Browsing Category

ରାଜ୍ୟ

ଜିଲ୍ଲାପାଳ ତଦାରଖ କଲେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା ଆଜି ସ୍ଥାନୀୟ କଲେଜଛକ ଠାରେ ଏକ କାର୍ଯ୍ୟଯୋଜନା ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିଛନ୍ତି ଯେ ସେଠାରୁ ଏଲଏନ ଗଳି ଦେଇ ଟାଙ୍ଗନା ନାଳା ପର୍ଯ୍ୟନ୍ତ ବନ୍ୟାଜଳ କିପରି ସୁରୁଖୁରୁରେ ନିଷ୍କାସିତ ହୋଇ ପାରିବ । ତାଙ୍କ ସହିତ ଅଧିନସ୍ଥ
Read More...

ବିଶ୍ୱ ମରୁଭୂମି ଓ ଜଳାଭାବ ପ୍ରତିରୋଧ ଦିବସ ପାଳନ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ବୀରନରସିଂହପୁର ଠାରେ ବୌଦ୍ଧ ରେଞ୍ଜ ତରଫରୁ ଆୟୋଜିତ ବିଶ୍ୱ ମରୁଭୂମି ଓ ଜଳାଭାବ ପ୍ରତିରୋଧ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସୁଚିନ୍ତିତ ମତାମତ ସଚେତନତା ସୃଷ୍ଟି ହୋଇଥିଲା । ବୌଦ୍ଧ ବନଖଣ୍ଡ ସହକାରୀ ବନ ସଂରକ୍ଷକ
Read More...

ପାଲଝାର କୃଷିଫାର୍ମରେ ଦୁର୍ନୀତି, ଆୟଠାରୁ ବ୍ୟୟ ଦଶଗୁଣ !

ବୌଦ୍ଧ : କୃଷି ବିଭାଗ ଅଧିନରେ ଥିବା ବଘିଆପଡା ନିକଟ ପାଲଝାର କୃଷି ଫାର୍ମରେ ବର୍ଷ ବର୍ଷ ଧରି ଚାଲିଥିବା ଦୁର୍ନୀତିର ଏବେ ଗୁମର ଖୋଲିବାରେ ଲାଗିଛି । ପ୍ରାୟ ୩୦ହେକ୍ଟର ଜମିରେ ହେଉଥିବା ଧାନଚାଷରେ ସରକାର ଯେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ତାହା ତୁଳନାରେ ଆୟ ମାତ୍ର ୧୦ ପ୍ରତିଶତ ହେଉଥିବା
Read More...

୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଥିଲା ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି ।
Read More...

ସହିଦ୍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ସଂକଳ୍ପ ଓ କ.ନୂଆଗାଁ ବ୍ଲକ୍ ସାରଙ୍ଗଡଠାରେ ଟିମ୍ ହ୍ବୁମାନିଟି ଓ ସାରଙ୍ଗଡ ଓ ବଣ୍ଡଗୁଡା ପଞ୍ଚାୟତ ର ଅଞ୍ଚଳ ବାସୀଙ୍କ ପକ୍ଷରୁ ଭାରତ-ଚିନ୍ ସିମା ଲଦାଖରେ ଦେଶପାଇଁ ଜୀବନ ବଳୀଦାନ ଦେଇଥିବା କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗ୍ରାମର ସହିଦ
Read More...

ଭୁବନେଶ୍ୱରରୁ ଆଜି ପୁଣି ୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱର ଅଂଚଳରୁ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ସଂଗରୋଧ ଓ ୫ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ୫ଜଣ ସ୍ଥାନୀୟ ଅଂଚଳ ସଂକ୍ରମିତଙ୍କ ମଧ୍ୟରୁ ତିନିଜଣ କୋଭିଡ ହସ୍ପିଟାଲର କର୍ମଚାରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨ଜଣ
Read More...

ରଥଯାତ୍ରା ବନ୍ଦକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି ଯେ, ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା । ମୁକ୍ତିମଣ୍ଡପ ଓ ଶଙ୍କରଚାର୍ଯ୍ୟଙ୍କ ସହ କଥା ହୋଇ ଏ ସଂପର୍କରେ ନିଷ୍ପତ୍ତି
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ହେବନି ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ଘୋଷଯାତ୍ରା ତଥା ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କେବଳ ପୁରୀରେ ନୁହେଁ, ସାରା ଓଡିଶାରେ କୌଣସି ଠାରେ ରଥ ଗଡିବ ନାହିଁ ।
Read More...

ସ୍ଥାନୀୟ ମୌଳିକ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ସହିତ ବିଧାୟକଙ୍କ ଆଲୋଚନା

ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡିକର ସ୍ଥାୟୀ ଓ ଶୀଘ୍ର ସମାଧନ ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କ ସହିତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଆଲୋଚନା କରିଛନ୍ତି । ଏହି ସମୟରେ ମହାନଗର ନିଗମ ଅଧ୍ୟକ୍ଷା
Read More...

ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ପାଇଁ ୩ଟି ଜବରଦଖଲ ଦୋକାନ ଭଙ୍ଗାହେଲା

ସମ୍ବଲପୁର : ଲକଡାଉନ ସତ୍ତେ୍ୱ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆଜି ସ୍ଥାନୀୟ ଶକ୍ତିସଙ୍ଘ ପଛପଟେ ଜବରଦଖଲରେ ନିର୍ମିତ ତିନୋଟି ଦୋକାନ ଘର ଭଙ୍ଗାହେଲା । ଆଜିକାର ଏହି ଅଭିଯାନ ଅତି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିରୁଦ୍ଧ ପ୍ରଧାନ,
Read More...