Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଉଁଶୁଣୀ : ଛେଳିବାହାଲରେ ପାନୀୟଜଳ ସଂକଟ
ବାଉଁଶୁଣି /ବୌଦ୍ଧ,୯/୮: ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେଳିବାହାଲ୍ ଗ୍ରାମରେ ପାନୀୟ ଜଳର ଘୋର ସଂକଟ ଦେଖା ଦେଇଛି । ଲୋକେ ପାଣି ପାଇଁ ଗ୍ରାମରୁ ପ୍ରାୟ ଏକ କିଲୋମିଟର ରାସ୍ତା ଯିବାକୁ ପଡୁଛି । ଗ୍ରାମରେ ଥିବା ସମସ୍ତ ତିନିଗୋଟି ନଳକୂପ ଗୋଟିଏ ପରେ ଗୋଟିଏ ଖରାପ!-->…
Read More...
Read More...
ହୀରାଞ୍ଚଳର ପ୍ରଭାବ, କରଡିରେ ପହଞ୍ଚିଲେ ବନବିଭାଗ
ବୌଦ୍ଧ, ୯/୮ - ଗତ ଦୁଇ ଦିନ ଧରି ହରଭଙ୍ଗା ବ୍ଲକ୍ କରଡି ଗ୍ରାମ ନିକଟରେ ଗୋଟିଏ କୁମ୍ଭୀର ମହାନଦୀ ଘାଟରେ ଦେଖା ଯାଉଥିବା ଖବର ପ୍ରଥମେ ହୀରାଞ୍ଚଳ ଲାଇଭ୍ରେ ଫଟୋସହ ପ୍ରକାଶ ପାଇଥିଲା ।
ବନବିଭାଗ ଘଟଣାସ୍ଥଳରେ ପହଞ୍ଚିି ନଥିବା ଖବର ପ୍ରକାଶିତ ହେବା ପରେ ଆଜି ସକାଳେ ବୌଦ୍ଧ ବନଖଣ୍ଡର!-->!-->!-->!-->!-->…
Read More...
Read More...
ଗାନ୍ଧୀଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ,୯/୮ -ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଞ୍ଚ଼ାୟତର ଗାନ୍ଧୀଗ୍ରାମ ଗ୍ରାମ ନିକଟରୁ ଗତକାଲି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୮ ତାରିଖ ଠାରୁ ୧୦ ତାରିଖ ଯାଏଁ ୭୨ ଘଣ୍ଟାପାଇଁ ଲାଣ୍ଡିବନ୍ଧ ପାୱାର ହାଉସ୍ଛକ ଠାରୁ ଗାନ୍ଧୀଗ୍ରାମ ପର୍ଯ୍ୟନ୍ତ ଅଞ୍ଚଳକୁ ସରପଞ୍ଚ ଅପରାଜିତା ବେହେରା!-->…
Read More...
Read More...
ଭିମସାରରେ କରୋନା ପ୍ରକୋପ ବଢ଼ିଚାଲିଛି: ପୁଣି ସାତ ଜଣ ଡାକ୍ତର ଓ ଦୁଇ ଜଣ ନର୍ସ ସ°କ୍ରମିତ
ସମ୍ବଲପୁର: ସମଗ ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରୈ କରୋନା ପ୍ରକୋପ କମ ହେଉନାହିଁ ଓ ନିତିଦିନ ବଢ଼ିଚାଲିଛି । ଏସଙ୍କ୍ରାନ୍ତରେ ମିଳିଥିବା ସୂଚନା ଅନୁସାରେ ଗତକାଲି ସେଠାରେ ପୁଣି ୭ଜଣ ଡାକ୍ତର ଓ ୨ ଜଣ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ପୂର୍ବରୁ!-->…
Read More...
Read More...
