Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଲଝାର୍ ଫାର୍ମ, ଆଶ୍ୱିନ ମାସରେ ଚାଲିଛି ପଲ୍ହା ମରା କାମ
ବୌଦ୍ଧ,୧୫/୯ –ବୌଦ୍ଧବ୍ଲକ୍ ବଘିଆପଡା ନିକଟରେ ଥିବା କୃଷି ବିଭାଗର ପାଲଝାର୍ ଫାର୍ମ କିଛି ବର୍ଷ ହେଲା ସବୁବେଳେ ଚର୍ଚ୍ଚାରେ । ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଦୁର୍ନୀତି ହେଉ କି ଫାର୍ମ ପରିଚାଳନାରେ ଅବହେଳା ହେଉ ସବୁ ବେଳେ ଆଲୋଚନାର ଖୋରାକ୍ ଯୋଗାଇ ଆସୁଛି ଏ ସରକାରୀ ଫାର୍ମ ।!-->…
Read More...
Read More...
ଗାଆଁ ଦାଣ୍ଡରେ କେନାଲ ପାଣିର ସୁଅ ଛୁଟୁଛି !
ବୌଦ୍ଧ,୧୫/୯ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗାଆଁ ଦାଣ୍ଡରେ ଅନବରତ ବୋହି ଚାଲିଛି ସାଲୁଙ୍କୀ ଜଳ ସେଚନ ପ୍ରକଳ୍ପର କେନାଲ ପାଣି । କେନାଲ ମରାମତିରେ ଅବହେଳା ଓ ଜଳ ସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି!-->…
Read More...
Read More...
ରାଜ୍ୟରେ ପୁଣି ୩୬୪୫ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ପ୍ରତିଦିନ ଦୁର୍ଘଟଣା, କରଡାକୋଠା ପାଲଟିଛି ଡେଥ୍ ଜୋନ !
ବୌଦ୍ଧ,୧୫/୯ - ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ନିକଟରେ ପ୍ରତିଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ସେଥିପାଇଁ କରଡାକୋଠାକୁ ଦୁର୍ଘଟଣା ପ୍ରବଣ ଅଂଚଳ ବା ଡେଥ ଜୋନ ଭାବେ ଲୋକେ ଅଭିହିତ କଲେଣି ।ଗତକାଲି ସକାଳେ ଭାରସାମ୍ୟ!-->…
Read More...
Read More...
ଡିକି ଭାଙ୍ଗି ୭୬ ହଜାର ଲୁଟ
ବୌଦ୍ଧ,୧୪/୯ - ଆଜି ଅପରାହ୍ନ ସମୟରେ ହରଭଙ୍ଗା ବ୍ଲକ୍ ତିଲେଶ୍ୱର ବଜାର ନିକଟରୁ ଜଣେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ୭୬ ହଜାର ୩ ଶହ ଟଂକା ଦୃବୁର୍ତ୍ତମାନେ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ ପ୍ରତାପ କିଶୋର ବେହେରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଟଂକା!-->…
Read More...
Read More...
ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍ଚିଟ୍ ସତ୍ୟ, ନ୍ୟାୟ ଓ ଧର୍ମର ବିଜୟ- ଆଶୀର୍ବାଦ
କଟକ : ବହୁଚର୍ଚ୍ଚିତ କଟକ ବାରବାଟୀ ପ୍ୟାଲେସ ମାମଲାରେ ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନଚିଟ୍ ମିଳିଛି । ଏକ ଲମ୍ବା ଆଇନଗତ ଲଢେଇପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ରାୟ ଆଶୀର୍ବାଦଙ୍କୁ ଆଶ୍ୱସ୍ତି ଦେଇଛି । ବିଳମ୍ବ ହେଲେ ବି ଶେଷରେ ସତ୍ୟର ବିଜୟ ହୋଇଛି । ଭାରତୀୟ ଆଇନ ବ୍ୟବସ୍ଥା!-->…
Read More...
Read More...
ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ
ବୌଦ୍ଧ,୧୪/୯ - ଆଜି ସାରା ରାଜ୍ୟ ସମେତ ବୌଦ୍ଧ ଜିଲ୍ଲାରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ୪ ଗୋଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ବୌଦ୍ଧସ୍ଥିତ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ!-->…
Read More...
Read More...
ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି ତଦନ୍ତ ଦାବୀ କଲେ ମୃତକଙ୍କ ପରିବାରବର୍ଗ
ବଲାଙ୍ଗୀର,୧୪/୯ - ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି । ହତ୍ୟାରେ ପତ୍ନୀ ଓ ତାଙ୍କ ପରିବାର ସଂପୃକ୍ତଥିବା ଅଭିଯୋଗ କରି ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ମୃତକ ରାଜେନ୍ଦ୍ର କଲେଜ ଜୁନିଅର ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ପରିବାର ପକ୍ଷରୁ!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୭୮ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ,୧୪/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୯୨୨ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୪୨୨ ଜଣ ସୁସ୍ଥ ହୋଇ!-->…
Read More...
Read More...
ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ କରୋନା ବିଷମ ପରିସ୍ଥିତି ସୃଷ୍ଟି କରିଛି
ବୌଦ୍ଧ,୧୪/୯ - ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କରୋନା ସଂକ୍ରମଣରେ ବୌଦ୍ଧ ସହରାଞ୍ଚଳ ସମସ୍ତଙ୍କ ଠାରୁ ଆଗରେ । ପ୍ରତିଦିନ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଜିଲ୍ଲାର କିଛି ନିର୍ଦ୍ଦିିଷ୍ଟ!-->…
Read More...
Read More...