Browsing Category

ରାଜ୍ୟ

କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ମାସ୍କ ଓ ସାବୁନ ବାଣ୍ଟି କରୋନା ସଚେତନତା ବାର୍ତ୍ତା ଦେଲେ

କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ମାସ୍କ ,ସାବୁନ, ବିସ୍କୁଟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି।ସେ ଜିଲ୍ଲା ର ମୌଳିକ ସମସ୍ୟା ପାଇଁ ବିଭିନ୍ନ ସମୟରେ ଦାବି
Read More...

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ପୁନର୍ବାର ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଏ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ କହିଛନ୍ତି ଯେ, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ଖାତା
Read More...

ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ : ସର୍ବନିମ୍ନ ସେବାୟତରେ ହେବ ନୀତି !

ଭୁବନେଶ୍ୱର: କୋଭିଡ-୧୯ କରୋନା ମହାମାରୀ ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀଜିଉଙ୍କର ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡିଶା ହାଇକୋର୍ଟଙ୍କର ନିର୍ଦ୍ଦେଶ ମତେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ନାନଯାତ୍ରା ପାଇଁ ସର୍ବନିମ୍ନ
Read More...

ଆଉ ୫୦ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଯେଭଳି ଦ୍ରୁତଗତିରେ ମାଡି ଚାଲିଛି ସୁସ୍ଥ ହେବା ଖବର ମଧ୍ୟ ସେଭଳି ନଜର ଆସୁଛି । ଏହା ଭିତରେ ଆଜି ରାଜ୍ୟରେ ପୁଣି ୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ , ବୌଦ୍ଧ ଓ ଗଞ୍ଜାମରୁ ୩ଜଣ
Read More...

ବାତ୍ୟା “ଅମ୍ଫନ’ରେ ୪୫ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା "ଅମ୍ଫନ' ରାଜ୍ୟର ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ଚାଲିଯାଇଛି । ଉପକୂଳ ଓଡିଶାର ୮୯ଟି ବ୍ଲକ ଅନ୍ତର୍ଗତ ୧୫ଶହ ଗ୍ରାମ ପଞ୍ଚାୟତର ଲୋକେ ବାତ୍ୟା ଅମ୍ଫନରେ ପ୍ରଭାବିତ ହୋଇଛନ୍ତି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ
Read More...

ଅସୁରକ୍ଷିତ ସ୍ଥିତିରେ ଶ୍ରମିକଙ୍କ ଶିଶୁ ଯାଉଛନ୍ତି : କୋଳର ଶିଶୁମାନଙ୍କୁ ପ୍ଲାଷ୍ଟିକ ଓ ଥର୍ମୋକୋଲ ଡବାରେ ଶୁଆଇ…

ସମ୍ବଲପୁର: ପ୍ରବାସୀ ଓଡିଆଙ୍କ ଘରବାହୁଡା ସହିତ ଏଠାରୁ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଜାରିରହିଛି । ବୁଧବାରଦିନ ଏପରି ୧୫ଶହ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଏଠାରୁ କାନପୁର ଅଭିମୁଖେ ଯାତ୍ରା କରିଛି । ଏଥିପାଇଁ ଆଖପାଖ ୧୦ ଜିଲ୍ଲାର ପ୍ରବାସୀ
Read More...

ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର, ବିଦ୍ୟୁତ ବିଭାଗ ବେଫିକର

ବୌଦ୍ଧ: ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ଘଣ୍ଟାପଡା ସେକସନ ବରଗାଁ ଗ୍ରାମପଞ୍ଚାୟତର ମାତାକୁପା ଜଙ୍ଗଲରେ ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର ଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ୬/୭ ଫୁଟ ଉଚ୍ଚରେ ଯାଇଥିଲେ ମଧ୍ୟ ଦୋହଲି ଯାଇଥିବା ବିଦ୍ୟୁତ ତାରକୁ ଟାଣିବାପାଇଁ ବିଭାଗ ପାଖରେ ସମୟ
Read More...

ବୌଦ୍ଧକୁ ଫେରିଛନ୍ତି ୧୧୯୩ ପ୍ରବାସୀ ଶ୍ରମିକ

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ଗତ ୩ ତାରିଖରୁ ୨୦ ତାରିଖ ସକାଳ ୧୦.୩୦ ମି. ସୁଦ୍ଧା ବାହାର ରାଜ୍ୟରୁ ୧୧୯୩ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକର ୨୫୧ଜଣ, ହରଭଙ୍ଗା ବ୍ଲକର ୪୬୧ଜଣ, କଣ୍ଟାମାଳ ବ୍ଲକର ୪୫୬ଜଣ ଓ ବୌଦ୍ଧ ସହରାଞ୍ଚଳର ୧୬ଜଣ
Read More...

କୋଠ ସଂପତ୍ତିକୁ ନେଇ ପଙ୍କୁଆଳ ଗ୍ରାମରେ ଉତ୍ତେଜନା

ବୌଦ୍ଧ : ଗ୍ରାମର କୋଠ ସଂପତ୍ତିକୁ ଚଞ୍ଚକତା କରି ଜଣେ ନିଜର ବ୍ୟକ୍ତିଗତ ମାଲିକାନାକୁ ନେଇଯାଇଥିବାର ବିରୋଧ କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ତହସିଲ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ପଙ୍କୁଆଳ ଗ୍ରାମରେ ପ୍ରାୟ ୮ ଏକର ଜମିରେ ଆମ୍ବବଗିଚା ଓ
Read More...

ଲକ୍‌ଡାଉନ୍ ମାଡ଼ରେ ନିମ୍ନ ମଧ୍ୟବିତ୍ତ ପରିବାର ଘାଇଲା !

ବୌଦ୍ଧ: କରୋନା ମହାମାରୀ ପାଇଁ ହୋଇଥିବା ଲକ୍‌ଡାଉନ୍ ଯୋଗୁଁ ସମସ୍ତେ କିଛି ନା କିଛି କ୍ଷତି ସହିଛନ୍ତି । ହେଲେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ନିମ୍ନ ମଧ୍ୟବିତ୍ତ ପରିବାର । ସରକାର ଲକ୍‌ଡାଉନ୍ ସମୟରେ ଅନେକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଖାଉଟି କାର୍ଡ଼ ପାଇଥିବା ଗରିବ ପରିବାରକୁ ୫
Read More...