Browsing Category

ରାଜ୍ୟ

ଆଜି ସମ୍ବଲପୁର ଜିଲ୍ଲାରେ ୧୦୭ ଜଣ ନୂଆ ପଜିଟିଭ ଚିହ୍ନଟ ଏକ୍ଟିଭ ସର୍ଭେଲାନ୍ସ ବେଳେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର…

ସମ୍ବଲପୁର,୨୬/୮- ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧିପାଉଛି ଓ ଏହିକ୍ରମରେ ଆଜି ୩୩୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ଆଜି ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୦୭ ଘୋଷଣା କରାଯାଇଛି ଓ ଏହାକୁ ମିଶାଇ ଜିଲ୍ଲାରେ ମୋଟ
Read More...

ସୂର୍ଯ୍ୟସାରଙ୍କ ପରଲୋକ

ଫୁଲବାଣୀ,୨୬/୮ - ସୋମବାର ରାତିରେ ସୂର୍ଯ୍ୟ ମହାପାତ୍ର ସାର (୬୯ବର୍ଷ)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଫୁଲବାଣୀର ଅମଲାପଡ଼ା ଠାରେ ବାସ କରୁଥିବା ସ୍ୱର୍ଗତ ମହାପାତ୍ର ସୋମବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱରଥିବା ବେଳେ ହଠାତ ରାତ୍ରି ୧୨ଟାରେ
Read More...

କୋଟଗଡ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ଅଣଦେଖା

ବାଲିଗୁଡା,୨୬/୮ - କୋଟଗଡ ପଂଚାୟତ ସମିତିରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରି କରାଯାଉଛି ସଭା ସମିତି । ହେଲେ ଗଣମାଧ୍ୟମକୁ ବେଖାତିର କରି କରାଯାଉଥିବାରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ମନରେ କ୍ଷୋଭ ଦେଖାଦେଇଛି । ହେଲେ ସରକାରୀ
Read More...

ବେଆଇନ ନିଶା ଦ୍ରବ୍ୟ ବ୍ୟବସାୟର ପର୍ଦ୍ଦାଫାଶ ୩୨୫୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ ଓ ୪ଜଣ ଗିରଫ

ସମ୍ବଲପୁର,୨୬/୮- ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଶା ଦ୍ରବ୍ୟ ବ୍ୟବସାୟର ଏକ ରେକେଟ ଧରିବାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏନେଇ ସ୍ଥାନୀୟ ଧନୁପାଲି ପୁଲିସ ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଦୁଇଟି ବାହନ ଓ ୩୨୮୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ କରିଛି ।
Read More...

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲା ଭାଜପା

ସମ୍ବଲପୁର,୨୬/୮- ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଶେଷରେ ସମ୍ବଲପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଏବିଷୟରେ
Read More...

ଗତକାଲି ବୌଦ୍ଧରେ ୨୦୮ ମିଲିମିଟର୍‌ ବର୍ଷା ରେକର୍ଡ

ବୌଦ୍ଧ,୨୬/୮- ଲଘୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲାର ସମସ୍ତ ୩ ଗୋଟି ବ୍ଲକରେ ଗତକାଲି ହୋଇଥିଲେ ମଧ୍ୟ ସର୍ବାଧିକ ୨୦୮. ୨ ମିଲିମିଟର୍‌ ବର୍ଷା ବୌଦ୍ଧ ବ୍ଲକ୍‌ ଅଂଚଳରେ ହୋଇଥିବାର ରେକର୍ଡ କରାଯାଇଛି > ସେହିପରି ଜିଲ୍ଲାର କଣ୍ଟାମାଳ ବ୍ଲକ୍‌ରେ ୧୧୪. ୮ ମିଲିମିଟର ଓ ହରଭଙ୍ଗା ବ୍ଲକ୍‌ ଅଂଚଳରେ
Read More...

କୁଶଙ୍ଗ ଗ୍ରାମ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବୌଦ୍ଧ,୨୫/୮ - ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମ ପଂଚାୟତର କୁଶଙ୍ଗ ଗ୍ରାମରୁ ଆଜି ୫ ଜଣ କରୋନା ପଜିଟିଭ ଚିନ୍ହଟ ହେବା ପରେ ଗ୍ରାମକୁ ୭୨ ଘଣ୍ଟା ଯାଏଁ କଣ୍ଟେନମେଣ୍ଟ ଜୋନ ଭାବରେ ସରପଞ୍ଚ ପୁଷ୍ପାଞ୍ଜଳୀ ଦେହୁରୀ ଘୋଷଣା କରିଛନ୍ତି |ସଂକ୍ରମଣ କୁ ରୋକିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ
Read More...

ବେଆଇନ୍‌ ମଦ ଭାଟିରେ ପୋଲିସ୍‌ ପକ୍ଷରୁ ଚଢ଼ାଉ ୧୨୦ କେଜି ପୋଚ ନଷ୍ଟ,୬୦ ଲିଟର ମହୁଲି ମଦ ଜବତ ଦୁଇ ମହିଳାଙ୍କ ସମେତ…

ବାଲିଗୁଡ଼ା, ୨୫/୮: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପୋଲିସ୍‌ ପକ୍ଷରୁ ଦେଶୀ ମଦ ଭାଟିରେ ଚଢ଼ାଉ । ଘଟଣାସ୍ଥଳରେ ୧୨୦କେଜି ମହୁଲ ପୋଚ ନଷ୍ଟ କରିବାସହ ୬୦ ଲିଟର ମହୁଲି ମଦ ଜବତ କରିଛି ପୋଲିସ୍‌ । ସେପଟେ ଘଟଣାରେ ସଂପୃକ୍ତ ଦୁଇଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ଗଜପତିରେ ପୁଣି ୬୦ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୫/୮- ଗଜପତିରେ ଆଜି ପୁଣି ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଶାଣୀ ବ୍ଳକରୁ ୮ ଜଣ, ଗୁମ୍ମାବ୍ଳକରୁ ୧୬ଜଣ, ପାରଳା ପୌର ପରିଷଦରୁ ୯ ଜଣ, ଆର ଉଦୟଗିରି ବ୍ଳକରୁ ୨ ଜଣ, ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୪ ଜଣ, କାଶୀନଗର ବ୍ଳକରୁ ୨ ଜଣ,ନୂଆଗଡ଼ ବ୍ଲକରୁ ୧୩ ଜଣ
Read More...

ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୫/୮- ଗଜପତିରେ ଆଜି ପୁଣି ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଶାଣୀ ବ୍ଳକରୁ ୮ ଜଣ, ଗୁମ୍ମାବ୍ଳକରୁ ୧୬ଜଣ, ପାରଳା ପୌର ପରିଷଦରୁ ୯ ଜଣ, ଆର ଉଦୟଗିରି ବ୍ଳକରୁ ୨ ଜଣ, ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୪ ଜଣ, କାଶୀନଗର ବ୍ଳକରୁ ୨ ଜଣ,ନୂଆଗଡ଼ ବ୍ଲକରୁ ୧୩ ଜଣ
Read More...