Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୋଟର କର୍ମଚାରୀ ସଂଘର ସଭାପତି ହେଲେ ନୃସିଂହ ଚରଣ ପଟ୍ଟନାୟକ
ପାରଳାଖେମୁଣ୍ଡି,୧୩/୯- ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପୂର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ ଚୟନ ହୋଇଛନ୍ତି । ପୂର୍ବତନ ସଭାପତି ପି କ୍ରିଷ୍ଣାଙ୍କ ଦେହାନ୍ତ ପରେ ଏହି ପଦବୀଟି ଖାଲି ପଡିଥିଲା । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ!-->…
Read More...
Read More...
ଗଦାପୁରଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ କାଉଣ୍ଟର ଉଦଘାଟନ
ଦାରିଙ୍ଗବାଡି,୧୩/୯: ଦାରିଙ୍ଗବାଡି ବ୍ଲକ ଗଦାପୁର ଠାରେ ଗତକାଲି ସନ୍ଧ୍ୟାରେ ଷ୍ଟେଟବ୍ୟାଙ୍କ ଏଟିଏମ୍ କାଉଣ୍ଟର ଶୁଭ ଉଦଘାଟନ ହୋଇଛି । ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ଅଞ୍ଚଳରେ ଥିବା ଆଠଟି ଗ୍ରାମ ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର,!-->…
Read More...
Read More...
ପୁଣି ରାଜ୍ୟରେ ୩୯୧୩ ପଜିଟିଭ ଚିହ୍ନଟ, ଆଉ ୧୦ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦୮୦୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍!-->…
Read More...
Read More...
ପୁଣି ଲାଗିଲା ମାଓ ପୋଷ୍ଟର : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ
ବାଲିଗୁଡ଼ା: କିଛି ଦିନର ନୀରବତା ପରେ ପୁଣି ନାଲି ଆଖି ଦେଖେଇଲା ମାଓ ସଙ୍ଗଠନ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । କୁର୍ତ୍ତମଗଡ଼ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ଦିଆଯାଇଛି ପୋଷ୍ଟର ମଧ୍ୟମରେ । କୁର୍ତ୍ତମଗଡ଼ର ବିଭିନ୍ନ!-->…
Read More...
Read More...
ବୈଷୟିକ ତ୍ରୁଟି ଯୋଗୁଁ ପହଞ୍ଚି ପାରୁନାହିଁ କେନାଲପାଣି !
ବୌଦ୍ଧ,୧୩/୯ - ବାଘନଦୀ କେନାଲର ପାଣି ବୈଷୟିକ ତ୍ରୁଟିଯୋଗୁଁ ତଳ ମୁଣ୍ଡରେ ପହଞ୍ଚି଼ି ପାରୁନାହିଁ ବୋଲି ଅନେକ ଗ୍ରାମର ଚାଷ ଜମିକୁ କେନାଲ ପାଣି ପହଞ୍ଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଘ କେନାଲର ଆୟକଟ ଅଂଚଳ ମଧ୍ୟରେ ଥିବା ବଡ଼ମାଲ୍ -ଖଇରମାଲ୍ -!-->…
Read More...
Read More...
ପାଟଣାଗଡ ବିଧାୟକଙ୍କୁ କରୋନା
ପାଟଣାଗଡ: ପାଟଣାଗଡ ବିଧାୟକ ସରୋଜ କୁମାର ମେହେର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ମୋ କରୋନା ଟେଷ୍ଟ କରାଇଥିଲା, ତାହା ପଜିଟିଭ ଆସିଛି । ସେ ସୁସ୍ଥ ଅଛନ୍ତି ତାଙ୍କ ପାଖରେ କୋଭିଡ-୧୯ର କୌଣସି ଲକ୍ଷଣ ନାହିଁ!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍
ବୌଦ୍ଧ,୧୩/୯ - ଆଜି ରାତି ପ୍ରାୟ 2 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଲୁଣିବାହାଲ୍ ଗ୍ରାମ ପଂଚାୟତର ବଡ଼ବନ୍ଧ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ଚାରିଛକ ଆଡକୁ ଯାଉଥିବା ଗୋଟିଏ କାର୍ ଓଡି!-->!-->!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ଆଜି ୧୧୨ ନୂଆ ପଜିଟିଭ ଚିହ୍ନଟ: ସମୁଦାୟ ଆକ୍ରାନ୍ତଙ୍କ ସ°ଖ୍ୟା ହେଲା ୩୮୩୪
ସମ୍ବଲପୁର,୧୨/୯- ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ନେଇ ଏପର୍ଯ୍ୟନ୍ତ ଜିଲ୍ଲା ରେ ସମୁଦାୟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୮୪୬ ରେ ପହଞ୍ଚିଲା । ଗତ ୨୪ ଘଣ୍ଟା ମଧ୍ୟରେ ଏମାନଙ୍କ!-->…
Read More...
Read More...
ନେହେରୁ ଯୁବକେନ୍ଦ୍ର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୧୨/୯- ଗଜପତି ଜିଲ୍ଲା ନୂଆଗଡ ବ୍ଳକ ଅନ୍ତର୍ଗତ କେରେଡାଙ୍ଗ ଗ୍ରାମ ପଞ୍ଚାୟତର ପାଳପୁର ଗ୍ରାମରେ କେନ୍ଦ୍ର ସରକାରଙ୍କର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ତତ୍ତା୍ୱବଧାନରେ ପାଳପୁର!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୦୩୨
ବୌଦ୍ଧ,୧୨/୯ - ବୌଦ୍ଧଜିଲ୍ଲାରେ ଆଜି ପୁଣି ୨୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୧୦୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା!-->…
Read More...
Read More...