Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁର ଜିଲ୍ଲାରେ ପୁଣି ୧୦୬ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର:ଶତଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଦୈନିକ ଚିହ୍ନଟହାର ଶହେ ଉପରେ ରହୁ ଥିବାରୁ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ଚିନ୍ତା ବଢିଚାଲିଛି । ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୦୬ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ ।!-->…
Read More...
Read More...
ବୌଦ୍ଧ: ଆଜି ନୂତନ ୧୮ କରୋନା ପଜିଟିଭ ଚିହ୍ନଟ, ୨ ମୃତ
ବୌଦ୍ଧ,୫/୧୦- ବୌଦ୍ଧଜିଲାରେ ଆଜି ଗୋଟିଏ ଦିନରେ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରରୁ ୩, ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମରୁ ୩ ଜଣ, ଦେଉଳି ଓ ବାଣୀଭୂଷଣପୁରରୁ ୨ ଜଣ!-->…
Read More...
Read More...
୨ଦିନ ହେଲା ଏଟିଏମ ଅଚଳ
ଜହ୍ନାପଙ୍କ,୫/୧୦- ବୌଦ୍ଧବ୍ଳକ ବଲାସିଙ୍ଗା ଆଇଆରବି ନିକଟରେ ଥିବା ଏଟିଏମ ୨ଦିନ ହେଲା ଅଚଳ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୁଣ୍ଡାବେରୁଣିି, ଜ ।ମ୍ବୁପାଲି, ଓଲଣିଆ, ବଲ ।ସିଙ୍ଗ । ଓ ଗିରାଶିଙ୍ଗାର ଲୋକମାନେ ଟଙ୍କା ଉଠାଣ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ!-->…
Read More...
Read More...
ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଖପ୍ରାଖୋଲ,୫/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସେବା ଚେରିଟେବୁଲ୍ ଟ୍ରଷ୍ଟ ଓ ସୈାମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ଚେରି ଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ!-->…
Read More...
Read More...
ପୌର ପରିଷଦ କାର୍ଯ୍ୟାଳୟରେ ପଡିରହିଛି ଡଷ୍ଟବିନ ୱାର୍ଡବାସୀଙ୍କୁ ମିଳିବ କେବେ ?
ପାରଳାଖେମୁଣ୍ଡି,୫/୧୦- ଗଜପତି ଜିଲ୍ଲା ପୌର ପରିଷଦ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବପୁରାତନ ପୌର ପରିଷଦ ଅଟେ । ସହରକୁ ସ୍ୱଚ୍ଛ ସୁନ୍ଦର କରିବା ସକାଶେ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଉଛି ଏବଂ ଅର୍ଥ ମଧ୍ୟ ପାଣି ଭଳି ଖର୍ଚ୍ଚ ହେଉଛି ସହରର ପ୍ରତି ୱାର୍ଡ଼ରେ ୱାର୍ଡବାସୀଙ୍କୁ ଦୁଇଟି ଲେଖାଏଁ!-->…
Read More...
Read More...
ରାଜ୍ୟରେ ପୁଣି ୨୬୧୭ ପଜିଟିଭ ଚିହ୍ନଟ, ଆଉ ୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୫୩୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍!-->…
Read More...
Read More...
ଟି.ଏମ.ସି.ରେ ବିଧାୟକଙ୍କୁ ଭେଟିଲେ ଜିଲ୍ଲାପାଳ ଓ ସିଡିଏମଓ
ବୌଦ୍ଧ,୫/୧୦ - ଗତ ୨୮ ତାରିଖରୁ କରୋନା ପଜିଟିଭ ଚିହ୍ନଟ ହୋଇ କୁଲୁତାଜୋର୍ ଗ୍ରାମ ପଂଚାୟତ ଟପର୍ଣ୍ଣା ଟି.ଏମ.ସି.ରେ ସଙ୍ଗରୋଧରେ ଥିବା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଗତକାଲି ବୌଦ୍ଧ ଜିଲ୍ଲାପାଳ ଓ ସିଡିଏମଓ ସାକ୍ଷାତ କରି ସ୍ୱାସ୍ଥ୍ୟାବସ୍ଥା!-->…
Read More...
Read More...
ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା!-->…
Read More...
Read More...
ଜନପ୍ରିୟ ନେତା ପ୍ରଦୀପ ମହାରଥୀଙ୍କ ସ୍ମୁତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର!-->…
Read More...
Read More...
ଖୁଣ୍ଟିଗୋରା ୭୨ ଘଣ୍ଟା ପାଇଁ ହେଲା ସଟଡାଉନ୍
ବୌଦ୍ଧ - କଣ୍ଟାମାଳ ବ୍ଲକ୍ ଖୁଣ୍ଟିଗୋରା ଗ୍ରାମରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରହଲ୍ଲାଦ ସେଠୀ ଖୁଣ୍ଟି ଗୋରା ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ଠାରୁ ଆସନ୍ତା ୭ ତାରିଖ ସକାଳ ୯ ଘଣ୍ଟା ଯାଏଁ!-->…
Read More...
Read More...