Browsing Category

ରାଜ୍ୟ

ଦୈତ୍ୟନଗରୀରେ ହେବନି ଗଣେଶ ପୂଜା

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରଦେବତା ପ୍ରଭୁ ଗଜାନନଙ୍କ ଗଣେଶ ଚତୁର୍ଥୀ ଉତ୍ସବ ଚଳିତ ବର୍ଷ ହେବନାହିଁ । ମହାମାରୀ କରୋନାର ସଂକ୍ରମଣ ସ୍ଥିତି ରାଜ୍ୟରେ ପ୍ରଶମିତ ହୋଇନଥିବାରୁ ଧାର୍ମିକ ପୀଠରେ ପ୍ରଭୁଙ୍କ ଉପାସନା ପାଇଁ ଜନସାଧାରଣ ସମବେତ ହେବାର ଭୟ ଥିବାରୁ ରାଜ୍ୟ ସରକାର ଏଭଳି
Read More...

ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବାର ସ୍ୱତନ୍ତ୍ର ସଚିବ ପାହ୍ୟା ପଦରେ ଥିବା ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୫-ଟି ତ୍ୱରିତ ନିଷ୍ପତ୍ତି ଅନୁଯାୟୀ ଶ୍ରୀ ଷଡଙ୍ଗୀଙ୍କୁ ଚାକିରୀର ଶେଷ ଜୀବନ ଯାଏଁ ଏଭଳି ଦୋଷା ଭୋଗିବାକୁ
Read More...

କନ୍ଧମାଳରେ ଆଜି ସର୍ବାଧିକ ୧୭୯କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାରେ ପୁଣି ଆଉ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ମଧ୍ୟ କରୋନାର କରାଳ ଛାୟା ଧିରେଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୪୧ ରେ ପହଂଚିଛି
Read More...

କ୍ୟାମେରାମ୍ୟାନ ରାଜୁ ନାୟକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ରାଶି ସହାୟତା

ଫୁଲବାଣୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ପ୍ରଧାନ ରାଜୁ ନାୟକଙ୍କ ଘରକୁ ଯାଇ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ ଘୋଷଣା କରିଥିଲେ ।ଏଥି ସହ ଆଗକୁ ମଧ୍ୟ ଗଣମାଧ୍ୟମ
Read More...

ଗଜପତିରେ ପୁଣି ୮ ଗୋଟି ନୂଆ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ଆଠଗୋଟି ନୂଆ କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜି ଆଠଗୋଟି କରୋନା ପଜିଟିଭଙ୍କ ମଧ୍ୟରୁ ୭ ଟି ପାରଳାଖେମୁଣ୍ଡି ଉପ କାରାଗାରରୁ ହୋଇଥିବା ବେଳେ ଜଣେ ପାରଳା ପୌର ପରିଷଦରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି । ୭ ଜଣଙ୍କୁ
Read More...

ସମ୍ବଲପୁରରେ ଆଜି ୩୮ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୩୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୨୬୯ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମୃତ ଓ ୬୯୩
Read More...

ବଢି ଚାଲିଛି ସଂକ୍ରମଣ, ବୌଦ୍ଧ ଜିଲ୍ଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୩/୮ - ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ
Read More...

ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ବିଶ୍ୱ ଯୁବ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ବିଶ୍ୱ ଯୁବ ଦିବସ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଯୁବକଯୁବତୀମାନେ ଆମ ଦେଶ ଓ ବିଶ୍ୱର ଭବିଷ୍ୟତ ଏବଂ ଆଜିର
Read More...

ରେକର୍ଡ : ଆଜି ୩୦ ଜିଲ୍ଲାରୁ ୧୯୮୧ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛ । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ଟେଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହି କ୍ରମରେ ୨୪ ଘଣ୍ଟା ମଧ୍ୟରେ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ଭିମସାରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ଭିମସାରରେ ଗତକାଲି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି, ଅବଶ୍ୟ ସେ ୨୨ ବର୍ଷୀୟ ଯୁବକ ଜଣକ ସମ୍ବଲପୁର ଜିଲ୍ଲା ନିବାସୀ ନ ହୋଇ ବରଗଡ଼ରୁ ଆସିଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ରାଜଘାଟଠାରେ ତାଙ୍କର ଦାହ ସଂସ୍କାର କରାଯାଇ ଏ ବିଷୟରେ ବରଗଡ଼କୁ
Read More...