Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୦ ଘଣ୍ଟା ଧରି ମନମୁଣ୍ଡା ଅଂଚଳର ୫୦ ଖଣ୍ଡ ଗାଆଁ ଅନ୍ଧାରରେ
ବୌଦ୍ଧ,୨୬/୮ - ଗତକାଲି ଅପରାହ୍ନ ସମୟରୁ ମନମୁଣ୍ଡା ଠାରୁ ଆରମ୍ଭକରି ପଲସାଗୋରା ଲମ୍ବସରୀ ଯାଏଁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡର କର୍ମଚାରୀମାନେ କାହିଁକି ଏଭଳି ପରିସ୍ଥିତି ହୋଇଛି ଓ!-->…
Read More...
Read More...
ସମ୍ବଲପୁର ରେଳମଣ୍ଡଳରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ଆୟୋଜିତ
ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳ ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର-୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ!-->…
Read More...
Read More...
ଗଜପତିରେ ଆଜି ପୁଣି ୪୧ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୬/୮- ଗଜପତିରେ ପୁଣି ୪୧ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୪ଜଣ, ପାରଳା ପୌର ପରିଷଦରୁ ୧୦ ଜଣ,ରାୟଗଡ ବ୍ଳକରୁ ୧୭ଜଣ, କାଶୀନଗର ବ୍ଳକରୁ ୪ ଜଣ,ନୂଆଗଡ଼ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବାର!-->…
Read More...
Read More...
ବର୍ଷାରେ ବେହାଲ ସୁବର୍ଣ୍ଣପୁର
ସୋନପୁର,୨୬/୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ବର୍ଷା ପାଣିରେ ପୁରିଉଠି ସମସ୍ତ ତଳି ଅଞ୍ଚଳରେ ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ଏପରିକି ସହରର ୱ ।ର୍ଡ଼ ନଂ-୧୦ ଅନ୍ତର୍ଗତ ପଟାଭାଡି ଅଞ୍ଚଳରେ!-->…
Read More...
Read More...
ବୌଦ୍ଧ : ଆଜି ୪ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୬/୮ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଯେଉଁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଚାରିଛକର ୨ ଜଣ, ଗମ୍ଭାରୀ ପଦର ଗ୍ରାମର ୧ ଜଣ ଓ ବୌଦ୍ଧ!-->…
Read More...
Read More...
ହରଭଙ୍ଗା ବ୍ଲକରେ ଲଗାଣ ବର୍ଷାରେ ସ୍ଥିତି ବେହାଲ୍ ,୧୦ଟି ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ
ବୌଦ୍ଧ,୨୬/୮ - ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ବାମଣ୍ଡା!-->…
Read More...
Read More...
ଆଜି ସମ୍ବଲପୁର ଜିଲ୍ଲାରେ ୧୦୭ ଜଣ ନୂଆ ପଜିଟିଭ ଚିହ୍ନଟ ଏକ୍ଟିଭ ସର୍ଭେଲାନ୍ସ ବେଳେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର…
ସମ୍ବଲପୁର,୨୬/୮- ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧିପାଉଛି ଓ ଏହିକ୍ରମରେ ଆଜି ୩୩୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ଆଜି ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୦୭ ଘୋଷଣା କରାଯାଇଛି ଓ ଏହାକୁ ମିଶାଇ ଜିଲ୍ଲାରେ ମୋଟ!-->…
Read More...
Read More...
ସୂର୍ଯ୍ୟସାରଙ୍କ ପରଲୋକ
ଫୁଲବାଣୀ,୨୬/୮ - ସୋମବାର ରାତିରେ ସୂର୍ଯ୍ୟ ମହାପାତ୍ର ସାର (୬୯ବର୍ଷ)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଫୁଲବାଣୀର ଅମଲାପଡ଼ା ଠାରେ ବାସ କରୁଥିବା ସ୍ୱର୍ଗତ ମହାପାତ୍ର ସୋମବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱରଥିବା ବେଳେ ହଠାତ ରାତ୍ରି ୧୨ଟାରେ!-->…
Read More...
Read More...
କୋଟଗଡ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ଅଣଦେଖା
ବାଲିଗୁଡା,୨୬/୮ - କୋଟଗଡ ପଂଚାୟତ ସମିତିରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରି କରାଯାଉଛି ସଭା ସମିତି । ହେଲେ ଗଣମାଧ୍ୟମକୁ ବେଖାତିର କରି କରାଯାଉଥିବାରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ମନରେ କ୍ଷୋଭ ଦେଖାଦେଇଛି । ହେଲେ ସରକାରୀ!-->…
Read More...
Read More...
ବେଆଇନ ନିଶା ଦ୍ରବ୍ୟ ବ୍ୟବସାୟର ପର୍ଦ୍ଦାଫାଶ ୩୨୫୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ ଓ ୪ଜଣ ଗିରଫ
ସମ୍ବଲପୁର,୨୬/୮- ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଶା ଦ୍ରବ୍ୟ ବ୍ୟବସାୟର ଏକ ରେକେଟ ଧରିବାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏନେଇ ସ୍ଥାନୀୟ ଧନୁପାଲି ପୁଲିସ ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଦୁଇଟି ବାହନ ଓ ୩୨୮୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ କରିଛି ।!-->…
Read More...
Read More...