Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିମ୍ସ ସହାୟତାରେ ହେବ ୪୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କେଏସୟୁବି ଭଞ୍ଜନଗରରେ
ଭଞ୍ଜନଗର,୬/୮ - କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସେଥିରେ ୧୦ଟି ଆଇସିୟୁ ବେଡ୍ ରହିବ । ରାଜ୍ୟ ସରକାର!-->…
Read More...
Read More...
ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୨୮
ସମ୍ବଲପୁର,୬/୮- ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁରରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି । ଯଦି ଏପରି ସ୍ଥିତି ଲାଗି ରହେ, ତେବେ ଆଗାମୀ ଦିନରେ ଅବସ୍ଥା ଆହୁରି!-->…
Read More...
Read More...
କିମ୍ସରେ ଯୋଗଦେଲେ ଡା. ବିଧୁକଲ୍ୟାଣ ମହାନ୍ତି ଓ ଡା. ହେମନ୍ତ କୁମାର କର
ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡା. ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର କର କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ଯୋଗ ଦେଇଛନ୍ତି । ଡା. ମହାନ୍ତି କିମ୍ସ କ୍ୟାନ୍ସର ସେଣ୍ଟରର ନିର୍ଦ୍ଦେଶକ ତଥା!-->…
Read More...
Read More...
ବେଦାନ୍ତ ଲିଃ ଝାରସୁଗୁଡ଼ାର ଶିକ୍ଷା କାର୍ଯ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷାର ସଫଳତା
ଝାରସୁଗୁଡା : ବେଦାନ୍ତ ଲିଃ ଝାରସୁଗୁଡା ଏହାର ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛି। ଏହି ଅଞ୍ଚଳରେ ବେଦାନ୍ତର ଦୁଇଟି ମୁଖ୍ୟ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି। ଗୋଟିଏ!-->…
Read More...
Read More...
କଲଭଟକାମ ତ୍ୱରାନ୍ୱିତ ହେଉନାହିଁ, ଯାତାୟାତ ବାଧାପ୍ରାପ୍ତ
ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କୋର୍ଟ ଛକ ଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତାକାମ ତ୍ୱରାନ୍ୱିତ ହୋଇ ପାରୁ ନାହିଁ । ରାସ୍ତାର ଉଭୟ ପାର୍ଶ୍ୱ କାମ ତ୍ୱରାନ୍ୱିତ ନ ହେବାରୁ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର!-->…
Read More...
Read More...
ବୌଦ୍ଧ : ଆଜି ଆଉ ୮ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୬/୮ - ଆଜି ବୌଦ୍ଧ ଜିଲ୍ଲାରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ବୌଦ୍ଧ ଜିଲ୍ଲାରେ ୧୫୪ ଜଣ ପଜିଟିଭ ବାହାରିଥିବା ବେଳେ ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୨ ରେ ପହଞ୍ଚିଲା ।!-->…
Read More...
Read More...
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମିପୂଜନ ପରେ ସମ୍ବଲପୁର ଉତ୍ସବ ମୁଖରିତ, ଆଲୋକମାଳା ସଜାଇ ଲଡୁ ବଣ୍ଟାଗଲା
ସମ୍ବଲପୁର,୬/୮- ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ୱର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି । ସମଗ୍ର ବିଶ୍ୱର କୋଟି କୋଟି ସନାତନ ଧର୍ମାବଲମ୍ବୀଙ୍କ ମନରେ!-->…
Read More...
Read More...
ପାୱାରଫୁଲ୍ ପଞ୍ଚାୟତ ଗୋଛାପଡା ର ରାସ୍ତା ଅବସ୍ଥା ସଙ୍ଗୀନ୍ !
ବୌଦ୍ଧ,୬/୮ -ବୌଦ୍ଧ ବ୍ଲକ୍ ଗୋଛାପଡା ଗ୍ରାମ ପଂଚାୟତ ବୌଦ୍ଧ ବ୍ଲକ୍ କାହିଁକି ସମଗ୍ର ବୌଦ୍ଧ ଜିଲ୍ଲାରେ ପାୱାରଫୁଲ୍ ପଞ୍ଚାୟତ କହିଲେ ଅତ୍ୟୁକ୍ତି ହେବନାହିଁ l ଏହି ଗ୍ରାମ ପଂଚାୟତର ଅଧିବାସୀ ତଥା ଚାରି ନମ୍ବର୍ ଜିଲ୍ଲା ପରିଷଦ ଜୋନର ସଦସ୍ୟା ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷl ପଦରେ!-->…
Read More...
Read More...
ରାସ୍ତା ଅବସ୍ଥା ସୁଧୁରିବ କେବେ ?
ବୌଦ୍ଧ,୬/୮ - ଦୀପ ତଳ ଅନ୍ଧାର ପରି ବୌଦ୍ଧ ଜିଲ୍ଲା ସଦର ମହକୁମା ନିକଟରେ ଥିବା ଅନେକ ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ସାଂଘାତିକ l ଟିକିଏ ବର୍ଷା ହେଲେ ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ନୁହେଁ l ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ଠାରୁ ଗାଆଁ କୁ ଯାଇଥିବା ରାସ୍ତା!-->…
Read More...
Read More...
ଲୋକନାଥ ହତ୍ୟାକାଣ୍ଡ ମାମଲା, ଆଜି ଏସ.ପି. ଅଫିସ୍ ଆଗରେ ଧାରଣା ଦେବ ବିଜେପି
ବୌଦ୍ଧ,୬/୮- ବହୁଚର୍ଚ୍ଚିତ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବିରେ ଗତକାଲି ବିଜେପି ତରଫରୁ କଣ୍ଟାମାଳ ଥାନା ଆଗରେ ଧାରଣା ଦିଆ ଯାଇଥିବା ବେଳେ ଆଜି ବୌଦ୍ଧ ଏସପି ଅଫିସ୍ ଆଗରେ ଧାରଣା ଦିଆଯିବ | କୋଭିଡ ଆଇନକୁ ଅନୁପାଳନ କରି ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୌଦ୍ଧ!-->…
Read More...
Read More...