Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାର୍ – ବାଇକ ମୁହଁlମୁହିଁ ଧକ୍କା, ଜଣେ ଗୁରୁତର
ବୌଦ୍ଧ,୨୮/୮- ଆଜି ସନ୍ଧ୍ୟା ପ୍ରାୟ ଘ 6. 45 ମିନିଟ ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ପଲସାଗୋରା କଲେଜ୍ ଛକ ବୁଲାଣି ନିକଟରେ କାର୍ ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା!-->!-->!-->…
Read More...
Read More...
ସହାୟତା ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ
ବୌଦ୍ଧ,୨୮/୮ - ଆଜି ଦିନ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଢାବା ନିକଟରେ ହୋଇଥିବା ଦୁର୍ଘଟଣା ପରେ ମୃତକ ପରିବାରକୁ ସହାୟତା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକଙ୍କ ପ୍ରତିନିଧି ସହାୟତା ପ୍ରଦାନ ପାଇଁ!-->…
Read More...
Read More...
ମହାନଦୀରେ ବନ୍ୟା ସ୍ଥିତି ଯୋଗୁଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଶୁ ବ୍ୟବସ୍ଥା ବିଷୟରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ…
https://www.youtube.com/watch?v=rLi8XgMi9o8
Read More...
Read More...
କନ୍ଧମାଳରେ ପୁଣି ୩୬କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୩୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୧୦୦ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୧୬୫୯ଜଣ ସୁସ୍ଥ ହୋଇ ସେମାନଙ୍କର!-->…
Read More...
Read More...
ବୌଦ୍ଧ ଜିଲ୍ଲାପାଳଙ୍କ ହରଭଙ୍ଗା ବ୍ଲକ ବନ୍ୟା ଅଞ୍ଚଳ ପରିଦର୍ଶନ
ହରଭଙ୍ଗା : ଆଜି ଲଘୁଚାପର ପ୍ରଭାବ ନାହିଁ । କିନ୍ତୁ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଡ୍ୟାମରୁ ୪୦ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ଯୋଗୁଁ ଆଜି ହରଭଙ୍ଗାରେ ମହାନଦୀ ଉଛୁଳୁଛି ଓ ଏହାର ପ୍ରଭାବରେ ପ୍ରବଳ ବେଗରେ ବନ୍ୟାଜଳ ଗାଁ ମୁହାଁ ହୋଇ ହଜାର ହଜାର ଏକର ଧାନଜମ ଜଳମଗ୍ନ ହେବା ସହ!-->…
Read More...
Read More...
ବୌଦ୍ଧ : ଖାଲୁଆ ଅଂଚଳରେ ପଶିଲା ମହାନଦୀ ପାଣି, ଲୋକେ ଛାଡିଲେ ଘର
ବୌଦ୍ଧ : ଲଗାଣ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଉଦ ସହର ଗାଈଗୋଠ ପଡିଆ ଭିତରକୁ ମହାନଦୀ ପାଣି ପଶିବା ଯୋଗୁଁ ୧୫ ଗୋଟି ପରିବାର ଓ ପୁରୁଣା ଫେରି ଘାଟ ନିକଟରେ ରହୁଥିବା ୭ ଗୋଟି ପରିବାର ଘର ଛାଡି!-->…
Read More...
Read More...
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ
କଣ୍ଟାବାଞ୍ଜି ,୨୮/୮- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ଅବହେଳା ପାଇଁ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଖପାଖ ଅଂଚଳର ଏକମାତ୍ର ଚିକିତ୍ସା କେନ୍ଦ୍ର ହେବା ଯୋଗୁଁ ଅଞ୍ଚଳବାସୀଙ୍କ ଖାଲି ଡାକ୍ତର ପଦବୀ ପୁରଣ ଦାବୀ ପ୍ରତି କାହାରି ନିଘା!-->…
Read More...
Read More...
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଭାକର ତ୍ରିପାଠୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପ୍ରଭାକର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବାର ବିଭାଗୀୟ କର୍ମଚାରୀ ଗଣମାଧ୍ୟମକୁ ଜଣାଇଛନ୍ତି । ଏଥିସହିତ ସଂସ୍କୃତି ବିଭାଗର!-->…
Read More...
Read More...
ଆଜି ସମ୍ବଲପୁରରେ ପୁଣି ୧୨୮ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ଆଜି ପ୍ରଶାସନିକ ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଗତକାଲି ଗୁରୁବାର ଦିନ ୧୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟସଂଖ୍ୟା ୨୫୮୦ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଓ ୧୪୧୩ ଜଣ ସୁସ୍ଥ ହୋଇ!-->…
Read More...
Read More...
ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ
ସମ୍ବଲପୁର : ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ହୋଇପଡିଛି । ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଆଜି ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସେଠାରୁ ୫ଲକ୍ଷ କ୍ୟୁସେକ ଜଳରାଶି ନିଷ୍କାସନ ପାଇଁ!-->…
Read More...
Read More...