Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜେଡି ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତାଦେଖା ଆରମ୍ଭ
ବୌଦ୍ଧ:ଆଜିଠାରୁ ବୌଦ୍ଧ ସହରସ୍ଥିତ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଛି । କରୋନା ଯୋଗୁଁ ଖାତାଦେଖା କେନ୍ଦ୍ରରେ ଅନେକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷକ!-->…
Read More...
Read More...
ଗଞ୍ଜେଇ ଚୋରା ବେପାରୀଙ୍କୁ ଫରକ ପଡୁନି ଲକ୍ଡାଉନ
ବୌଦ୍ଧ: ଲକ୍ଡାଉନ ସମୟରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ମାଦକ ଦ୍ରବ୍ୟର ଚୋରା ଚାଲାଣକାରୀଙ୍କୁ ଏହାର କୌଣସି ଫରକ ପଡୁନଥିବା ସାରା ବୌଦ୍ଧଜିଲ୍ଲାରେ ଦେଖିବାକୁ ମିଳୁଛି । ଗଞ୍ଜେଇ ଭଳି ନିଷିଦ୍ଧ ମାଦକ ଦ୍ରବ୍ୟ ଧରି ଦିନ ଦ୍ୱିପ୍ରହରରେ ପ୍ରତ୍ୟେକଦିନ ଚୋରାଚାଲାଣ!-->…
Read More...
Read More...
ଶ୍ରମିକଙ୍କ ମଜୁରୀ ଅର୍ଥ ହଡପ ଅଭିଯୋଗ ତଦନ୍ତ ଦାବି
ବୌଦ୍ଧ : କୃଷିବିଭାଗ ଅଧୀନରେ ଥିବା ବୌଦ୍ଧବ୍ଲକ ବଘିଆପଡା ଗ୍ରାମପଞ୍ଚାୟତ ପାଲଝାର ଫାର୍ମରେ ହେଉଥିବା ଦୁର୍ନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭକରି ଫାର୍ମର କୃଷି ଓଭରସିଓର ଯାଏଁ ସମସ୍ତଙ୍କ ମିଲିଭଗତରେ ଦୁର୍ନୀତି ହେଉଥିବାରୁ ଯେତେ ଅଭିଯୋଗ!-->…
Read More...
Read More...
ପୁଣି ରାଜ୍ୟରେ ୭୯ ନୂଆ ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୫୧୭ରେ ପହଞ୍ଚିଲା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାର ପୁଣି ୭୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧ଜଣ କ୍ୱାରେଣ୍ଟାଇନ!-->…
Read More...
Read More...
କିସ୍ର ପ୍ରୟାସ : ୩୦ହଜାର କିସ୍ ଛାତ୍ରଛାତ୍ରୀଙ୍କୁ ସୁଖିଲା ଖାଦ୍ୟ ଓ ପାଠ୍ୟୋପକରଣ ବଣ୍ଟନ
ଭୁବନେଶ୍ୱର: ତାଲାବନ୍ଦ ଯୋଗୁଁ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଚଳିତଶିକ୍ଷା ବର୍ଷ ପାଇଁ ପୂର୍ବ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟ ପୁସ୍ତକ ପାଇପାରି ନାହାନ୍ତି । କିସ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା!-->…
Read More...
Read More...
କରୋନା ସଙ୍କ୍ରମଣ କବଳରେ ସୁବର୍ଣ୍ଣପୁର ଜିଲ୍ଲା
ସୋନପୁର - କରୋନା ସଙ୍କ୍ରମଣ ରେ ପଶ୍ଚିମ ଓଡିଶାର ଏକମାତ୍ର ବାଦପଡିଥିବା ସୁବର୍ଣ୍ଣପୁର ଜିଲ୍ଲା ରେ ମଧ୍ୟ ଆଜି ପ୍ରଥମ କରି ଜଣେ ସଙ୍କ୍ରମିତ ହୋଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହା ସ୍ପଷ୍ଟ କରିଛନ୍ତି। ସଙ୍କ୍ରମିତ ଜଣକ ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ଅଞ୍ଚଳର ବୋଲି ଜଣାପଡିଛି।ତାଙ୍କର!-->…
Read More...
Read More...
ମୁଣ୍ଡିପଦରରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
ବୌଦ୍ଧ : ଗତକାଲି ବିଳମ୍ବିତ ରାତ୍ରୀରେ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମରେ ବିଦ୍ୟାଧର ପ୍ରଧାନ ନାମକ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।!-->…
Read More...
Read More...
ଜାତୀୟ ରାଜପଥ ମରାମତିରେ ଖାମଖିଆଲି !
ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ ପୂର୍ବ ଓ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗର ମାଧ୍ୟମ ସାଜିଥାଏ । ଏହି ରାସ୍ତାରେ ଦୈନିକ ହଜାରହଜାର ସଂଖ୍ୟାରେ ଅନେକ ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ କରୁଛି । ଜାତୀୟ ରାଜପଥ ବିଭାଗର ବେପରୁୱା ଓ ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ!-->…
Read More...
Read More...
ପ୍ରବାସୀ କଲେଣି ନାକେଦମ୍
ଭୁବନେଶ୍ୱର : କରୋନା ମହାମାରୀ ସମଗ୍ର ବିଶ୍ୱରେ ତାହାର କାୟାବିସ୍ତାର କରିଚାଲିଛି । ଆମ ଦେଶ ଭାରତ ମଧ୍ୟ କରୋନା କବଳରେ କବଳିତ ହୋଇ ରହିଛି । ଓଡିଶାରେ କରୋନାର ସ୍ଥିତି ଯଦିଓ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଠାରୁ ଭଲ ରହିଛି ତେବେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଏହି କାରଣରୁ!-->…
Read More...
Read More...
ରାଜ୍ୟରେ ଆଉ ୯୯ କରୋନା ରୋଗୀ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ୬୪୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ବାଲେଶ୍ୱର!-->…
Read More...
Read More...