Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୭ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ରାୟଗଡ ବ୍ଳକରୁ ୭ ଜଣ, କାଶୀନଗର ବ୍ଳକରୁ ୩ ଜଣ ଓ ପାରଳା ପୌରପରିଷଦରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା । ପଜିଟିଭ!-->…
Read More...
Read More...
ଗଛରେ ପିଟି ହେଲା ବାଇକ, ୨ ଗୁରୁତର
ବୌଦ୍ଧ : ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ନୁଆପାଲି ନିକଟରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଅଂଚଳର ଦୁଇ ଜଣ ବ୍ୟକ୍ତି ବାଇକ ନମ୍ବର ଓଡି ୩୧ଏ୨୯୭୯ ରେ ସୋନପୁର ଅଭିମୁଖେ ଯାଉଥିବା ବେଳେ ମନମୁଣ୍ଡା ଥାନା!-->…
Read More...
Read More...
କୋଭିଡ ନିୟମ ଭାଙ୍ଗି ଟିଉସନ କରୁଥିଲେ, ୧୦ହଜାର ଫାଇନ ଦେଲେ ଶିକ୍ଷକ
ଫୁଲବାଣୀ: ସାରାଦେଶ ଏବେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ ଚିନ୍ତାରେ ଥିବା ବେଳେ କେତେକ ଅମାନିଆ ଲୋକ ଏହାକୁ ବେଖାତିର କରିଚାଲିଛନ୍ତି । ପ୍ରଶାସନ ଦିନ ରାତି ଏକ କରି ଲଢ଼ିଚାଲିଛନ୍ତି ଏପଟେ କିଛି ଶିକ୍ଷକ ମଧ୍ୟ କୋଭିଡ୧୯ ନିୟମକୁ ଅବମାନନା କରିବା ସହ ମତିଭ୍ରମ କରୁଛନ୍ତି । ଏମିତି ଏକ!-->…
Read More...
Read More...
ଚଢିଗଲା ଟ୍ରକ, ଯୁବକ ଗୁରୁତର
ଯୋଡା :ଗୁରୁବାର ପୂର୍ବାହ୍ନରେ ଜୁରୁଡି ପଟୁ ବାଂଶପାଣି ରେଳ ସାଇଡିଂକୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ବାଂଶପାଣିସ୍ଥିତ ଝା ପେଟ୍ରୋଲ ପମ୍ପ ନକଟରେ ଅପରପଟୁ ଆସୁଥିବା ଏକ ମୋଟରସାଇକେଲ ଆରୋହୀଙ୍କ ଉପରେ ଚଢିଯିବାରୁ ଯୁବକ ଜଣଙ୍କ ଗୁରୁତର ହୋଇପଡିଥିବା ଜଣାପଡିଛି । ଟ୍ରକଟି ମୋଟର!-->…
Read More...
Read More...
ଶୀତଳଭଣ୍ଡାର ପୁନରୁଦ୍ଧାର ହେବ କେବେ ?
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ବନପାହାଡ଼ ଘେରରେ ଅବସ୍ଥିତ ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲ୍ଲାରେ ୫ଟି ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥିବା ବେଳେ ୨ଟି ସାଧାରଣ ବ୍ଳକ ଅଟେ । ଜିଲ୍ଲାରେ ବିଭିନ୍ନ ପ୍ରକାର କୃଷି ଜାତ!-->…
Read More...
Read More...
ଭିସୁଟରେ ପୁଣି ୩ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବର୍ତ୍ତମାନ ସତରେ ପରିଣତ ହେଉଛି ଓ ଆଜିର ତିନି ଜଣ ପଜିଟିଭ ଚିହ୍ନଟ ସହିତ ସେଠାରେ ମୋଟସଂଖ୍ୟା ୧୪ରେ ପହଞ୍ଚିଛି ଓ ସମଗ୍ର ସମ୍ବଲପୁର ଜିଲ୍ଲାରେ ଏହା ୧୦୮ ହୋଇଛି । ସେମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଗଲେଣି ଓ ବାକି ୫୮ଜଣଙ୍କର!-->…
Read More...
Read More...
ସୁବର୍ଣ୍ଣପୁର : ଶନିବାର ଓ ରବିବାର ସଟଡାଉନ ସହ ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ
ସୋନପୁର : ଗତକାଲିକୁ ମିଶାଇ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୫ ଜଣ କରୋନା ଆକ୍ରାନ୍ତ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗତକାଲି ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଯୋଗୁଁ ଗୋଷ୍ଠୀ!-->…
Read More...
Read More...
ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ବୁର୍ଲାରେ ଭୟର ବାତାବରଣ : ଅଧ୍ୟାପିକାଙ୍କ ସମ୍ପର୍କ ଯୋଗୁଁ ୧୧ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ "ଭିସୁଟ’ କ୍ୟାମ୍ପସରେ ଜଣେ ଅଧ୍ୟାପିକାଙ୍କ ଅବହେଳାରୁ ଏପର୍ଯ୍ୟନ୍ତ ୧୧ଜଣ ପଜିଟିଭ ଚିହ୍ନଟ ହେଲେଣି ଓ ଏହି ସୂଚୀ ଆହୁରି ଆଗକୁ ଯିବ, ଏଥିରେ କୌଣସି ଶଙ୍କା ନାହିଁ । ତାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସି ପ୍ରଥମେ ୫ଜଣ ପଜିଟିଭ ଚିହ୍ନଟ ହେଲାପରେ ଆଉ!-->…
Read More...
Read More...
ପାରଳାରେ ତିନିଦିନିଆ ସଟଡାଉନ ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ଶୁକ୍ରବାର,ଶନିବାର ଓ ରବିବାର ତିନି ଦିନ ପାରଳାଖେମୁଣ୍ଡି ସହରକୁ ସଟଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଗଜପତି ଜିଲ୍ଲାପାଳ!-->…
Read More...
Read More...
କୋଭିଡ୍-୧୯ରୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ବେଦାନ୍ତ ଝାରସୁଗୁଡ଼ାର କଡ଼ା ପଦକ୍ଷେପ
ଝାରସୁଗୁଡ଼ା: ଓଡ଼ିଶାରେ ବଢ଼ୁଥିବା କୋଭିଡ୍-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷ ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଏହାର କର୍ମଚାରୀ, ପରିବାର ଏବଂ ବ୍ୟବସାୟୀ ସହଭାଗୀମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଝାରସୁଗୁଡ଼ାସ୍ଥିତ ଏହାର ଆଲୁମିନିୟମ ସ୍ମେଲ୍ଟରରେ!-->…
Read More...
Read More...