୁ କୃଷି ବିଭାଗକୁ ହସ୍ତାନ୍ତର କରାଯାଇ ଟ୍ରକ ସହ ମନମୁଣ୍ଡା ଥାନାରେ ରଖାଯାଇଛି । ୧୫ ଦିନ ଧରି କୃଷି ବିଭାଗ ଚୁପ୍ ରହିବା ପରେ ଗତ ୨୪!-->…
Read More...
Read More...