Browsing Category

ରାଜ୍ୟ

ଧାର ଟଂକା ମଗାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ଅଭିଯୋଗ

ବୌଦ୍ଧ - ମନମୁଣ୍ଡା ଥାନା ଝିଙ୍କର ପାଲି ଗ୍ରାମରେ ଧାର ଟଂକା ମଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହେବା ସହ ହତ୍ୟା ଧମକ ଦିଆ ଯାଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାୟୀ ଝିଙ୍କର ପାଲି ଗ୍ରାମର ରଘୁନାଥ କରଙ୍କ ନିକଟରୁ ଗ୍ରାମର ହିମାଂଶୁ କର ବାର ହଜାର ଟଙ୍କା ଧାର ନେଇ ଥିଲେ l
Read More...

ପନ୍ଦର ବର୍ଷ ହେଲା ରାସ୍ତାକୁ ଅଣଦେଖା ଅଭିଯୋଗ

ବୌଦ୍ଧ -ବଉଦ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମରୁ ମୁଣ୍ଡି ପଦରକୁ ଯାଇଥିବା ପଂଚାୟତ ରାସ୍ତାରେ ପନ୍ଦର ବର୍ଷ ହେଲା ମାଟି କିମ୍ବା ମୋରମ ମୁଠାଏ ପଡି ନଥିବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମ
Read More...

ବ୍ଲଡ଼ କ୍ୟାନସର ପିଡିତ ଶିଶୁକୁ ଚିକିତ୍ସା ସହାୟତା ଦାବି

ବୌଦ୍ଧ - ବଉଦ ବ୍ଲକ୍ ବହିରା ଗ୍ରାମ ପଂଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମର ଚାରି ବର୍ଷର ଶିଶୁ ବ୍ଲଡ଼ କ୍ୟାନସର ଭଳି ରୋଗରେ ପୀଡିତ ହେବା ପରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି l ପିତା କାର୍ତ୍ତିକ ବେହେରା ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘ ଦିନ ଧରି ପୁଅର ଚିକିତ୍ସା ପାଇଁ ବୌଦ୍ଧ
Read More...

ବୌଦ୍ଧ : ଆସନ୍ତା ୭ ଦିନ କୋହଳ ହେବ କଟକଣା

ବୌଦ୍ଧ,୭/୮ - ଜନସାଧାରଣଙ୍କ ଆବଶ୍ୟକତାକୁ ଓ ଅନୁରୋଧକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଗାମୀ ସପ୍ତାହ ପାଇଁ ଜିଲ୍ଲାରେ ଲାଗୁ ହୋଇଥିବା କଟକଣାକୁ ଟିକିଏ କୋହଳ କରିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖ ଠାରୁ ୧୬ ତାରିଖ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭
Read More...

କନ୍ଧମାଳରେ ଆଜି ପୁଣି ୧୬କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୭/୮- ଆଜି କନ୍ଧମାଳରେ ପୁଣି ୧୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୭୮୮ରେ ପହଞ୍ଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୪୪୨ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି । ଜିଲ୍ଲାରେ ୩ ଜଣଙ୍କ କରୋନାରେ ମୃତ୍ୟୁ
Read More...

ସରକାରୀ ସୁବିଧାରୁ ବଞ୍ଚିତ ଧାମନଡ଼ଙ୍ଗାବାସୀ

କଣ୍ଟାବାଞ୍ଜି,୭/୮- ସରକାର ଗରିବ ଜନସାଧାରଣଙ୍କ ପେଟକୁ ଆହାର ଲକ୍ଷ୍ୟରେ ଟଙ୍କିକିଆ ଚାଉଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ସେହିପରି ମୁଣ୍ଡ ଗୁଞ୍ଜିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଅଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଅନେକ ଉପକୃତ ହେଉଛନ୍ତି, କିନ୍ତୁ
Read More...

“ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍…

ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ' କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍ ଭାବରେ ବାଣୀବିହାର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିବାରୁ ଓଡିଶା ମୋ
Read More...

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ : ସୃଷ୍ଟି ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପୁଲିସରେ ୯୦୫ଟି ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ୨୨୦ଟି ପୁଲିସ ଷ୍ଟେସନ ପାଇଁ ଏହି ୯୦୫ ପଦବୀ ପୂରଣ ହେବା ସହିତ ୬ଟି ନୂଆ ଆଉଟପୋଷ୍ଟକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ୬ଟି ନୂଆ ଆଉଟପୋଷ୍ଟକୁ ଅଧିକ ମଜବୁତ କରିବାକୁ ନେଇ
Read More...

ଅଗଷ୍ଟ ଶେଷ ସପ୍ତାହରେ ବସିପାରେ ବିଧାନସଭା

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ଆହ୍ୱାନ କରାଯାଇପାରେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେ ନେତା ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା କହିଛନ୍ତି ଯେ, ଦୁଇଦିନ ତଳେ ସେ ବିଧାନସଭାର ଅଧିବେଶନ ଆହ୍ୱାନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ
Read More...

ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ମୌସୁମୀ ବର୍ଷାର ଲୁଚକାଳି ପରେ ଲଘୁଚାପ ବର୍ଷା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସନା ଆଣି ଦେଇଛି । ଆସନ୍ତା ୯ ତାରିଖରୁ ଆସୁଥିବା ଅନ୍ୟ ଏକ ଲଘୁଚାପ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଥିସହ ଆସନ୍ତାକାଲି ପାଇଁ
Read More...