Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ ନିୟମ ଉଲ୍ଲଙ୍ଘନ,ଦୁଇ ଜଳଖିଆ ଦୋକାନକୁ ବନ୍ଦ କଲା ପ୍ରଶାସନ
ବୌଦ୍ଧ,୧୧/୭ - ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନ ଓ ଜନସାଧାରଣ ମାନଙ୍କ ଉପରେ ଚଢାଉକରି ଜୋରିମାନା ଆଦାୟ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିନଥିବା ଦୁଇଟି ଜଳଖିଆ ଦୋକାନକୁ ୩ ଦିନ ପାଇଁ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ସଟ୍ ଡାଉନ ହେବା ନେଇ ଗୁଜବ
ବୌଦ୍ଧ,୧୦/୭ - କରୋନା ମହାମାରୀ ରାଜ୍ୟରେ ଘୋ ଘୋ ହୋଇ ବଢୁଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ ଘୋଷଣା କରିସାରିଲେଣି । ଆମର ସମସ୍ତ ପଡୋଶୀ ଜିଲ୍ଲା ମାନଙ୍କରେ ମଧ୍ୟ ସାପ୍ତାହିକ ଶନିବାର ଓ ରବିବାର ସଟ୍ ଡାଉନ ଆରମ୍ଭ ହୋଇ ଯାଇଛି । ଅନ୍ୟ ଜିଲ୍ଲା ମାନଙ୍କ ଭଳି!-->…
Read More...
Read More...
ରାସ୍ତାକଡ ମାଂସ ଦୋକାନ ଉପରେ ଚଢାଉ, ଜୋରିମାନା ଆଦାୟ
ବୌଦ୍ଧ,୧୦/୭ – ଆଜି ବୌଦ୍ଧ ସହରରେ ଥିବା ରାସ୍ତା କଡ ମାଂସ ଦୋକାନ ଗୁଡିକ ଉପରେ ବୌଦ୍ଧଗଡ ଏନ.ଏ.ସି.ତରଫରୁ ଚଢାଉ କରି ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ୬୮୫୦ ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏ ଚଢାଉ ଆଗାମୀ ଦିନରେ ମଧ୍ୟ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।!-->…
Read More...
Read More...
ଏସାର ପେଟ୍ରୋଲ ଟାଙ୍କିରେ ଗ୍ରାହକ ଠକାମୀ ର ଶିକାର ! ଟାଙ୍କିରେ ମାପ ଓ ଓଜନ ବିଭାଗର ଚଢ଼ାଉ, ଘଟଣାକୁ ଚାପିଦେବାକୁ…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ଥିବା ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଗ୍ରାହକ ମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି l ଯାହାଫଳରେ ଗତକାଲି ସନ୍ଧ୍ୟାରେ ତରଫରୁ ଜିଲ୍ଲା ମାପ ଓ ଓଜନ ବିଭାଗ ଇନ୍ସପେକ୍ଟର ସାଗରିକା ସାବତ ଏସାର ଟାଙ୍କିରେ ଚଢ଼ାଉ କରିଥିଲେ l!-->…
Read More...
Read More...
ସମର୍ପିତ ଓଡିଶା ,ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର
ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗ ରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ!-->!-->!-->…
Read More...
Read More...
ବୌଦ୍ଧ ହେଲା ନକ୍ସଲମୁକ୍ତ ଜିଲ୍ଲା- ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ
ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲାକୁ ସରକାର ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିବା ସଂପର୍କରେ ଆଜି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ!-->…
Read More...
Read More...
ସେବା ଫାଉଣ୍ଡେସନ ପକ୍ଷରୁ ସହରରେ ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର।
ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଗୋ ବଂଶ ର!-->…
Read More...
Read More...
ସମ୍ବଲପୁରରେ ଆଜି ୨ପଜିଟିଭ ଚିହ୍ନଟ
ସମ୍ବଲପୁର : ଆଜ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଜଣ ପଜିଟିଭ ଚିହ୍ନଟ ହେଲାପରେ ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଫେରିଯିବା ପରେ ବାକି ୬୦ଜଣଙ୍କ ଚିକିତ୍ସା ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ!-->…
Read More...
Read More...
ଭିମସାରରେ ୪ଜଣ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ : ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ୨ଦିନିଆ ସଟଡାଉନ
ସମ୍ବଲପୁର : ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଭିମସାରର ଆଇସୋଲେଶନ ୱାର୍ଡରେ ୨୪ଘଣ୍ଟା ଭିତରେ ଚାରିଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ଚାରିଜଣଙ୍କ ଲକ୍ଷଣ ଅନୁଧ୍ୟାନ କରି ସନ୍ଦିଗ୍ଧ କରୋନା ମାମଲା ଭାବେ!-->…
Read More...
Read More...
ଗଜପତିରେ ପୁଣି ୩୦ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୦/୭- ଗଜପତିରେ ପୁଣି ୩୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ରାୟଗଡ ବ୍ଳକରୁ ୫ ଜଣ, କାଶୀନଗର ବ୍ଳକରୁ ୨ ଜଣ ଓ ଗୋଶାଣୀ ଜଣେ, ମୋହନା ବ୍ଳକରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।!-->…
Read More...
Read More...