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପାହାଡରୁ ଝରୁନି ପାଣି ! ଡମକୁଜୁ ଡ୍ୟାମ ଜଳସ୍ତର ନିମ୍ନଗାମୀ, ଚିନ୍ତାରେ ଚାଷୀ
ହରଭଙ୍ଗା: ହରଭଙ୍ଗା ବ୍ଲକଟି ଦୁର୍ଗମ ବଣ, ପାହାଡ ଘେରା ଆଦିବାସୀ ବହୁଳ ତଳଗାଁ ପଞ୍ଚାୟତର ଡମକୁଜୁଠାରେ ୧୯୭୨ ମସିହାରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ଡମକୁଜୁ କ୍ଷୁଦ୍ର ଜଳସେଚନ ଡ୍ୟାମ ନିର୍ମାଣ କରାଯାଇଥିଲା ଏବଂ ୧୯୭୬ ମସିହାରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।!-->…
Read More...
Read More...
ଗଜପତିରେ ୮୫ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୯/୮ - ଗଜପତିରେ ଆଜି ପୁଣି ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୮ଜଣ ,ଗୁମ୍ମା ବ୍ଳକରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୫ଜଣ, ପାରଳା ପୌରପରିଷଦରୁ ୩୦ ଜଣ, କାଶୀନଗର ବ୍ଲକରୁ ୮ଜଣ, ମୋହନା ବ୍ଳକରୁ ୨୦ଜଣ, ଆର ଉଦୟଗିରି!-->…
Read More...
Read More...
କରୋନାଠୁ ଅଧିକ ଦାଉ ସାଧିଲା ଲଘୁଚାପ ବର୍ଷା କୃଷ୍ଣଚନ୍ଦ୍ରଙ୍କ ଗୁହାରି ଶୁଣିବ କିଏ ?
ବାଲିଗୁଡା,୯/୮ – କରୋନା ନିଆଁରେ ସମଗ୍ର କନ୍ଧମାଳ ଜଳୁଥିବାବେଳେ କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡା ପଞ୍ଚାୟତରୁ ଆସିଛି ଏକ କରୁଣ ଚିତ୍ର । ଏହି ପଞ୍ଚାୟତରେ ଜୀବନ ଜୀବିକା ପାଇଁ ଲଢେଇ କରି ବଞ୍ଚିବାକୁ ଶ୍ରେୟସ୍କର ମନେକରୁଥିବା କୃଷ୍ଣଚନ୍ଦ୍ର ସାହୁଙ୍କ ପରିବାର ବାସ କରୁଥିବା ଝୁଂପୁଡି!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ପୁଣି ୧୪ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ସଦ୍ୟତମ ସ୍ଥିତି ଅନୁସାରେ ବର୍ତ୍ତମାନ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ତଥା ଏମାନଙ୍କ ମଧ୍ୟରେ ୨ ଜଣଙ୍କ!-->…
Read More...
Read More...
ରାଜ୍ୟରେ ପୁଣି ୧୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ନୂଆ ୧୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୪୫୯୨୭କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୦୭୫ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୫୯ଜଣ ଲୋକାଲ କଣ୍ଟାକ୍ଟ ବୋଲି ରାଜ୍ୟ ସୂଚନା!-->…
Read More...
Read More...
ଜାଗ୍ରତ କନ୍ଧମାଳ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ
ଫୁଲବାଣୀ,୯/୮ : ଆଜି ଜାଗ୍ରତ କନ୍ଧମାଳ ପକ୍ଷରୁ ଖଜୁରିପଡା ବ୍ଲକର ପିରିକୁଡ଼ି ଗ୍ରାମପଞ୍ଚାୟତର ବେଡାଙ୍ଗପାଜୁ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ଏଥିରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ମାନେ ଯୋଗଦେଇଥିଲେ । ସମସ୍ତେ ମାସ୍କ ପିନ୍ଧି ସାନିଟାଏଜର ସହିତ ଆଦିବାସୀ ଏକତା ବଜାୟ!-->…
Read More...
Read More...