Browsing Category

ରାଜ୍ୟ

ସାମାଜିକ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ସ୍ୱୟଂ ଚାଳିତ ସାନିଟାଇଜେସନ ମେସିନ ସ୍ଥାପନା ଓ ସେବା ସମ୍ମାନ ପ୍ରଦାନ

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶ୍ରୀମତୀ ପୁଷ୍ପିତା ମହାପାତ୍ର ଙ୍କ ସହଯୋଗ ରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ର, କଟକ ଠାରେ ଏକ ସ୍ୱୟଂ ଚାଳିତ ହାତ ସାନିଟାଇଜେସନ ମେସିନ ସ୍ଥାପନ କରାଯାଇଛି। ଶିଶୁ କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ଶ୍ରୀ ପ୍ରଦୀପ ବେହେରା ଙ୍କ ସହଯୋଗ
Read More...

ମହାନଦୀର କରଡ଼ି ଘାଟରେ କୁମ୍ଭୀର ଆତଙ୍କ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତ କରଡ଼ି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକେ କୁମ୍ଭୀର କୁ ଦେଖିବା ପରେ ଗାଧୁଆପାଧୁଆ ପାଇଁ ନଦୀକୁ ଯିବାକୁ ଭୟ କରୁଛନ୍ତି |
Read More...

୩ ପଜିଟିଭ ଚିହ୍ନଟ ପରେ ଖୁଣ୍ଟବନ୍ଧ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ,୮/୮ - ଆଜି ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଖୁଣ୍ଟବନ୍ଧ ଗ୍ରାମରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବ ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ସକାଳ ୬ ଘଣ୍ଟା ଠାରୁ ତା ୧୦. ୮. ୨୦୨୦ ମଧ୍ୟରାତ୍ରୀ
Read More...

ବନ୍ୟାର ବର୍ଷେ ପରେ ମଧ୍ୟ ସୁଧୁରିନାହିଁ ରାସ୍ତାଅବସ୍ଥା , ଫସିଲା ଆମ୍ବୁଲାନସ

ବଲାଙ୍ଗୀର,୮/୮- ଗତବର୍ଷ ଅଗଷ୍ଟ ମାସରେ ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ବନ୍ୟାକୁ ବର୍ଷେ ପୁରିଯାଇଛି । ରାଜନୀତି ତାତି ଥଣ୍ଡା ହୋଇଛି । କିନ୍ତୁ ବନ୍ୟାରେ ଗାତ ହୋଇଥିବା ଅନ୍ୟତମ ମୁଖ୍ୟ ରାସ୍ତା ସାତମାଇଲରୁ ଜାମଗାଁ ଦୂରାବସ୍ଥା ଯେଷାକୁ ତେଷା । ବଲାଙ୍ଗୀର ସୋନପୁର ଏନ୍‌ ଏଚ୍‌ ସାତମାଇଲ ଠାରୁ
Read More...

ଗଜପତିରେ ପୁଣି ୩୫ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୫ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୮ଜଣ, ଗୁମ୍ମା ବ୍ଳକରୁ ୮ ଜଣ, ନୂଆଗଡ଼ ବ୍ଳକରୁ ୪ଜଣ, ପାରଳା ପୌର ପରିଷଦରୁ ୧୨ ଜଣ, କାଶୀନଗର ବ୍ଲକରୁ ଜଣେ ମୋହନା ବ୍ଳକ ରୁ ୨ଜଣ
Read More...

ବୌଦ୍ଧ : ଡବଲ୍‌ ସେଞ୍ଚୁରୀ ମାରିଲା କରୋନା

ବୌଦ୍ଧ,୮/୮ - ଆଜି ପୁଣି ନୂତନ ୭ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ଡବଲ୍‌ ସେଞ୍ଚୁରୀ ମାରିଥିବା ଜଣାପଡିଛି । ପୂର୍ବରୁ ୧୯୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ଜଣ ଚିହ୍ନଟଙ୍କୁ ମିଶାଇ ୨୦୩ରେ ପହଞ୍ଚିଛି । ବୌଦ୍ଧ ବ୍ଲକ୍‌ ବାଉଁଶୁଣୀ ଗ୍ରାମ
Read More...

ରାଜ୍ୟରେ ପୁଣି ୧୬୪୩ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୪୪୧୯୩କୁ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । ଏହି କ୍ରମରେ ଆଜି ରାଜ୍ୟରେ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୨୫ ଲୋକାଲ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଦାସିଙ୍ଗବାଡ଼ିରୁ ୩ ଚିହ୍ନଟ, ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ିରୁ ପଜିଟିଭ ଚିହ୍ନଟ : ଦାରିଙ୍ଗବାଡ଼ି,ଦାସିଙ୍ଗବାଡ଼ି ଓ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ଅଂଚଳରୁ ୩ଜଣ ପଜିଟିଭ ଏବଂ ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ି ରାଜସ୍ୱ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି ।
Read More...

କଣ୍ଟିଆପାଲି ଓ ଟିକିରାପଡା ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ଗ୍ରାମ ପଂଚାୟତର କଣ୍ଟିଆପାଲି ଗ୍ରାମରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ ଆଜି ସକାଳ ୭ ଘଣ୍ଟା ଠାରୁ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ସରପଞ୍ଚ ପରିମିତା ସେଠୀ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେହିପରି ବୌଦ୍ଧ ବ୍ଲକ୍
Read More...

୭୪ ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆନ୍ଧ୍ରବ୍ୟାଙ୍କ ନିଯୁକ୍ତି ତାଲିମ କେନ୍ଦ୍ରଠାରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...