Browsing Category

ରାଜ୍ୟ

ଆଜି ୩୫ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ୧୪୮୧ରେ ପହଞ୍ଚିଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ୨୨୪୪ ଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୩୫ ଜଣ ରହିଛନ୍ତି । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହଟଙ୍କ ମୋଟ ସଂଖ୍ୟା ୧୪୮୧ ରେ ପହଞ୍ଚିଛି । ବର୍ତ୍ତମାନ
Read More...

ପୁଣି ରାଜ୍ୟରେ ୨୨୪୪ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର ୧୭ ।୦୮: ରାଜ୍ୟରେ ପୁଣି ୨୪ ଘଣ୍ଟା ମଧ୍ୟରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ
Read More...

ନାରାୟଣନଗର ଗ୍ରାମରୁ ଆଜି ପୁଣି ୪୯ ପଜିଟିଭ ଚିହ୍ନଟ

ବୌଦ୍ଧ,୧୭/୮ - ଆଜି ବୌଦ୍ଧଜିଲ୍ଲାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଆଜିର ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ସିଡିଏମଓ
Read More...

ଅନୁଗୁଳ ଜିଲ୍ଲାରୁ ପୁଣି ୫୦ପଜିଟିଭ ଚିହ୍ନଟ, ୩ ମୃତ୍ୟୁ

ଅନୁଗୋଳ : ଆଜି ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ
Read More...

ସୁବର୍ଣ୍ଣପୁର : ୨ଜଣଙ୍କ ମୃତ୍ୟୁ ସହ ଆକ୍ରାନ୍ତଙ୍କ ସଂଖ୍ୟା ତ୍ରିଶତକ ଡେଇଁଲା

ସୋନପୁର : ଦିନକୁ ଦିନ କରୋନା ଯେଭଳି କ୍ରମାଗତ ଭାବରେ ତାର କାୟାବିସ୍ତାର କରି ଚାଲିଛି ତାହା ଚିନ୍ତା ବଢ଼ାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୨ଜଣଙ୍କ ମୃତ୍ୟୁ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି । ଗତ ୨ଦିନତଳେ ଡୁଙ୍ଗୁରିପାଲି ବ୍ଲକର ଜଣେ ମହିଳା ପ୍ରାଣ ହରାଇଥିବା
Read More...

ଫୁଲୁଛି ମହାନଦୀ : ଏକର ଏକର ଚାଷଜମି ଜଳମଗ୍ନ, ପାଣି ଘେରରେ ୨ ଗାଁ

ହରଭଙ୍ଗା : ଉପମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ହରଭଙ୍ଗା ମହାନଦୀରେ ପ୍ରଥମ ବନ୍ୟା ଜଳ ପ୍ରଭାହିତ ହୋଇଛି । ବନ୍ୟା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ହରଭଙ୍ଗା ବ୍ଲକର ୩୧ଟି ଗାଁର ଜମି ବନ୍ୟାରେ ପ୍ରଭାବିତ ହୋଇଛି । କୁଶଙ୍ଗ ପଞ୍ଚାୟତର ମାରଡା ଓ କୁତୁରୀ ଗ୍ରାମ ପାଣି
Read More...

ବାଉଁଶୁଣୀ : ଆବର୍ଜନା ହେଉନାହିଁ ସଫା

ବାଉଁଶୁଣୀ /ବୌଦ୍ଧ - ବାଉଁଶୁୀଣୀ ହାଇସ୍କୁଲ ପଡିଆରେ କୋଭିଡ ପାଇଁ ସାମାଜିକ ଦୂରତା ରକ୍ଷା ସକାଶେ କିଛି ମାସ ହେଲା ଦୈନିକ ପରିବା ବଜାର ଅନୁଷ୍ଠିତ ହେଉଛି । ମାତ୍ର ଦୁଃଖର କଥା ଗ୍ରାମ ପଂଚାୟତ ତରଫରୁ ପଡିଆରେ ପ୍ରତିଦିନ ପଡୁଥିବା ଆବର୍ଜନାକୁ ନିୟମିତ ପରିଷ୍କାର କରାଯାଉନାହିଁ । ଫଳରେ ପରିବା
Read More...

ବାରମ୍ବାର ଦୁର୍ଘଟଣା, ଜାତୀୟ ରାଜପଥ ବିଭାଗର ପଶୁନି ଚେତା

ବୌଦ୍ଧ,୧୭/୮ - ଜାତୀୟ ରାଜପଥ ନମ୍ବର୍‌ ୫୭ ର ହରେକୃଷ୍ଣପୁର ଗ୍ରାମ ନିକଟରେ ଥିବା ଚିଲାଖଣ୍ଡି ପୋଲ ମରଣଜନ୍ତା ପାଲଟିଛି । ଦୈନନ୍ଦିନ ଏ ସଂକୀର୍ଣ୍ଣ ଓ ଅସୁରକ୍ଷିତ ପୋଲ ଉପରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଲୋକଙ୍କ ଧନ ଜୀବନ ଗଲାଣି କିନ୍ତୁ ଜାତୀୟ
Read More...

କିଆକଟାରୁ ୫ ପଜିଟିଭ ଚିହ୍ନଟ ପରେ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

କିଆକଟା : ଅନୁଗୋଳ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୫୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କିଆକଟାରୁ ୫ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କିଆକଟା ସରପଞ୍ଚ ସୋମନାଥ ମଲ୍ଲିକ ପଞ୍ଚାୟତକୁ ସୋମବାର ସକାଳ ୮ଟାରୁ ୧୯ ତାରିଖ ବୁଧବାର
Read More...

ଫୁଲବାଣୀ ରେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ

ଫୁଲବାଣୀ,୧୬/୮ - ଆଜି କନ୍ଧମାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ବିଗ୍ରହ ରେ ପୁଷ୍ପ ମାଲ୍ୟାର୍ପଣ ପରେ ବିଜେପି ଯୁବ ମୋର୍ଚ୍ଚା ଫୁଲବାଣୀ ପକ୍ଷରୁ ସ୍ଥାନୀୟ
Read More...