Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରମିକ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ
ବୌଦ୍ଧ : ବିଶ୍ୱ ଶ୍ରମିକ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ଓଡିଶା ନିର୍ମାଣ ମଜଦୁର ସଭା, ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ୧୨ଜଣ!-->…
Read More...
Read More...
ରାଜ୍ୟ ସରକାରଙ୍କ ନିଦ ହଜାଇଲାଣି ଯାଜପୁର, ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ପଜିିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳେ ବାଲେଶ୍ୱର ଜଣେ ଚିହ୍ନଟ ହୋଇଥିବା ବେଳେ ପରେ ବଲାଙ୍ଗୀର ଓ ଯାଜପୁରରୁ ଦୁଇଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି କିଛି ମିନିଟର ବ୍ୟବଧାନ ପରେ ସେହି ଯାଜପୁର ଜିଲ୍ଲାରୁ ଆଉ ଜଣେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା କଲେ ପ୍ରଦୀପ କୁମାର ପାଢୀ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅବସର ପ୍ରାପ୍ତ ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଦୀପ କୁମାର ପାଢୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5000 ଟଙ୍କାର ଚେକ ପ୍ରଦାନ କରିଛନ୍ତି। କୋରନା ମୁକାବିଲା ସକାଶେ ସହାୟତା!-->…
Read More...
Read More...
ସରକାରୀ ନିର୍ଦ୍ଦେଶକୁ ପଞ୍ଚାୟତ ଗୁଡିକରେ ବେଖାତିର
ବୌଦ୍ଧ,: କରୋନା ପାଇଁ ସାରାଦେଶ ଲକଡାଉନରେ ଥିବାବେଳେ ସାମାଜିକ ଦୂରତା ରକ୍ଷାପାଇଁ ଜନସାଧାରଣଙ୍କୁ ସଚେତନ କରାଇଆସୁଛନ୍ତି । ଲକଡାଉନ ସମୟରେ ଜାତୀୟ ଖାଦ୍ୟ ନିରାପତ୍ତା ଖାଉଟି କାର୍ଡ ଓ ରାଜ୍ୟ ଖାଉଟି କାର୍ଡ ପାଇଥିବା ଗରୀବ ହିତାଧିକାରୀଙ୍କୁ ଅଗ୍ରୀମ ୩ମାସର ଚାଉଳ /ଗହମ ପ୍ରଦାନ ପାଇଁ!-->…
Read More...
Read More...
ମହାନଦୀର ଅପରପାର୍ଶ୍ବରେ ଏକ ବଡ ହସ୍ପିଟାଲ ନିର୍ମାଣ ପାଇଁ ଦାବି
ସମ୍ବଲପୁର: ଏଠାରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ଜିଲ୍ଲା ସଦର ହସ୍ପିଟାଲକୁ ସଂପୂର୍ଣ୍ଣ ରୁପେ କୋଭିଡ ହସ୍ପିଟାଲରେ ପରିଣତ କରିଦେଲା ପରେ ସମ୍ବଲପୁର ନଗରୀୟ ଅଞ୍ଚଳରେ ସରକାରୀ ଚିକିତ୍ସା ସୁବିଧାର ଅଭାବ ଦେଖାଯାଉଛି । ଏଥିପାଇଁ ଏହାର ବିକଳ୍ପ ରୁପେ ଏଠାରେ ଆଉ ଏକ ବଡ ହସ୍ପିଟାଲ ସ୍ଥାପନ!-->…
Read More...
Read More...
ଭିମସାରଠାରେ କୋଭିଡ ଟେଷ୍ଟିଂ କ୍ଷମତା ଅବ୍ୟାହତ ରଖାଯାଉ
ସମ୍ବଲପୁର: ବହୁ ଘାତ ପ୍ରତିଘାତ ପରେ ସ୍ଥାନୀୟ ଭିମସାରରେ କୋଭିଡ ଟେଷ୍ଟିଂ କେନ୍ଦ୍ର ଆରମ୍ଭ ହୋଇପାରିଛି । ଇତିମଧ୍ୟରେ ସେଠାରେ ସ୍ଥାପିତ ଏକ ଟେଷ୍ଟିଂ ୟୁନିଟ ଠିକଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିରେ ବ୍ୟବହୃତ ମେସିନରେ କିଛି ଅସୁବିଧା ରହିଯାଇଥିବାରୁ ଏପରି ହେଉଛି ବୋଲି ସେଠାରେ!-->…
Read More...
Read More...
ଯାଜପୁରରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫ରୁ ୧୪୭ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ସଂପୃକ୍ତ!-->…
Read More...
Read More...
ରାଜ୍ୟରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ଆଉ ୨ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୪୩ରୁ ୧୪୫ ଛୁଇଁଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍ ମାଧ୍ୟମରୁ ଜଣାପଡିଛି । ତେବେ ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା!-->…
Read More...
Read More...
ପ୍ରଶାସନର ଦୃଷ୍ଟିପଡ଼ୁ : କରୋନା ନୁହେଁ, ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ଜୟନ୍ତୀଙ୍କ ପରିବାର
ବଲାଙ୍ଗୀର :ସ୍ୱୀମୀ ମାନସିକ ରୋଗୀ , ଦୁଇ ଦୁଇଟି ଛୋଟ ଛୁଆ । ପରଘରେ ମୂଲ ଲାଗିଲେ ମେଣ୍ଟେ ଗୁଜୁରାଣ । ବାସସ୍ଥାନ କହିଲେ, ପଲିଥିନ୍ ଟଣା ମାଟିଘର । ଗତ ଅଗଷ୍ଟ ମାସ ବନ୍ୟା ପରେ ବିପଦ ସଙ୍କୁଳ ଘରକୁ ସଜାଡ଼ି କଷ୍ଟେମଷ୍ଟେ ରହୁଥିଲେ ସପରିବାର । ପୁଣି ପ୍ରକୃତି ସାଧିଲା ଦାଉ ଅଦିନିଆ ଝଡ଼ ପବନ ଉଡ଼ାଇ!-->…
Read More...
Read More...
ଭିମସାର ମେଡିସିନ ୱାର୍ଡରେ ଜଣଙ୍କ କୋଭିଡ ଲକ୍ଷଣରୁ ଉତ୍ତେଜନା
ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ହସ୍ପିଟାଲର ମେଡିସିନ ୱାର୍ଡରେ ଜଣେ ରୋଗୀର କୋଭିଡ ଲକ୍ଷଣ ଦେଖାଯିବାରୁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏହି ୪୫ ବର୍ଷୀୟ ମହିଳା ରୋଗୀ ଜଣକ ବିଷକ୍ରିୟାରୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଆଶୁଚିକିତ୍ସା ପରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ।!-->…
Read More...
Read More...