Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସର ମାଡ ଅଭିଯୋଗ, ନାରାୟଣନଗର ଗ୍ରାମରେ ଉତ୍ତେଜନା
ବୌଦ୍ଧ,୧୮/୮ - କରୋନାର ହଟସ୍ପଟ୍ ସାଜିଥିବା ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତର ନାରାୟଣ ନଗର ଗ୍ରାମରେ ଆଜି ସକାଳେ କିଛି ଅମାନିଆଙ୍କୁ ସାବାଡ କରିବା ନାମରେ ନିରୀହ ଲୋକଙ୍କୁ ପୋଲିସ ମାଡ ମାରିବା ଅଭିଯୋଗରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ୧୪୪!-->…
Read More...
Read More...
ଖରାପ ରାସ୍ତା ବଢାଉଛି ଲୋକଙ୍କ ସମସ୍ୟା
ବୌଦ୍ଧ - ଜିଲ୍ଲାରେ ବର୍ଷାଦିନେ ଗମନା ଗମନ ପୁରାପୁରି ଠପ୍ ହୋଇ ଯାଉଛି । କେତୋଟି ମୁଖ୍ୟ ସଡକକୁ ବାଦ ଦେଲେ ଅନ୍ୟ ସମସ୍ତ ରାସ୍ତା ଅବସ୍ଥା ଦୟନୀୟ । ଅନେକ ଗାଆଁକୁ ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରୁ ନଥିବା ଯୋଗୁଁ ରୋଗୀ ମାନେ ଖଟିଆରେ ବୁହା ହେଉଛନ୍ତି ।
!-->!-->!-->…
Read More...
Read More...
ବୌଦ୍ଧ : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨୯, ଅଧାରୁ ଅଧିକ ଆକ୍ରାନ୍ତ ନାରାୟଣ ନଗରରୁ
ବୌଦ୍ଧ,୧୭/୮ - ବୌଦ୍ଧ ଜିଲ୍ଲାରେ ଘୋ ଘୋ ହୋଇ ବଢି ଚାଲିଛି କରୋନା ପଜିଟିଭ ସଂଖ୍ୟା l ଆଜି ସୁଦ୍ଧା 429 ଜଣ ପଜିଟିଭ ଚିନ୍ହଟ ହୋଇ ସାରିଲେଣି l ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ନାରାୟଣ ନଗର ଗ୍ରାମରୁ ହିଁ ଅଧାରୁ ଅଧିକ ପଜିଟିଭ ଚିନ୍ହଟ ହୋଇଥିବା ଚିନ୍ତାର ବିଷୟ l ମିଳିଥିବା ସୂଚନା!-->…
Read More...
Read More...
ବର୍ଷାରେ ଭାଙ୍ଗିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର
ବlଉଁଶୁଣି/ବୌଦ୍ଧ - ଗତ ଶନିବାର ଲଗାଣ ବର୍ଷାରେ ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର କନ୍ଧରିଆ ପଡା ଗ୍ରାମର ଅକ୍ଷୟ ମୁଦୁଲିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କ ପରିବାର ବେସାହାରା ହୋଇ ପଡିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ ମୁଦୁଲି ଜଣେ ଗରୀବ ପରିବାରର ଅଟନ୍ତି l ମାଟି!-->…
Read More...
Read More...
କନ୍ଧମାଳରେ ଆଜି ୧୨୧ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୧୨୧କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୧୪୭୦ରେ ପହଂଚିଛି।ସେଥିରୁ ଆଜି!-->…
Read More...
Read More...
ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା
ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଏ ସଂପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ତେବେ ମୋର ସ୍ୱାସ୍ଥ୍ୟ କିଛି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଯେଉଁମାନେ ମୋର ସଂପର୍କରେ!-->…
Read More...
Read More...
ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଲଘୁଚାପଜନିତ ବର୍ଷା ଓ ତତ୍ଜନୀତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ । ଏ ନେଇ!-->…
Read More...
Read More...
ପାରଳା ପୌର ପରିଷଦ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ପାରଳା ପୌର ପରିଷଦ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଜାତୀୟ ପତାକା ଉତ୍ତୋଳନ କରିବା ସହ ତିନି ଜଣ ସ୍ୱଚ୍ଛସାଥୀ ଓ ୧୦ ଜଣ ସଫେଇ କର୍ମଚାରୀଙ୍କୁ କୋଭିଡ!-->…
Read More...
Read More...
କୁଷ୍ଠାଶ୍ରମର ୬ ପରିବାର ଜଳବନ୍ଦୀ
ବୌଦ୍ଧ,୧୭/୮ - ବୌଦ୍ଧ ସହରରେ ଥିବା କୁଷ୍ଠାଶ୍ରମ (ଲେପ୍ରୋସି କଲୋନୀ) ରେ ରହୁଥିବା ୬ ଗୋଟି ପରିବାର ଦୁଇ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସେମାନେ ରହୁଥିବା ଘର ମଧ୍ୟରେ ପାଣି!-->…
Read More...
Read More...
ମାଓବାଦୀଙ୍କ ବର୍ବରକାଣ୍ଡ : ରାସ୍ତା କାମରେ ନିୟୋଜିତ ୫ଗାଡିକୁ ଜାଳିଦେଲେ
ବାଲିଗୁଡ଼ା: କଞ୍ଜାଲଗୁ ନିକଟ ବିଗାଭଟ୍ଟା ଘାଟିରେ ମାଓବାଦୀଙ୍କ ବର୍ବର କାଣ୍ଡ । ଜାଳିଦେଲେ ରାସ୍ତା କାମରେ ନିୟୋଜିତ ହୋଇଥିବା ପାଞ୍ଚଟି ଗାଡ଼ି । ଗୋଟିଏ ହାଇୱା, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ହିଟାଚି, ଗୋଟିଏ ଟ୍ରାକ୍ଟର ଗ୍ରେଡର ଓ ଭାଇବ୍ରେଟର ମେସିନ୍ । ଘଟଣା ସ୍ଥଳରେ ଛାଡ଼ି ଯାଇଛନ୍ତି!-->…
Read More...
Read More...