Browsing Category

ରାଜ୍ୟ

୪ ବର୍ଷପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି ଆବାସଘର ହିତାଧିକାରୀ ରହୁଛନ୍ତି ଚିରା ପଲିଥିନ ତଳେ

ଜହ୍ନାପଙ୍କ, ୨୪/୭ – ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ସୁରକ୍ଷିତ ଘର ତଥା ପକ୍କାଘର ଯୋଗାଇ ଦେବାପାଇଁ ବିଜୁ ପକ୍କାଘର ଓ ଆବାସ ଯୋଜନା କରିଛନ୍ତି । କିନ୍ତୁ ବୌଦ୍ଧ ବ୍ଲକର କିଛି ଅସାଧୁ କର୍ମଚାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଯୋଜନା ପ୍ରକୃତ
Read More...

ବୌଦ୍ଧ : ସେଞ୍ଚୁରୀ ମାରିଲା କରୋନା ଗୋଟିଏ ଦିନରେ ୪୧ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ, ୨୪/୭ - ପୁର୍ବରୁ ବୌଦ୍ଧ ଜିଲ୍ଲାରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ବୌଦ୍ଧ ଜିଲ୍ଲାରେ କରୋନା ସେଞ୍ଚୁରୀ ମାରିଥିବା କୁହାଯାଉଛି । ଆଜି ପଜିଟିଭ
Read More...

ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଦାବି

ରେଢାଖୋଲ, ୨୪/୭ – ରେଢାଖୋଲ ଏନଏସି ଅନ୍ତର୍ଗତ ୪ନଂ ୱାର୍ଡରେ ମାଟିଖୋଳା କାମ ଶୀଘ୍ର ଶେଷ ନକରି ପକାଇ ରଖୁଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାହେଲେ ଘରଭିତରକୁ ବର୍ଷାପାଣି ପଶୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଡ୍ରେନ ସବୁ ଠିକଭାବେ ସଫାନକରି
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

ବୌଦ୍ଧ,୨୪/୭ - ବୌଦ୍ଧ ଥାନା ମୁଣ୍ଡାପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୋଟିଏ ଦୁଃଖଦ ଘଟଣା ଘଟିଯାଇଛି । ବିଦ୍ୟୁତ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ମୁଣ୍ଡାପଡା ଗ୍ରାମର ଘୁରୁଣ୍ଡୁ କୁମ୍ଭାରଙ୍କ ପୁଅ ଟୁଲୁ କୁମ୍ଭାର (୨୨ ବର୍ଷ ) ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର
Read More...

ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବୌଦ୍ଧ, ୨୩/୭ - ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପ ଜିଲ୍ଲାପାଳ ଭାବେ ଅଶ୍ୱିନୀ କୁମାର ମେହେର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ମେହେର ରାଜ୍ୟ କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗର ଉପ ସଚିବ ଭାବେ କାର୍ଯ୍ୟ କରୁଥିଲେ । ତାହା
Read More...

କୋଭିଡ -୧୯ ବିପକ୍ଷରେ ଚାଲିଥିବା ଯୁଦ୍ଧରେ ପୂର୍ବତଟ ରେଳପଥର ମହିଳା କର୍ମଚାରୀଙ୍କ ଭୂମିକା ମହତ୍ୱପୂର୍ଣ୍ଣ

ସମ୍ବଲପୁର,୨୩/୭- କୋଭିଡ-୧୯ ର ପ୍ରକୋପ ଆରମ୍ଭ ହେବାପରେ, ସାରା ଦେଶରେ ଏହା ବିପକ୍ଷରେ ସମ୍ମୁଖ ଯୁଦ୍ଧ ପାଇଁ, ଆମ ପାଖରେ ଥିଲେ ଅନେକ କୋରନା ଯୋଦ୍ଧା । ଆମ ପାଖରେ ଏଥି ନିମନ୍ତେ ଆହୁରି ଅଧିକ ଏକ ଗୋଷ୍ଠି ମଧ୍ୟ ଅଛନ୍ତି, ସେମାନେ ହେଉଛନ୍ତି ଆମର ମହିଳା କର୍ମଚାରୀ, ଯେଉଁମାନେ ଲୋକୋ ପାଇଲଟ,
Read More...

ଶୋଇଥିବାବେଳେ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କନ୍ଧମାଳ :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବାହାଲ ପଦା ଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ରାତିରେ ବାହାଲପଦା ସାହିର ଉଷାବତୀ ଘଡେଇ ୪୧ ସ୍ୱାମୀ ଅନାମ ଘଡେଇ ରାତିରେ ଶୋଇଥିବା ଅବସ୍ଥାରେ ଏକ ସାପ କାମୁଡ଼ି ଦେଇଥିଲା। ସେ ପାଟିକରିବାରୁ
Read More...

ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ୧୦କୋଟି ଟଙ୍କା

ଭୁବନେଶ୍ୱର ୨୩ ।୦୭: ପଶ୍ଚିମଓଡିଶା ପାଇଁ ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ରାଉରକେଲା କୋଭିଡ କେୟାର ସେଣ୍ଟର ଶଯ୍ୟା ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାର ଶଯ୍ୟା ସଂଖ୍ୟା ୧୭ଶହକୁ ବୃଦ୍ଧି ପାଇବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସୁନ୍ଦରଗଡ
Read More...

କାଶରୁ ଜଣାପଡିବ କରୋନା

ଭୁବନେଶ୍ୱର ୨୩ ।୦୭: କାଶରୁ କରୋନା ଜଣାପଡିବ ବୋଲି ଗବେଷଣା କରି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ପାର୍ଥକ୍ୟ ରହିଛି । ବିଭିନ୍ନ କାଶର ଶବ୍ଦକୁ ରେକର୍ଡ କରାଯାଉଛି । ଏଥିପାଇଁ ଏକ ଆପ୍ସ ମଧ୍ୟ ବିକଶିତ
Read More...

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’ : ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଲେ ସୁରକ୍ଷା ଉପକରଣ

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ
Read More...