Browsing Category

ରାଜ୍ୟ

ସାପ କାମୁଡାରେ ସାପ ଧରାଳୀଙ୍କ ମୃତ୍ୟୁ

ବୌଦ୍ଧ,୩/୭ - ଜଣେ ସାପ ଧରାଳୀଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତର ଡୁମୁରିମୁଣ୍ଡା ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବୀରନରସିଂହପୁର ଗ୍ରାମ ପଂଚାୟତ ସୁବଳୟା ଗ୍ରାମରେ ଗତ ରାତିରେ ଜଣେ
Read More...

ବିନା ଭୋଜିରେ ବାହାଘର, ନିରାଶ ହୋଇ ଫେରିଲେ ଅତିଥି !

ବୌଦ୍ଧ,୩/୭ : ଲକ ଡାଉନ୍ ସମୟରେ ୫୦ ଜଣ ଲୋକ ମଧ୍ୟରେ କୋଭିଡ୍ ନିୟମକୁ ମାନି ବିବାହ ଆୟୋଜନ ପାଇଁ ଅନୁମତି ଦେଉଛି ଜିଲ୍ଲା ପ୍ରଶାସନ । ରେଡକ୍ରସକୁ ଚାନ୍ଦା ଦେଇ ଜିଲ୍ଲାରେ ବିବାହ ପାଇଁ ୬୦୦ରୁ ଅଧିକ ଲୋକ ଜୁନ୍ ଶେଷ ସୁଦ୍ଧା ଅନୁମତି ନେଇ ବିବାହ କରି ସାରିଛନ୍ତି । ଗତକାଲି ବୌଦ୍ଧ ସହର ୭
Read More...

ବୌଦ୍ଧ : ଲକ୍ ଡାଉନର ସମୟକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ

ବୌଦ୍ଧ,୩/୭ : ଜୁଲାଇ ମାସ ପହିଲାରୁ ଦେଶରେ ଲାଗୁ ହୋଇଛି ଅନଲକ-୨, ଯେଉଁଥିରେ କି ଲକ୍ ଡାଉନର ସମୟକୁ ଆଉ ଟିକେ କୋହଳ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ମଧ୍ୟ ନିଜ କ୍ଷମତା ବଳରେ ରାଜ୍ୟରେ ଲକ୍ ଡାଉନର ସମୟକୁ ହ୍ରାସ କରିଛନ୍ତି । ଅନଲକ- ୧ରେ ସନ୍ଧ୍ୟା ୭ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା
Read More...

ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ପକ୍ଷରୁ ପ୍ରଥମ କରୋନା ଯୋଦ୍ଧା ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ବୋର୍ଡ ସଭାପତି ଆଲୋକ କୁମାର ବୋଷ ପୁଷ୍ପଗୁଚ୍ଛଉପଢୌକନ ଓ ମାନପତ୍ର
Read More...

 ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳର ପୋଲିସ୍ ଏକ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ବିପୁଳ ବିସ୍ଫୋରକ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସପି ପ୍ରତିକ୍ ସିଂ ଙ୍କ ନିର୍ଦ୍ଦେଶରେ ଏସଓଜିର ଏକ ଟିମ୍ ଫିରିଙ୍ଗିଆ ବ୍ଳକ ସୁମରବନ୍ଧ ପଂଚାୟତ ଅନ୍ତର୍ଗତ ଜଙ୍ଗଲରେ ଗତ ୨୯ ତାରିଖରେ କୁମ୍ବିଂ ଓପରେସନ
Read More...

ଦାରିଙ୍ଗବାଡ଼ିରେ କ୍ଷମତା ହାସଲ ଲଢେ଼ଇ : ରାଜନୈତିକ ଚାପରେ ୩ମାସରେ ୩ ବିଡିଓଙ୍କ ହୋଇଛି ବଦଳି !

