Browsing Category

ରାଜ୍ୟ

ଆଜି ସମ୍ବଲପୁରରେ ପୁଣି ୧୨୮ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ପ୍ରଶାସନିକ ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଗତକାଲି ଗୁରୁବାର ଦିନ ୧୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟସଂଖ୍ୟା ୨୫୮୦ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଓ ୧୪୧୩ ଜଣ ସୁସ୍ଥ ହୋଇ
Read More...

ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର : ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ହୋଇପଡିଛି । ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଆଜି ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସେଠାରୁ ୫ଲକ୍ଷ କ୍ୟୁସେକ ଜଳରାଶି ନିଷ୍କାସନ ପାଇଁ
Read More...

ଗଜପତିରେ ପୁଣି ୪୬ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୪୬ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମାବ୍ଳକରୁ ୩ଜଣ, ଗୋଶାଣି ବ୍ଲକରୁ ୮ ଜଣ କାଶୀନଗର ବ୍ଳକରୁ ୬ ଜଣ,ମୋହନା ବ୍ଲକରୁ ୧୬ ଜଣ,ପାରଲା ପୌର ପରିଷଦରୁ ୧୨ ଜଣ ରାୟଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି ।
Read More...

ଟ୍ରକ୍‌ ଚାପାରେ ବାପା ଓ ସାନ ପୁଅ ମୃତ, ବଡ଼ ପୁଅ ଗୁରୁତର

ବୌଦ୍ଧ,୨୮/୮ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସିଙ୍ଗାରୀଢାବା ନିକଟରେ ଟ୍ରକ୍‌ ଧକ୍କାରେ ବାଇକ ଚାଳକ ଓ ତାଙ୍କର ସାନ ପୁଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ବଡ଼ ପୁଅ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୨ ଘଣ୍ଟା
Read More...

ବୌଦ୍ଧ : ଆଜି ପୁଣି ନୂତନ ୧୪ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୮/୮ - ଆଜି ବୌଦ୍ଧ ଜିଲ୍ଲାରେ ନୂତନ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ବୌଦ୍ଧଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ୧୪ ପଜିଟିଭ ମଧ୍ୟରୁ କୁଶଙ୍ଗ ଗ୍ରାମର ଜଣେ, ଶିଆଳଝୁଲି ଗ୍ରାମର ଜଣେ, ବଲାସିଙ୍ଗାରୁ ୩
Read More...

ପୁଣି ରାଜ୍ୟରେ ୩୬୮୨ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୬୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଉଛୁଳୁଛି ମହାନଦୀ, ସତର୍କ ସୂଚନା ଜାରି କଲା ପ୍ରଶାସନ

ବୌଦ୍ଧ - ଚଳିତ ବର୍ଷାରୁତୁରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ତଥା ହୀରାକୂଦ ଜଳ ଭଣ୍ଡାରରରୁ ଜଳ ଛଡାଯିବା ଯୋଗୁଁ ମହାନଦୀର ଜଳସ୍ତର ତଥା ସ୍ରୋତର ବେଗ ବୃଦ୍ଧି ପାଇବାରେ ଲାଗିଛି I ଏହି ସମୟ ମଧ୍ୟରେ ନଦୀରେ ଯାତାୟତ କରିବା ବିପଦଜନକ ଅଟେ I ଏଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧଗଡ ତଥା ବୌଦ୍ଧ
Read More...

୧୦ କରୋନା ପଜିଟିଭ ଚିହ୍ନଟ ପରେ ପଲସାଗୋରା ସଟ୍‌ଡାଉନ୍‌

ବୌଦ୍ଧ, ୨୮/୮ - କଣ୍ଟାମାଳ ବ୍ଲକ୍‌ ପଲସାଗୋରା ଗ୍ରାମ ପଂଚାୟତର ବଘିଆବାହାଲ୍‌ ଗ୍ରାମରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ପାଇବା ପରେ ପଲସାଗୋରା ସରପଞ୍ଚ ସମୀର ମାଝୀ ବଘିଆବାହାଲ୍‌ ଓ ପଲସାଗୋରା ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଆଜି ସକାଳ ଘ. ୯. ୩୦ ମିନିଟ ସମୟରୁ ତା
Read More...

୪ କରୋନା ପଜିଟିଭ ପରେ ଘଣ୍ଟାପଡା ୩ ଦିନ ସଟଡାଉନ୍‌

ବୌଦ୍ଧ,୨୮/୮ - ଗତକାଲି ଘଣ୍ଟାପଡା ଗ୍ରାମରୁ ୪ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନର ସୂଚନା ପରେ ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଘଣ୍ଟାପଡା ଗ୍ରାମକୁ ୩ ଦିନ ପାଇଁ ସର୍ଟ ଡାଉନ୍‌ କରିଥିବା ଜଣାପଡିଛି । ଆଜି ସକାଳ ୭ ଘଣ୍ଟା ଠାରୁ ଆସନ୍ତା ୩୧. ୮.
Read More...

ଶିକ୍ଷାବିତ ବାଳକୃଷ୍ଣ ତ୍ରିପାଠୀଙ୍କ ପରଲୋକ

ବୌଦ୍ଧ /ବlଉଁଶୁଣୀ,୨୭/୮- ବୌଦ୍ଧ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ବlଉଁଶୁଣି ଅଂଚଳର ପ୍ରିୟ ଶିକ୍ଷକ ଓ ଶିକ୍ଷା ସଂଗଠକ ବାଳକୃଷ୍ଣ ତ୍ରିପାଠୀଙ୍କ ଆଜି ଅପରାନ୍ହ 1 ଘଣ୍ଟା ସମୟରେ ପରଲୋକ ହୋଇ ଯାଇଛି l ବର୍ତ୍ତମାନର ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୋଛାପଡା ଗ୍ରାମ ପଂଚାୟତର ଥପାପାଲି ଗ୍ରାମରେ
Read More...