Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ : ସୁସ୍ଥ ହେଲେଣି ୨୩୨ କରୋନା ପଜିଟିଭ
ବୌଦ୍ଧ,୨୪/୮ -ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରେ ୨୩୨ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ସାରିଥିବା ବେଳେ ୨୯୬ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ମୋଟ ୧୨୭୨୧ ଗୋଟି ନମୁନାର ସ୍ୱାବ ସଂଗ୍ରହ କରାଯାଇଥିବା!-->…
Read More...
Read More...
ପୂର୍ତ୍ତ ବିଭାଗ ଜାଗାରୁ ଜବରଦଖଲ ଉଚ୍ଛେଦ ଦାବୀ
ବୌଦ୍ଧ/ବାଉଁଶୁଣୀ,୨୪/୮ - ଜାତୀୟ ରାଜପଥ ନମ୍ବର୍ ୫୭ ର ଦନ୍ତାପାଲି ଗ୍ରାମ ନିକଟରେ ପୂର୍ତ୍ତ ବିଭାଗର କିଛି ଜମି ନୟନ ଜୋରୀ କିସମରେ ରହିଛି । ବୌଦ୍ଧ ତହସିଲ୍ ଅନ୍ତର୍ଗତ ମୋଜା ଦନ୍ତାପାଲି ଖାତା ନମ୍ବର୍ ୧୩୭ ରେ ପୂର୍ତ୍ତ ବିଭାଗ ନାମରେ ଥିବା ପ୍ଲଟ ନମ୍ବର୍ ୧୫୩, ୧୫୫ ଓ ୨୬୭ ରେ କିଛି!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ, କାର୍ଯ୍ୟାନୁଷ୍ଠାନ ଶୁନ !
ବୌଦ୍ଧ,୨୪/୮ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖା ଦେଇଛି । ଜିଲ୍ଲାକୁ ଯେତିକି ସାର ଆସିଛି ସେଥିରେ ବଡ ଧରଣର ଦୁର୍ନୀତି ଓ ବ୍ୟାପକ କଳାବଜାରୀ ଯୋଗୁଁ ଚାଷୀ ବହୁ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୁଏ । ୟୁରିଆ ସାରର ସରକାରୀ ଦର ୨୬୬ ଟଂକା ୫୦ ପଇସା!-->…
Read More...
Read More...
ବୌଦ୍ଧ : ନାରାୟଣନଗରରୁ ୨ ଓ ଗମ୍ଭାରୀ ପଦରରୁ ଜଣେ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୪/୮ - ଆଜି ବୌଦ୍ଧ ଜିଲ୍ଲାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଯେଉଁ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି ଗତକାଲି ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ!-->…
Read More...
Read More...
ସୋନପୁର ଗଡଜାତରେ ନୂଆଁଖାଇ ସଂପନ୍ନ
ସୋନପୁର,୨୩/୮ : କୋଭିଡ଼ କଟକଣାକୁ ପାଳନ ସହ ସୁବର୍ଣ୍ଣପୁର ଗଡ଼ଜାତ ସମେତ ପଞ୍ଚରା ଅଞ୍ଚଳରେ ଅତ୍ୟନ୍ତ ଉତ୍ସାହ ଉଦ୍ଦିପନାର ସହ ନୂଆଁଖାଇ ସଂପନ୍ନ ହୋଇଛି। ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଁ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଅଷ୍ଟଚଣ୍ଡୀ ଙ୍କ ପାଇଁ ପାହୁର ଭୋଗ!-->…
Read More...
Read More...
ନୂଆ ୧୦୪ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୪ ହେଲା
ସମ୍ବଲପୁର,୨୩/୮- ନୂଆ ୧୦୪ ଜଣ ପଜିଟିଭ ଚିହ୍ନଟ ହେବାପରେ ଆଜି ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୪ ହୋଇଛି । ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ୨୦୦୦ ସଂଖ୍ୟା ଅତିକ୍ରମ କରିଛି । ଗତ ଅଗଷ୍ଟ ୧୦ ରେ ଏଠାରେ ୧୬୮ ଜଣ ପଜିଟିଭ ଚିହ୍ନଟ ରେକର୍ଡ ହୋଇ ରହିଯାଇଛି । ଏହାର!-->…
Read More...
Read More...
ଗଜପତି: ପୁଣି ୪୩ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି, ୨୩/୮- ଗଜପତିରେ ପୁଣି ୪୩ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତମାନେ ହେଲେ ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ ୧୩ ଜଣ, ଆର ଉଦୟଗିରି ବ୍ଳକରୁ ୫ ଜଣ,ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୪!-->…
Read More...
Read More...
ବୌଦ୍ଧ : ସହରକୁ ଫେରିଛି କରୋନା ଆଜି ସମସ୍ତ ୯ ପଜିଟିଭ ବୌଦ୍ଧ ସହରର
ବୌଦ୍ଧ,୨୩/୮ - ଆଜି ବୌଦ୍ଧ ଜିଲ୍ଲାରେ ୯ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଯେଉଁ ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସମସ୍ତେ ବୌଦ୍ଧ ସହର ଅଂଚଳର ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଗତ ୩!-->…
Read More...
Read More...
ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
ହରଭଙ୍ଗା,୨୨/୮ - ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ରାଉତପଡା ଗ୍ରାମରେ ଆଜି ସନ୍ଧ୍ୟା ଘ ୭.୩୦ ମି. ସମୟରେ ନିରଞ୍ଜନ ଦୀପ ନାମକ ୬୫ବର୍ଷର ଜଣେ ବୃଦ୍ଧଙ୍କୁ ଘର ବାହାରକୁ ଡାକିନେଇ ଗ୍ରାମର କିଛି ଯୁବକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଭୟରେ ପରିବାର ମହିଳା!-->!-->!-->…
Read More...
Read More...
ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ବସନ୍ତ କୁମାର ସାହୁ
ବୌଦ୍ଧ,୨୨/୮- ଜାତୀୟ ଶିକ୍ଷକ ସମ୍ମାନ ୨୦୨୦ଘୋଷଣା କରିଛି କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ l ସାରା ଦେଶର ୩୬ ଗୋଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୪୭ ଜଣ ଶିକ୍ଷକଙ୍କ ଏକ ତାଲିକା ପ୍ରକାଶିତ ହୋଇଛି | ଏ ତାଲିକାରେ ଓଡିଶାର ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲାର କୃତ୍ତି ଶିକ୍ଷକ!-->…
Read More...
Read More...