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲ୍ା ଦାରିଙ୍ଗବାଡ଼ି ବ୍ଲକରେ ରାଜନୈତିକ ଉଷ୍ମତା ବର୍ଷତମାମ ଲାଗିରହିଛି । କେତେବେଳେ ବ୍ଲକ ଅଧ୍ୟକ୍ଷ ପଦବୀ ରଦ୍ଦ ହୋଇ ଉପନିର୍ବାଚନ ହେଉଛି ତ’ଆଉ କେତେବେଳ ରାଜନୈତିକ ଚାପ ଯୋଗୁଁ ବିଡିଓଙ୍କ ଘନ ଘନ ବଦଳି ହେଉଛି । ଏଭଳି ଭାବେ ଏହି ମାର୍ଚ୍ଚ ମାସ ଠାରୁ ଜୁନ ମାସ
Read More...

ମା ଓ ଝିଅ ନିଖୋଜ ହେବାର ୪ଦିନ ପରେ ମଧ୍ୟ ରହସ୍ୟ ଅବ୍ୟାହତ

ସମ୍ବଲପୁର,୨/୭- ଗତ ସୋମବାର ଦିନରୁ ନିଖୋଜ ମହିଳା ଓ ତାଙ୍କ ଶିଶୁକନ୍ୟା ବିଷୟରେ ସଠିକ କିଛି କୁହାଯାଇ ପାରୁନାହିଁ ଯେ ତାଙ୍କର କଣ ହୋଇଛି, ଏହା ଏଯାବତ ରହସ୍ୟାବୃତ୍ତ ହୋଇରହିଛି । ଆରମ୍ଭରୁ ଏହାକୁ ଏକ ଆତ୍ମହତ୍ୟାର ମାମଲା ବିବେଚିତ କରି ପୁଲିସ ଓ ଅଗ୍ନିଶମଦଳ ପକ୍ଷରୁ ମହାନଦୀଗର୍ଭରେ
Read More...

ବୌଦ୍ଧ : ୩ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସିଡିଏମଓ

ବୌଦ୍ଧ,୨/୭ - ଆଜି ବୌଦ୍ଧଜିଲ୍ଲାରେ ଯେଉଁ ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଛି ସେମାନଙ୍କ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି । ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଆକ୍ରାନ୍ତ ଥିବା ଜଣାପଡିଛି । ଉଭୟ ମହିଳା ଅନ୍ୟ ରାଜ୍ୟରୁ
Read More...

ଅଫିମଚୋପା ତସ୍କରୀ ରେକେଟ ଠାବ ୨୪କିଲୋଗ୍ରାମ ଅଫିମଚୋପା ଜବତ ଓ ଜଣେ ଗିରଫ

ସମ୍ବଲପୁର,୨/୭- ଜିଲ୍ଲା ଅବକାରୀ ଗୁଇନ୍ଦା ଟିମ ପକ୍ଷରୁ ଚଢ଼ାଉ କରି ସ୍ଥାନୀୟ ଧମା ନିକଟସ୍ଥ ଏକ ଢାବାରୁ ପ୍ରାୟ ୨୪ କିଲୋଗ୍ରାମ ଅଫିମଚୋପା ଜବତ କରାଯାଇଛି । ଏକ ବସ୍ତାରେ ଲୁଚାଇ ରଖାଯାଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ବୋଲି କୁହାଯାଇଛି, ଯାହାକି କଲିକତାରୁ ଏଠାକୁ ଟ୍ରକ ଯୋଗେ
Read More...

ବୌଦ୍ଧରେ ୩ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨/୭- ଆଜି ବୌଦ୍ଧଜିଲ୍ଲାରେ ପୁଣି ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗଣମାଧ୍ୟମରେ ସୂଚନା ଦେଇଛି । ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲାରେ ୩ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ଜନସାଧାରଣରେ ଓ ସାମାଜିକ ଗଣମାଧ୍ୟମରେ ଆଲୋଚନା
Read More...