Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୁକୁର କାମୁଡାରେ ବାଳକ ଆହତ
ବୌଦ୍ଧ,୪/୭ -ବୌଦ୍ଧବ୍ଲକ୍ ଅନ୍ତର୍ଗତ ବହିରା ଗ୍ରାମ ବାଘସାହିର ନବୀନ ବାଘଙ୍କ ୧୧ ବର୍ଷର ପୁଅ ଶ୍ରୀରାମ ବାଘକୁ ଗତକାଲି ସନ୍ଧ୍ୟାରେ କୁକୁର କାମୁଡି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଘସାହିର ଜଣେ ବ୍ୟକ୍ତି ପୋଷିଥିବା ଏକ କୁକୁର କୌଣସି କାରଣ ନଥାଇ ଷଷ୍ଠଶ୍ରେଣୀର ଛାତ୍ର!-->…
Read More...
Read More...
ବୌଦ୍ଧ- ଶିକ୍ଷା ବିଭାଗରେ ପଦୋନ୍ନତି ଭେଳିକି !
ବୌଦ୍ଧ,୪/୭ -ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟକଳାପ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଜିଲ୍ଲା ଶିକ୍ଷା ଅଧିକାରୀ କର୍ମଚାରୀଙ୍କ ପଦୋନ୍ନତି ସମ୍ପର୍କରେ ଯାହାବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉଛନ୍ତି ସବୁ ବିବାଦୀୟ ଓ ସନ୍ଦେହଜନକ ବୋଲି କର୍ମଚାରୀମାନେ ଅଭିଯୋଗ କରିଆସୁଛନ୍ତି । ଗତକାଲି!-->…
Read More...
Read More...
ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଗଲା ସର୍ଟ ଡାଉନ ନିୟମ ଖଜୁରିପଡା ବ୍ଲକରେ
ଖଜୁରୀପଡ଼ା,୩/୭: କରୋନା ସଂକ୍ରମଣର ଭୟାଭୟତା ଏବଂ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିୟମ ପାଳନ କରିବା ପାଇଁ ଆଜି ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ରାଜସ୍ୱ ନିରୀକ୍ଷକ ଅମିୟ ଭୂଷଣ ରାମ୍ ପ୍ରମୁଖ ଖଜୁରୀପଡ଼ା ସଦରମହକୁମା ସମେତ ବିଭିନ୍ନ ଅଂଚଳରେ ଡାକବାଜି ଯନ୍ତ୍ର!-->…
Read More...
Read More...
ବିଇଡି ଭିତ୍ତିରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ
ବୌଦ୍ଧ, ୩/୭- ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ତାଲିକାକୁ କେନ୍ଦ୍ରକରି ଜିଲ୍ଲାରେ ବିଇଡି ଭିତ୍ତିରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧୀଶଙ୍କୁ ଅଭିଯୋଗ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ!-->…
Read More...
Read More...
ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ
ଭୁବନେଶ୍ୱର: ଭିଏସ୍ଏସ୍ ନଗରଠାରେ ଆଜି ପ୍ରବିତ୍ର ସୁନାବେଶ ଅବସରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଲୋଗୋ ଉନ୍ମୋଚନ କରାଗଲା ଏବଂ ଆଗାମୀ ଦିନରେ କିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇପାରିବ । ସେଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ପ୍ରଥମ କାର୍ଯ୍ୟକ୍ରମ ଭାବେ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ଆଜି ୮ଜଣ ପଜିଟିଭ ଚିହ୍ନଟ ସହିତ ମୋଟ ସଂଖ୍ୟା ହେଲା ୬୪
ସମ୍ବଲପୁର,୩/୭- ଆଜି ଆଉ ୮ଜଣ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୬୪ରେ ପହଞ୍ଚିଲା । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଲା ପରେ ବାକି ୪୦ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଆଜି ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୩ଜଣ!-->…
Read More...
Read More...
ମାଲବାହୀ ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମା ମୃତ, ପୁଅ ଗୁରୁତର
ବାଲିଗୁଡ଼ା, ୩/୭: କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ଥାନା ଝରିଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ମାଲବାହୀ ଟ୍ରକ ତଳେ ଚାପିହୋଇ ବାଇକ ଆରୋହୀଙ୍କ ମା ମୃତ୍ୟୁବରଣ କରିଥିବାବେଳେ ପୁଅ ଗୁରୁତର ଆହତ ହୋଇଛ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ସୂଚନା!-->…
Read More...
Read More...
ମାଲବାହୀ ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମା ମୃତ, ପୁଅ ଗୁରୁତର
ବାଲିଗୁଡ଼ା, ୩/୭: କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ଥାନା ଝରିଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ମାଲବାହୀ ଟ୍ରକ ତଳେ ଚାପିହୋଇ ବାଇକ ଆରୋହୀଙ୍କ ମା ମୃତ୍ୟୁବରଣ କରିଥିବାବେଳେ ପୁଅ ଗୁରୁତର ଆହତ ହୋଇଛ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ସୂଚନା!-->…
Read More...
Read More...
ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୧ତମ ବନ ମହୋତ୍ସବ
ଦାରିଙ୍ଗବାଡ଼ି, ୩/୭: ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୧ତମ ବନ ମହୋତ୍ସବ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ସଦପାଙ୍ଗା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତିଲୋରୀ ସରପଞ୍ଚ ବିଷ୍ଣୁ ଚରଣ ପ୍ରଧାନ ମୁଖ୍ୟଅତିଥି!-->…
Read More...
Read More...
ଗଜପତିରେ ପୁଣି ଗୋଟିଏ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୩/୭- ଗଜପତିରେ ପୁଣି ଗୋଟିଏ ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାରଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। କାଶୀ ନଗର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେସେଠାରୁ ତାଙ୍କର ସ୍ୱାବ କରାଯାଇଥିଲା ସ୍ୱାବରେ ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ କୋଭିଡ଼ି!-->…
Read More...
Read More...