Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁରରେ ପୁଣି ୩ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୯ ହେଲା
ସୋନପୁର : ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୯ ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସୂଚନା ମତେ ଉକ୍ତ ୩ଜଣ ସମସ୍ତେ ଡୁଙ୍ଗୁରିପାଲି ବ୍ଲକ ଅଂଚଳର । ଗତ ୨ ଦିନ ତଳେ ଉକ୍ତ ବ୍ଲକର ଲିଙ୍ଗମାର୍ଣି!-->…
Read More...
Read More...
BSNL ଠିକା କର୍ମଚାରୀଙ୍କ ବ୍ଲାକ ବେଜ ପରିଧାନ କରି କାର୍ଯ୍ୟରତ ସପ୍ତମ ଦିନରେ ପହଞ୍ଚିଲା
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଉପଖଣ୍ଡ BSNL କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କ 3 ଦଫା ଦାବି ନେଇ ବିଭଗୀୟ କର୍ତ୍ତୃପକ୍ଷ SDO କିମ୍ବା BSNL ମେନେଜମେଣ୍ଟ ଆମର ଦାବି ପୂରଣ କରି ନାହାନ୍ତି କି କିଛି ଉତ୍ତର ଦେଉ ନାହାନ୍ତି । ଯାହା ଫଳରେ ଆମେ କଳା ବେଜ!-->…
Read More...
Read More...
ଅନାହାରରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ
ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକୌଡା ଅଞ୍ଚଳରେ ଜଣେ ଅସହାୟ ବୃଦ୍ଧାଙ୍କ ଅନାହାର ଯୋଗୁଁ ମୃତ୍ୟୁ ଅଭିଯୋଗ କରାଯାଇଛି । ସ୍ଥାନୀୟ ଧନୁପାଲି ପାଖ ପିଲାକନ୍ଦେଇ ପଡାରେ ଏହି ବୃଦ୍ଧା ଜଣକ ତାଙ୍କ ସ୍ବାମୀଙ୍କ ସହିତ ରହୁଥିଲେ ଓ ପ୍ରାୟ ୬ମାସ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା!-->…
Read More...
Read More...
ରାସ୍ତା ଅବସ୍ଥା ସୁଧୁରିବ କେବେ ?
ବୌଦ୍ଧ- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ସରଧାପୁର ଗ୍ରାମକୁ ଯିବାକୁ ସବୁଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ବର୍ଷାଦିନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ପଞ୍ଚାୟତ ସଦର ମହକୁମା ଦପଲା ଗ୍ରାମରୁ ସରଧାପୁରକୁ ସଂଯୋଗ କରୁଥିବା ଏହି ମାଟି ରାସ୍ତାରେ ପ୍ରତିବର୍ଷ!-->…
Read More...
Read More...
ରାଜ୍ୟରେ ପୁଣି ୭୫ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୭୫ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...
ରଥଯାତ୍ରା ପ୍ରସ୍ତୁତ ବୈଠକ
ବୌଦ୍ଧ : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ବୈଠକ ବ୍ଲକ ସଭା ଗୃହ ରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ବବିତା ରାଣୀ ଦଳବେହେରା ସଭାପତିତ୍ୱ କରିଥିଲେ । ବ୍ଲକ!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ବଲେରୋ ଛାଡି ଚାଲାଣକାରୀ ଫେରାର
ବୌଦ୍ଧ : ଏକ ବଲେରୋ ଗାଡିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ କଣ୍ଟାମାଳ ପୁଲିସ ଜଗିଥିବା ବେଳେ ଗଞ୍ଜେଇ ଭର୍ତ୍ତି ବଲେରୋକୁ ଛାଡି ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ସୂଚନା ଅନୁସାରେ ଆଜି ଘଣ୍ଟାପଡା ଅଂଚଳରୁ ଜିଲ୍ଲା ବାହାରକୁ ଏକ ବଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ଖବର!-->…
Read More...
Read More...
ନାଳ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ବୌଦ୍ଧ : କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ତିନିବର୍ଷ ହେଲା ବୌଦ୍ଧ ସହର ମଧ୍ୟରେ ଏକ ନାଳ ନିର୍ମାଣ କାର୍ଯ୍ୟ ଚାଲିଛି । ରାଜନପାଲି, ପଲାସ, ଟୁଟୁସିଙ୍ଗା, ତେତେଲେଙ୍ଗା ଓ ବୌଦ୍ଧର ଥିବା ଚାଷଜମି ଗୁଡିକର ଉଦବୃତ୍ତ ଜଳ ନିଷ୍କାସନ କରିବା ପାଇଁ ଏହି ନାଳର ଉଦ୍ଦେଶ୍ୟ ଥିବାବେଳେ ଏହାଦ୍ୱାରା ଚାଷୀ!-->…
Read More...
Read More...
ଚୋରାଚାଲାଣ ଅଭିଯୋଗରେ ୪ ବାଲି ବୋଝେଇ ଟ୍ରାକ୍ଟର ଜବତ
ବୌଦ୍ଧ: ବୌଦ୍ଧ ତହସିଲ ଅନ୍ତର୍ଗତ ବାଉଁଶୁଣୀ ନିକଟ ମହାନଦୀ ଘାଟରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ବହୁଦିନରୁ ହୋଇ ଆସୁଥିଲା । ଏଥିପାଇଁ ରାଜସ୍ୱ ବିଭାଗ ସହ ବାଲିମାଫିଆଙ୍କ ମଧୁର ସଂପର୍କ ରହିଥିବା ଜନସାଧାରଣରେ ଅଭିଯୋଗ ହେଉଥିଲା । ଆଜି ସକାଳେ ବୌଦ୍ଧ!-->…
Read More...
Read More...
ସରପଞ୍ଚଙ୍କ ନିର୍ଦ୍ଦେଶକୁ ଖାରଜ କଲେ ଜିଲ୍ଲାପାଳ
ବୌଦ୍ଧ:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଗ୍ରାମପଞ୍ଚାୟତର ସରପଞ୍ଚ ଜିଲ୍ଲାପାଳ କ୍ଷମତାର ବ୍ୟବହାରକରି କୋଭିଡ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ରିଲିଭ କରିଥିଲେ । ସେହିଭଳି ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟ କାର୍ଯ୍ୟରୁ ଭାରମୁକ୍ତ!-->…
Read More...
Read More...