Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳରେ ଆଜି ପୁଣି ୪୭ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳରେ ପୁଣି ୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୭୦୯ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୨୬୯ ଜଣ ସୁସ୍ଥ ହୋଇ ସେମାନଙ୍କ!-->…
Read More...
Read More...
ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଆୟୋଜିତ
ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ!-->…
Read More...
Read More...
ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ
କଣ୍ଟାବାଞ୍ଜି,୧୧/୯- ଆମ ଦେଶ ଭାରତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ୨୦୧୪ ରେ ରାଷ୍ଟ୍ର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ପାରିତ ହୋଇଥିଲା ଏହି ଶୌଚାଳୟ ଅଭିଯାନ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ସ୍ୱଚ୍ଛ଼ ଓ ସୁନ୍ଦର ରଖିବା । ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ଛୋଟ ଛୋଟ ଗାଁ!-->…
Read More...
Read More...
ହରଭଙ୍ଗା ବ୍ଲକ ବନ୍ୟା ପରବର୍ତ୍ତୀ ସ୍ଥିତି: ବିଭିନ୍ନ ବିଭାଗର ୧୪କୋଟିରୁ ଉର୍ଦ୍ଧ୍ୱ କ୍ଷୟକ୍ଷତି
ହରଭଙ୍ଗା : ଏବେ ବନ୍ୟା ଛାଡି ଯାଇଛି । ହେଲେ ବନ୍ୟାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । କାହାର ଘର ଭାଙ୍ଗିଛି ତ ଚାଷୀଙ୍କର ଜମିବାଡି ଉଜୁଡି ଯାଇଛି । ଲଗଣା ବର୍ଷା ଓ ମହାନଦୀ ବନ୍ୟା ଏବେ ଛାଡିଯାଇଛି, ଚାରିଆଡେ ଖାଁ ଖାଁ ଲାଗୁଛି । ହରଭଙ୍ଗା ଅଞ୍ଚଳରେ!-->…
Read More...
Read More...
ଗଜପତିରେ ଆଜି ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୧/୯- ଗଜପତିରେ ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣୀ ବ୍ଳକରୁ ୩ ଜଣ ପାରଳା ପୌର ପରିଷଦରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୩ ଜଣ, ଗୁମ୍ମା!-->…
Read More...
Read More...
କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ…
ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି ।!-->…
Read More...
Read More...
ରାଜ୍ୟରେ ଆଉ ୩୯୯୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର ୧୧ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ବୌଦ୍ଧଜିଲ୍ଲା ହଜାରେ ପାର୍ କଲା କରୋନା, ଆଜି ନୂତନ ୩୯ ପଜିଟିଭ
ବୌଦ୍ଧ,୧୧/୯ - ଆଜି ପୁଣି ନୂତନ ୩୯ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୯ ଜଣ, ବଲାସିଙ୍ଗାସ୍ଥିତ!-->…
Read More...
Read More...
ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୧/୯- ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ,ମୋହନା ବ୍ଲକରୁ ୪ ଜଣ,ରାୟଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ଜଣେ ଚିହ୍ନଟ ହୋଇ!-->…
Read More...
Read More...
ପ୍ରବାସୀ ଶ୍ରମିକ ମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରଖାଯିବାକୁ ଦାବି
ବୌଦ୍ଧ,୧୧/୯ -ଲକ ଡାଉନର କଟକଣା ଟିକିଏ କୋହଳ ହେବା ପରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି । ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟର ଅନେକ କଳ କାରଖାନା ଗୁଡିକର ମାଲିକ ମାନେ ବସ୍ ପଠାଇ ଶ୍ରମିକ ମାନଙ୍କୁ ନେଉଥିବା ଦୃଶ୍ୟ!-->…
Read More...
Read More...